fbpx
Browsing Category

ବିଦେଶ

କ୍ୱାଡ ସମ୍ମିଳନୀରେ ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ୍, ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ କହିଲେ ଏମିତି…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଟୋକିଓରେ ଆୟୋଜିତ କ୍ୱାଡ ବୈଠକରେ ସାମିଲ ହୋଇଛନ୍ତି । ଏହି ସମ୍ମିଳନୀରେ ବାଇଡେନ ପୁଟିନଙ୍କ ଉପରେ ବର୍ଷିଛନ୍ତି । ସେ ଋଷ-ୟୁକ୍ରେନ ଯୁଦ୍ଧର ବୈଶ୍ୱିକ କାରଣ କହିବା ସହ…

ଏଣିକି ଅଫିସରେ ୪ ଦିନ କାମ ଓ ୨ ଦିନ ଲକଡାଉନ୍: ପେଟ୍ରୋଲ-ଡିଜେଲ ବଞ୍ଚାଇବାକୁ ପାକିସ୍ତାନର ନୂଆ ପ୍ଲାନ୍

ଇସଲାମବାଦ: ଗତ ଏକ ବର୍ଷ ଧରି ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ହ୍ରାସ ପାଇବା ପରିବର୍ତ୍ତେ ଆହୁରି ବଢ଼ିଚାଲିଛି । ପେଟ୍ରୋଲ-ଡିଜେଲର ବଢ଼ୁଥିବା ଦାମ୍ ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ଅନେକ…

କ୍ୱାଡ୍ ବୈଠକରେ ସାମିଲ ହେଲେ ମୋଦୀ: ବାଇଡେନ ଉଠାଇଲେ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ଆମନ୍ତ୍ରରଣରେ ଦୁଇ ଦିନିଆ କ୍ୱାଡ ସମ୍ମିଳନୀରେ ଯୋଗଦେବାକୁ ଜାପାନ ପହଞ୍ଚିଛନ୍ତି । ଆଜି ମଙ୍ଗଳବାର ପ୍ରଧାନମନ୍ତ୍ରୀ କ୍ୱାଡ ସମ୍ମିଳନୀରେ…

ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ଘୋଷଣା କଲା Time Magazine: ଭାରତରୁ ସ୍ଥାନ ପାଇଲେ ଅଦାନୀ

ନୂଆଦିଲ୍ଲୀ: ଟାଇମ ମାଗାଜିନ ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିର ତାଲିକା ଘୋଷଣା କରାଯାଇଛି । ଭାରତୀୟ ଉଦ୍ୟୋଗଗତି ଗୌତମ ଅଦାନୀ ଏଥିରେ ସ୍ଥାନ ପାଇଛନ୍ତି । ଏଥିସହିତ ଆମେରିକା ରାଷ୍ଟ୍ରପତି ଜୋ…

ହିନ୍ଦୀ କହିବା କେଉଁଠୁ ଶିଖିଲ? ଛୋଟ ପିଲାର ହିନ୍ଦୀ ଶୁଣି ଖୁସି ହୋଇଗଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନ ପହଞ୍ଚିଛନ୍ତି । ଟୋକିଓ ପହଞ୍ଚିବା ପରେ ଏକ ହୋଟେଲରେ ପ୍ରବାସୀ ଭାରତୀୟଙ୍କ ସହ ଜାପାନ ନାଗରିକ ମଧ୍ୟ ତାଙ୍କର ସ୍ୱାଗତ କରିଥିଲେ । ଏହାରି…

ବଦଳୁଛି ପାଣିପାଗ, ସନ୍ତୁଳନ ହରାଉଛି ପରିବେଶ: ବାହାରୁଛି ନୂଆ ନୂଆ ରୋଗ, ଶକ୍ତିହୀନ ହେଉଛି ମଣିଷ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ବଦଳୁଥିବା ପାଣିପାଗ ସମସ୍ତଙ୍କ ପାଇଁ ଏକରକମ କାଳ ହୋଇଛି ବୋଲି କୁହାଯାଇପାରେ । ବିପୁଳ ପରିମାଣର ବୃକ୍ଷ ଚ୍ଛେଦନ,…

ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଆସନ୍ତାକାଲି କ୍ୱାଡ ବୈଠକରେ ହେବେ ସାମିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୱାଡ ବୈଠକରେ ସାମିଲ ହେବା ପାଇଁ ଟୋକିଓ ପହଞ୍ଚଛନ୍ତି । ଜାପାନର ରାଜଧାନୀ ରେ ଭାରତୀୟ ସମୁଦାୟ ଲୋକମାନେ ତାଙ୍କର ଜୋରଦାର ସ୍ୱାଗତ କରିଥିଲେ । ଅନେକ ଛୋଟ ପିଲା ମଧ୍ୟ ଏହି…

ଶେଷ ହେଉଛି ମହିଳାଙ୍କ ଅଧିକାର, ତାଲିବାନ ଆଦେଶ ପରେ ବୁର୍ଖା ପିନ୍ଧି ଖବର ପଢିଲେ ଆଙ୍କର୍

ନୁଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଶାସକ ନିଜର କଠୋରତା ବୃଦ୍ଧି କରୁଛନ୍ତି । ରବିବାର ତାଲିବାନ ଏହାର ଆଦେଶ ଲାଗୁ କରି ଦେଇଛି, ଯେଉଁଥିରେ କୁହାଯାଇଥିଲା ଯେ, ସମସ୍ତ ମହିଳା ଆଙ୍କର ଖବର ପଢିବା ସମୟରେ ଚେହେରା…

୩୦ ବର୍ଷ ପରେ ଏହି ଦେଶରୁ ଚିହ୍ନଟ ହେଲା ଘାତକ ପୋଲିଓ ଭାଇରସ୍, ଜାଣନ୍ତୁ ଏହା କିପରି ମଣିଷ ଶରୀରକୁ ବ୍ୟାପିଥାଏ

ନୂଆଦିଲ୍ଲୀ: ପୋଲିସ ଭାଇରସ୍ ହେଉଛି ଏକ ଘାତକ ଭାଇରସ । ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିର ସଂସ୍ପର୍ଶରେ ଆସିଲେ ଏହି ସଂକ୍ରମଣ ବ୍ୟାପିଥାଏ । ଜଣେ ବ୍ୟକ୍ତିର ଗଳା ଓ ଅନ୍ତନଳୀରେ ଏହି ଭାଇରସ୍ ବାସ କରିଥାଏ । ଏହା ପାଟି…

ଏଣିକି ଅନ୍ୟ ଗ୍ରହମାନଙ୍କରେ ମଧ୍ୟ ମଣିଷ ଜୀବନଯାପନ କରିପାରିବ, ମାତ୍ର ଏହା କେବେ ସମ୍ଭବ ହେବ: କ’ଣ କହୁଛି ବୈଜ୍ଞାନିକଙ୍କ ରିସର୍ଚ୍ଚ ରିପୋର୍ଟ

ନୂଆଦିଲ୍ଲୀ: ଆଜିର ବିଜ୍ଞାନ ଯେତେ ଅଗ୍ରଗତି କରିଥିଲେ ହେଁ ଅନେକ କ୍ଷେତ୍ରରେ ଆମେ ଏବେ ବି ପଛରେ ରହିଛେ । ଦଶନ୍ଧି ଦଶନ୍ଧି ପୂର୍ବରୁ ଚନ୍ଦ୍ର, ମଙ୍ଗଳରେ ମଣିଷର ଜୀବନଯାପନ ନେଇ କୁହାଯାଉଥିଲେ ମଧ୍ୟ ତାହା ବର୍ତ୍ତମାନ…