fbpx
Browsing Category

ବିଦେଶ

WhatsAppର ନୂଆ ଫିଚର: ଆପଣ କଥା କହିବେ, କଣ୍ଠସ୍ୱରକୁ ଲେଖାରେ ପରିବର୍ତ୍ତନ କରିଦେବ App

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ହ୍ୱାଟସଆପ ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର ହ୍ୱାଟସଆପ ୟୁଜର୍ସକୁ ଏକ ଶାନଦାର ଫିଚର ଉପହାର ଦେବାକୁ ଯାଉଛି କମ୍ପାନୀ । ସାଧାରଣ ଭାବେ ୟୁଜର୍ସ ହ୍ୱାଟସଆପରେ…

ତୁର୍କୀ ଭୂକମ୍ପ: ତୁର୍କୀର କ୍ଷତ ଉପରେ ଲୁଣ ଛିଟିକା, ଅନେକ ସହରରେ ଭୂକମ୍ପ ପୀଡିତଙ୍କଠାରୁ ଲୁଟ୍ ଏବଂ ଠକାମି ଅଭିଯୋଗ, ୪୮ ଗିରଫ

ନୂଆଦିଲ୍ଲୀ: ପ୍ରଳୟକାରୀ ଭୁକମ୍ପରେ ଛାରକାର ହୋଇଯାଇଥିବା ତୁର୍କିରୁ ଆସିଛି ନିନ୍ଦନୀୟ ଖବର। ଭୁମୁକମ୍ପରେ ପିଡ଼ିତ ଅନେକ ସହରରେ ଲୋକଙ୍କୁ ନିଜ ଲୋକେ ଏବେ ଲୁଟ୍‌, ଠକାମି କରିଥିବା ଖବର ଆସିଛି। ନକଲି କଲ୍ କରି ଭୂକମ୍ପରେ…

(video)ରୋମଟାଙ୍କୁରା ଦୃଶ୍ୟ, ଦୀର୍ଘ ୧୨୮ ଘଣ୍ଟା ପରେ ଭୂକମ୍ପର ଅଳିଆରୁ ଉଦ୍ଧାର ହେଲା ୨ ମାସର ଶିଶୁ

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ହେଇଥିବା ଏକ ବଡ଼ ଧରଣର ଭୂକମ୍ପ ପରେ ପ୍ରାୟ ୨୮,୦୦୦ ଲୋକଙ୍କର ମୃତ୍ୟୁ ଘଟିଛି, ୬,୦୦୦ କୋଠା ଭୁଶୁଡି ପଡିଛି ଏବଂ ଶହ ଶହ ଲୋକ ଏଯାଏଁ ଆବର୍ଜନା ତଳେ ଫସି ରହିଛନ୍ତି। କିନ୍ତୁ ଏହି…

ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ବୋମାକୁ ଡିଫ୍ୟୁଜ୍ କରିବା ପୂର୍ବରୁ ବିସ୍ଫୋରଣ, ଦେଖନ୍ତୁ Video

ଲଣ୍ଡନ: ଇଂଲଣ୍ଡର ଗ୍ରେଟ୍ ୟାରମାଉଥରେ ଶୁକ୍ରବାର ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ବୋମାକୁ ଡିଫ୍ୟୁଜ୍ କରାଯିବା ପୂର୍ବରୁ ତାହା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପାଖାପାଖି ୨୪ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା…

ଅଜଣା ରୋଗର ତାଣ୍ଡବ: ୮ ମୃତ,୨୦୦ରୁ ଅଧିକ ଲୋକଙ୍କ କ୍ୱାରେନଣ୍ଟାଇନରେ ଭର୍ତ୍ତି

ନୂଆଦିଲ୍ଲୀ:କରୋନା ମହାମାରୀ ସମଗ୍ର ବିଶ୍ୱ ଅସୁବିଧାରେ ପକାଥିବା ବେଳେ , ଏବେ ଆଉ ଏକ ରୋଗ ଚିନ୍ତାର ବିଷୟ ବଢେଇଛି। କିନ୍ତୁ ଏହି ଅଜ୍ଞାତ ରୋଗ ବିଷୟରେ କାହାରିକୁ ଏଯାବତ କିଛି ସୂଚନା ମିଳିପାରିନାହିଁ । ଆଫ୍ରିକାର ଏକ…

