fbpx
Browsing Category

ବିଦେଶ

Video: ଭଗ୍ନାବଶେଷ ତଳୁ ମିଳିଲେ ୩ ଜଣ ଜୀବନ୍ତ ବ୍ୟକ୍ତି, ପାର ହେଲା ୪୬ ହଜାର ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଭୁକମ୍ପରେ ଅନେକ କ୍ଷତକ୍ଷତି ମଧ୍ୟରେ ପୁଣି ଏକ ଚମତ୍କାର ଘଟଣା ତୁର୍କୀରେ ଦେଖିବାକୁ ମିଳିଛି । ଭୁମିକମ୍ପର ୨୯୬ ଘଣ୍ଟା ପରେ ତିନିଜଣ ବ୍ୟକ୍ତିଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ତିନିଜଣ…

ଜନ୍ମ ହେଲା ୬ ସେମିର ଲାଞ୍ଜ ଥିବା ବିରଳ ଶିଶୁକନ୍ୟା, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ପ୍ରକାର ଆଶ୍ଚର୍ଯ୍ୟକର ସୃଷ୍ଟି ବେଳେବେଳେ ଦେଖିବାକୁ ମିଳେ। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ବ୍ରାଜିଲ୍‌ରେ। ଏଠାରେ ଜଣେ ଶିଶୁକନ୍ୟା ୬ ସେଣ୍ଟିମିଟରର ଲାଞ୍ଜ ସହିତ ଜନ୍ମ…

ଜାପାନରେ ପଡ଼ିଲା ଉତ୍ତର କୋରିଆ ମିସାଇଲ୍‌, ଆମେରିକା କହିଲା-‘ଅଞ୍ଚଳରେ ସୃଷ୍ଟି ହୋଇପାରେ ଅନାବଶ୍ୟକ ଉତ୍ତେଜନା’

ନୁଆଦିଲ୍ଲୀ: ଶନିବାର ଜାପାନର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‌ରେ ଲ୍ୟାଣ୍ଡ କରିଛି ଉତ୍ତର କୋରିଆର ଏକ ଆନ୍ତ ମହାଦେଶୀୟ ବାଲିଷ୍ଟିକ୍ ମିସାଇଲ୍। ଉତ୍ତର କୋରିଆ ବିପକ୍ଷରେ ଉତ୍ତମ ଜବାବ ଦେବା ପାଇଁ ଗୋଟିଏ ପଟେ ସିଓଲ ଏବଂ…

ପାକିସ୍ତାନରେ ପୁଣି ରାଜନୈତିକ ସଂକଟ: ସେହବାଜ୍‌ଙ୍କ ବିରୋଧରେ ମାରିୟମ୍‌ଙ୍କ ବିଦ୍ରୋହ ଆରମ୍ଭ

କରାଚି: ଆର୍ଥିକ ସଂକଟରେ ଗତି କରୁଥିବା ପାକିସ୍ତାନରେ ଏବେ ରାଜନୈତିକ ସଂକଟ ପୁଣି ଥରେ ଉଭା ହୋଇଛି । ଅର୍ଥାତ ପାକିସ୍ତାନର ସେହବାଜ୍‌ ସରକାରଙ୍କ ପତନ ହେବା ନେଇ ଆକଳନ କରାଯାଉଛି । ସରିଫ୍‌ ପରିବାରରେ ବଡ଼ ଧରଣର କନ୍ଦଳ…

ChatGPT ବିଶ୍ୱରେ ରାଜ୍ କରିବ? ସମାପ୍ତ ହୋଇଯିବ Googleର ରାଜତ୍ୱ

ନୂଆଦିଲ୍ଲୀ: ଗତ ୨୦୦୦ ମସିହାରେ ସର୍ଚ୍ଚ ଇଞ୍ଜିନ ଗୁଗଲର ଶୁଭାରମ୍ଭ ହୋଇଥିଲା । ତା’ ପରଠାରୁ ଗୁଗଲ ଆଉ ପଛକୁ ଫେରିନାହିଁ । ବର୍ଷ ବର୍ଷ ଧରି ସର୍ଚ୍ଚ ଇଞ୍ଜିନ କ୍ଷେତ୍ରରେ ରାଜତ୍ୱ କରି ଆସିଛି ଗୁଗଲ । ତେବେ ଖୁବଶୀଘ୍ର…

