fbpx
Browsing Category

ବିଦେଶ

SpaceX Starship Launch: ଅଟକିଗଲା ଇତିହାସ, ଲଞ୍ଚ ହେବାର ୪ ମିନିଟ ପରେ ଆକାଶରେ ଫାଟିଗଲା ରକେଟ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ତଥା ସ୍ପେସେକ୍ସର ପ୍ରତିଷ୍ଠାତା ଏଲନ ମସ୍କ ଇତିହାସ ରଚିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମଙ୍ଗଳ ଗ୍ରହକୁ ମଣିଷକୁ ନେଇ ଯାତ୍ରା କରୁଥିବା ରକେଟ ଷ୍ଟାରଶିପକୁ ଆଜି ସଫଳତାର…

Moonbin Death : ଫେମସ୍ ପପ୍ ଷ୍ଟାର ମୁନବିନ୍ ୨୫ ବର୍ଷ ବୟସରେ ନିଧନ, ଆତ୍ମହତ୍ୟା କରିଥିବା ସନ୍ଦେହ

ନୂଆଦିଲ୍ଲୀ : ଜଣାଶୁଣା ପପ୍ ଷ୍ଟାର ତଥା ଆଷ୍ଟ୍ରୋ ସଦସ୍ୟ ମୁନବିନ୍ ୨୫ ବର୍ଷ ବୟସରେ ବିଦାୟ ନେଇଛନ୍ତି। ଖବର ଅନୁଯାୟୀ, ସିଓଲର ଗାଙ୍ଗନାମ୍-ଗୁସ୍ଥିତ ତାଙ୍କ ବାସଭବନରେ ତାଙ୍କର ମୃତଦେହ ମିଳିଛି । ପୋଲିସ ସନ୍ଦେହ କରୁଛି…

ସର୍ଭେରୁ ବଡ଼ ଖୁଲାସା: ବ୍ରିଟିଶ ବିଦ୍ୟାଳୟରେ ଧର୍ମ ପରିବର୍ତ୍ତନ ପାଇଁ ପିଲାଙ୍କୁ ଦିଆଯାଉଛି ଚାପ, ୫୧ ପ୍ରତିଶତ ହିନ୍ଦୁ ପିତାମାତାଙ୍କ ଅଭିଯୋଗ

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ପାକିସ୍ତାନର ଜଣେ ହିନ୍ଦୁ ସାଂସଦ ପାକିସ୍ତାନ ସଂସଦରେ ନିଜର ନିର୍ଯାତନାର କାହାଣୀ କହିଥିଲେ ଯେ ମୁସଲମାନ ନେତାମାନେ ଇସଲାମ ଗ୍ରହଣ କରିବାକୁ ତାଙ୍କ ଉପରେ ଚାପ ପକାଉଥିଲେ। ସେହିଭଳି…

ମର୍ମନ୍ତୁଦ ଦୁର୍ଘଟଣା: ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଦଳାଚକଡା , ୭୮ରୁ ଅଧିକ ମୃତ୍ୟୁ ଅନେକ ଲୋକ ଆହତ

ନୂଆଦିଲ୍ଲୀ : ୟେମେନରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଆର୍ଥିକ ସହାୟତା ବଣ୍ଟନ ସମୟରେ ଏପରି କିଛି ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଏହି ଷ୍ଟାମ୍ପଡରେ ୭୮ ରୁ ଅଧିକ ଲୋକଙ୍କର ମୃତ୍ୟୁ…

ବିଶ୍ୱର ସବୁଠୁ ଧନୀ ସହର ଟ୍ୟାଗ୍ ପାଇଲା ଏହି ସିଟି: ସହରରେ ଅଛନ୍ତି ୫୮ ଆରବପତି

ନୂଆଦିଲ୍ଲୀ: ଜୀବନରେ ଧନୀ ହେବାକୁ ସମସ୍ତଙ୍କର ଇଚ୍ଛା ଥାଏ । କିନ୍ତୁ ବହୁତ କମ୍ ଲୋକ ଏହି ଲକ୍ଷ୍ୟରେ ସଫଳ ହୋଇପାରନ୍ତି । ପ୍ରାୟତଃ ଗୋଟିଏ ସହରର ଜଣେ କିମ୍ବା ୨ଜଣ ଧନୀ ତାଲିକାରେ ସାମିଲ ହୋଇପାରନ୍ତି । କିନ୍ତୁ ଏମିତି…