ତୁର୍କୀ ଭୂକମ୍ପରେ ଭାରତୀୟ ଯୁବକଙ୍କ ମୃତ୍ୟୁ: ଚେହେରା ନୁହେଁ ଟାଟୁ ଦେଲା ପରିଚୟ

ନୂଆଦିଲ୍ଲୀ: ତୁର୍କୀ-ସିରିଆରେ ଦେଖାଦେଇଥିବା ଭୟଙ୍କର ଭୂକମ୍ପରେ ଏହା ମଧ୍ୟରେ ମୃତ୍ୟୁସଂଖ୍ୟା ୨୬ ହଜାର ଟପିଯାଇଛି । ଏଥିସହିତ ୧୦ ହଜାର ଘର ଧ୍ୱଂସ ପାଇଯାଇଥିବା ବେଳେ ୧ ଲକ୍ଷ ଘରର କ୍ଷତି ଘଟିଛି । ଆହତଙ୍କ ଅବସ୍ଥା…

ଭୂକମ୍ପ ମୃତ୍ୟୁସଂଖ୍ୟା ୨୬ ହଜାର ଟପିଲା: ଅନ୍ତିମ ସଂସ୍କାର ପାଇଁ ଜାଗା ମିଳୁନି, ପରିସ୍ଥିତି ଜଟିଳ ହେବାରେ ଲାଗିଛି

ନୂଆଦିଲ୍ଲୀ: ତୁର୍କୀ-ସିରିଆରେ ଦେଖାଦେଇଥିବା ଭୟଙ୍କର ଭୂକମ୍ପ ପାଇଁ ଆଜି ସାରା ବିଶ୍ୱ ଭୟଭୀତ ଅବସ୍ଥାରେ ରହିଛି । ଏପରିକି ଆଗକୁ ଅନ୍ୟ କିଛି ଦେଶରେ ମଧ୍ୟ ଏପରି ସ୍ଥିତି ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରାଯାଉଛି ।…

ସ୍ନିଫର୍ ଡଗ୍ ଆଉଟ୍ , ଏବେ ସୁରକ୍ଷା ବାହିନୀରେ ସ୍ନିଫର୍ ଗୁଣ୍ଡୁଚି ମୂଷା, ଡ୍ରଗ୍ସ ଖୋଜିବାରେ ଧୁରନ୍ଧର

ନୂଆଦିଲ୍ଲୀ : ଆପଣ ନିଶ୍ଚୟ ଭାବେ ଚଳଚ୍ଚିତ୍ରରେ ଦେଖିଥିବେ ଯେ ସୁରକ୍ଷା ବାହିନୀରେ ସ୍ନିଫର୍ କୁକୁର ଥାନ୍ତି । ସେମାନଙ୍କ ଚତୁରତା ଗୁଣ ଏବଂ ଗନ୍ଧ ଶୁଙ୍ଘିବାର ଶକ୍ତି ଏତେ ପ୍ରଖର ଯେ ସେମାନେ ସହଜରେ ସନ୍ଦିଗ୍ଧକୁ ଚିହ୍ନଟ…

କେବେ ଶେଷ ହେବ ଋଷ-ୟୁକ୍ରେନ୍ ଯୁଦ୍ଧ ? ଆମେରିକା କହିଲା-‘ମୋଦୀ କହିଲେ ପୁଟିନ୍ ବୁଝିଯିବେ’

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଗତ ଏକ ବର୍ଷ ହେବ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଆମେରିକା କହିଛି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୁଦ୍ଧକୁ ଶେଷ କରିବାରେ ବଡ଼ ଭୁମିକା ନିର୍ବାହ…

ଦେବାଳିଆ ହେଇପଡ଼ିଲାଣି ପାକିସ୍ତାନ, ଭୋକରେ ଡହଳବିକଳ ହେଉଛନ୍ତି ଲୋକ, ବିଦ୍ୟୁତ୍ ଏବଂ ଶିକ୍ଷା ଏବେ ସାତସପନ

ନୂଆଦିଲ୍ଲୀ: ପାକିସ୍ତାନ ବର୍ତ୍ତମାନ ସବୁଠାରୁ ବଡ ସଙ୍କଟ ଦେଇ ଗତି କରୁଛି। ପାକିସ୍ତାନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଏବଂ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ପାକିସ୍ତାନର ସାଧାରଣ ଲୋକମାନେ ରାସ୍ତାରେ ଆସି…