ଆଣ୍ଟାର୍କଟିକା ବରଫ ବିଶ୍ୱ ପାଇଁ ବିପଦ: ସମୁଦ୍ର ଜଳସ୍ତର ୨୦୦ ଫୁଟ ବଢ଼ିଯିବ, ସାମୁଦ୍ରିକ ଜୀବ ଗାଏବ ହୋଇଯିବେ, NSIDCର ରିପୋର୍ଟ ବଢ଼ାଇଲା ଚିନ୍ତା

ନୂଆଦିଲ୍ଲୀ: ଆଣ୍ଟାର୍କଟିକା ହେଉଛି ପୃଥିବୀର ସବୁଠାରୁ ବରଫବହୁଳ ଅଞ୍ଚଳ । ଆଣ୍ଟାର୍କଟିକାର ୯୯ ପ୍ରତିଶତ ଅଂଶ କେବଳ ବରଫ ଦ୍ୱାରା ଢାଙ୍କି ହୋଇ ରହିଛି । ସେଠାରେ ବରଫର ଦୁଇଟି ମୋଟା ଆସ୍ତରଣ ଜମି ରହିଛି । ମାତ୍ର ଦିନକୁ…

ପୁଣି ସିରିଜ ଗୁଳି ବିନିମୟରେ କମ୍ପିଲା ଆମେରିକା, ୬ ନିହତ

ନୂଆଦିଲ୍ଲୀ: ଆମେରିକାର ପୁଣି ଥରେ ସିରିଜ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି। ମିସିସିପିର ଟେଟ୍ କାଉଣ୍ଟିରେ ଏହି ସିରିଜ ଫାୟାରିଙ୍ଗରେ ଅତି କମରେ ୬ ଜଣ ନିହତ ହୋଇଛନ୍ତି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଭୁକମ୍ପର ୨୪୮ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ଉଦ୍ଧାର ହେଲେ ଜୀବନ୍ତ ବ୍ୟକ୍ତି, ୪୧ ହଜାର ଟପିଛି ମୁତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ତୁର୍କୀରେ ପ୍ରଳୟଙ୍କାରୀ ଭୂକମ୍ପରେ ବର୍ତ୍ତମାନ ସୁଧା ୪୧ ହଜାର ମୃତ୍ୟୁ ସଂଖ୍ୟା ଟପିବା ପରେ ଭଗ୍ନାବଶେଷ ତଳୁ ଏକ ବ୍ୟକ୍ତି ଜୀବିତ ଥିବା କଥା ସାମ୍ନାକୁ ଆସିଛି । ତୁର୍କୀର ଉଦ୍ଧାରକାରୀ ଟିମ୍ ଭୂକମ୍ପର ୧୨…

ବ୍ୟାନ୍ ହେଲା କଣ୍ଡୋମ ଓ ଗର୍ଭନିରୋଧକ ମେଡିସନ୍: ମେଡିସିନ ଷ୍ଟୋରରେ ବିକ୍ରି ନେଇ ଲାଗିଲା ରୋକ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ଏକ ଆଶ୍ଚର୍ଯ୍ୟଜନକ ନିର୍ଦ୍ଦେଶନାମା ଜାରି କରାଯାଇଛି । ମହିଳାଙ୍କୁ ଗର୍ଭବିରୋଧକ ଔଷଧ ସେବନ ନ କରିବାକୁ କୁହାଯାଇଛି । ଏଥିସହିତ ମେଡିକାଲ ଷ୍ଟୋରମାନଙ୍କରେ ମଧ୍ୟ ଏହାର…

ଇତିହାସରେ ପ୍ରଥମ ଘଟଣା: ବିନା ପାଇଲଟରେ ଉଡ଼ିଲା ଯୁଦ୍ଧ ବିମାନ, AIର କମାଲ୍

ନୂଆଦିଲ୍ଲୀ: ବର୍ତ୍ତମାନର ସମୟ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଯୁଗ । ଏଆଇ ଆଜି ମଣିଷର ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରୁଛି । ଆଗାମୀ ଦିନରେ ବୈଜ୍ଞାନିକମାନେ ଏହାକୁ ନେଇ…