ଅଣ୍ଡା ଚୋରି କରିବାକୁ ଯାଇଥିଲା, ମୟୂରୀ ଆକ୍ରମଣରେ ଅବସ୍ଥା ପୁରା ଖରାପ..ଦେଖନ୍ତୁ ଭିଡିଓ

ନୁଆଦିଲ୍ଲୀ : ଦୁନିଆରେ ଥିବା ସବୁ ପ୍ରାଣୀଙ୍କ ଅସ୍ତିତ୍ୱ ରହିଛି । କିଛି ନା କିଛି ନୂଆ କାର୍ଯ୍ୟ ବା ଦାୟିତ୍ୱ ପାଇଁ ସେମାନଙ୍କ ପରିଚୟ ଥାଏ । ଆଉ ଯେଉଁଠି ଅଣ୍ଡାର ସୁରକ୍ଷା ବା ସେମାନଙ୍କ ଛୁଆ କଥା ଆସେ, ସେମାନେ…

ସମଲିଙ୍ଗୀ ବିବାହକୁ ଆଇନର ମାନ୍ୟତା ମିଳିବା ମାତ୍ରେ, ଅଧ ରାତ୍ରୀରେ ବିବାହ କରିଥିଲେ ଏହି ଯୋଡି

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ନେଇ ଅନେକ ବିତର୍କ ଦେଖାଦେଇ ଆସୁଛି। କେତେକ ଏହାକୁ ସମର୍ଥନ କରୁଥିବାବେଳେ କେତେକ ଏହାକୁ ଦୃଢ ବିରୋଧ କରୁଛନ୍ତି। ଭାରତରେ ମଧ୍ୟ ସମାନ ବିବାହକୁ ଆଇନଗତ ମାନ୍ୟତା ଦେବା…

ପୁରୁଣା ଭାଇରସରୁ ତିଆରି ହେବ କ୍ୟାନସର ମେଡିସିନ: ମଣିଷର DNA ଓ ପୂର୍ବପୁରୁଷଙ୍କୁ ନେଇ ମିଳିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ସହିତ ମଣିଷର ଲାଇଫଷ୍ଟାଇଲ ମଧ୍ୟ ବଦଳିବାରେ ଲାଗିଛି । ମଣିଷର ଖାଦ୍ୟପେୟ, ବେଶ ପୋଷାକ, ଚିନ୍ତାଧାରା ସବୁକିଛି ବଦଳିବାରେ ଲାଗିଛି । ଫଳରେ ମଣିଷକୁ ନୂଆ ନୂଆ ବୀମାରୀ ଶିକାର…

(Video) ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ: ଲୋକମାନେ ପ୍ରାଣ ବିକଳରେ ତଳକୁ ଡେଇଁଲେ, ୨୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଗ୍ରୀଷ୍ମ ସିଜିନ ଚାଲିଥିବା ବେଳେ ଜନସାଧାରଣ ତାତିରେ ଛଟପଟ ହେଉଛନ୍ତି । ଏଭଳି ସ୍ଥିତିରେ ଯଦି କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟେ, ତେବେ ପରିସ୍ଥିତି ଆହୁରି ବିଗିଡ଼ିଯିବାର ସମ୍ଭାବନା…

Fiji Earthquake : ତୁର୍କୀ ପରେ ଆଜି ଫିଜିରେ କମ୍ପନ, ୬.୩ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଗତକାଲି ତୁର୍କୀରେ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଆଜି ସକାଳେ ଫିଜିରେ ଶକ୍ତିଶାଳୀ କମ୍ପନ ହୋଇଛି । ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରେ ମାପ କରାଯାଇଛି । ଭୂମିକମ୍ପର ଏତେ ଶକ୍ତିଶାଳୀ ଥିଲା ଯେ…