
Browsing Category
ବିଦେଶ
ହୃଦୟବିଦାରକ ଦୃଶ୍ୟ, ପର୍ଯ୍ୟଟକଙ୍କ ସାମ୍ନାରେ କେୟାରଟେକରଙ୍କୁ ଝୁଣି ଖାଇଗଲେ ସିଂହ
ଓଡିଶାଭାସ୍କର: ବନ୍ୟ ପ୍ରାଣୀମାନଙ୍କୁ ବିଶ୍ୱାସ କରିବା ମୁର୍ଖତାର ପରିଚୟ। ସେମାନେ କେତେବେଳେ ନିଜର କ୍ରୋଧ ହରାଇ ଆକ୍ରମଣ କରିବେ ତାହା କହିବା କଷ୍ଟକର। ବିଶେଷକରି ସିଂହମାନଙ୍କ ପ୍ରତି ଅଧିକ ସତର୍କ ରହିବା ଆବଶ୍ୟକ।…
ଭାରତ ସୀମାରେ ହାଇଆଲର୍ଟ; ନେପାଳ ଜେଲରୁ ଚମ୍ପଟ ମାରିଲେ ୭ ହଜାର କଏଦୀ, ସିଲ ହେଲା ଭାରତ-ନେପାଳ ବର୍ଡର
କାଠମାଣ୍ଡୁ: ନେପାଳରେ ଲାଗି ରହିଥିବା ହିଂସା ଭିତରେ ଜେଲରୁ ୭ ହଜାର କଏଦୀ ଫେରାର ହୋଇଯାଇଛନ୍ତି । ଏହି କଏଦୀମାନେ ନେପାଳ ସମେତ ଭାରତ ପାଇଁ ବଡ଼ ବିପଦ ବୋଲି କୁହାଯାଉଛି । ଏହି ଘଟଣାକୁ ଦୃଷ୍ଟିରେ ରଖି ସିଲ ହେଲା…
ଆଗାମୀ ୩ ମାସରେ ଭୟଙ୍କର ଯୁଦ୍ଧ! ଏହି ନେତାଙ୍କ କଥାରେ ଉଠ୍-ବସ୍ ହେବ ସାରା ବିଶ୍ୱ, ଜାଣନ୍ତୁ କ’ଣ କହୁଛି ନୋଷ୍ଟ୍ରାଡାମସଙ୍କ…
ଓଡିଶା ଭାସ୍କର: ବାବା ଭେଙ୍ଗା ଏବଂ ନୋଷ୍ଟ୍ରାଡାମସ୍ ଏପରି ଦୁଇ ଭବିଷ୍ୟବକ୍ତାଙ୍କ ନାମ ଯେଉଁମାନେ ପୂର୍ବରୁ ଅନେକ ବିଶ୍ୱସ୍ତରୀୟ ଘଟଣା ବିଷୟରେ କହିଥିଲେ। ଏହି ସମୟ ମଧ୍ୟରେ, ବାବା ଭେଙ୍ଗା 2025 ମସିହାର ପରବର୍ତ୍ତୀ…
ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗୁଳି କରି ହତ୍ୟା: ଥରିଲାଣି ଟ୍ରମ୍ପଙ୍କ ଛାତି; ଆମେରିକାରେ ରାଷ୍ଟ୍ରୀୟ ଶୋକ,ହ୍ୱାଇଟ୍ ହାଉସରେ ବ୍ୟାପକ…
ୱାଶିଂଟନ: ଗୁରୁବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଏବଂ ଜଣେ ଦକ୍ଷିଣପନ୍ଥୀ କର୍ମୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସେ ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟ…
(Viral Video )ଦେଖନ୍ତୁ କିଭଳି ହେଲିକପ୍ଟର ରଶିରେ ଝୁଲି ଚମ୍ପଟ ମାରୁଛନ୍ତି ନେପାଳୀ ମନ୍ତ୍ରୀ ! ଭିଡ଼ିଓ ହେଲା ଭାଇରଲ…
କାଠମାଣ୍ଡୁ : ନେପାଳରୁ ଏକ ବିବ୍ରତକର ଦୃଶ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଜେନ-ଜିଙ୍କ ହିଂସାତ୍ମକ ପ୍ରତିବାଦ ମଧ୍ୟରେ ଲୋକଙ୍କୁ ବିମାନରେ ଉଡ଼ାଣ ଭରିବା ସମୟର ଦୃଶ୍ୟ ଦେଖିବାକୁ ମିଳିଛି । ଏଥିରେ କିଛି ଲୋକ ଏକ…
ନେପାଳରେ ବିଦ୍ରୋହ ପରେ ବଡ଼ ଖବର, ସୁଶୀଳା କାର୍କି ହେବେ ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ!
ନେପାଳ: ନେପାଳରେ ବିଦ୍ରୋହ ପରେ କ୍ଷମତା ଏବେ ସେନା ହାତରେ ଅଛି। ଦେଶରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ବିଷୟରେ ବହୁତ ଆଲୋଚନା ହେଉଛି।
ଏହାସହ ସବୁଠାରୁ ବଡ଼ କତା ହେଉଛି ଯେ ସୂତ୍ର ଅନୁଯାୟୀ, ପ୍ରତିବାଦକାରୀ…
ମୋଦୀଙ୍କୁ ଆସିଲା ମେଲୋନିଙ୍କ ଫୋନ୍ କଲ ; ଏଥର ନିଶ୍ଚିତ ହେବ ସମାଧାନ !
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୧୦ ତାରିଖରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ଉଭୟ ନେତା ୟୁକ୍ରେନ ଯୁଦ୍ଧର ସମାଧାନ ଖୋଜିବା ପାଇଁ ସହମତ ହୋଇଛନ୍ତି। ଏହା…
ଲଭ୍ ଷ୍ଟୋରୀ ପଢ଼ି ପଢ଼ି ସୁନ୍ଦରୀ ସବିନାଙ୍କ ‘ଶିକାର’ ହୋଇଥିଲେ ନେପାଳର ଚର୍ଚ୍ଚିତ ରାଜନେତା, ସିନେମା ବି ଏ ପ୍ରେମ ଆଗରେ…
ଓଡ଼ିଶା ଭାସ୍କର: ଶବ୍ଦରୁ ବି ପ୍ରେମ ପ୍ରସ୍ଫୁଟିତ ହୋଇପାରେ । କବିତା ବି ପ୍ରେମିକ କିମ୍ୱା ପ୍ରେମିକା ସହ ଯୋଡ଼ି ଦେଇପାରେ । କଳ୍ପନା ରାଇଜରେ ଘୂରିବୁଲୁଥିବା ମଣିଷ କବିତା ପଢ଼ି ବାସ୍ତବରେ ଜୀବନ ସାଥିଟିଏ ପାଇପାରେ।…
ଜାଣିଛନ୍ତି! ଭାରତର 1000 ଟଙ୍କା ନେପାଳରେ କେତେ ହେବ? ହୋଶ୍ ଉଡ଼ାଇଦେବେ ଏ ସତ…
ଓଡ଼ିଶା ଭାସ୍କର: ନେପାଳ ଭାରତର ଏକ ପଡ଼ୋଶୀ ଦେଶ ଏବଂ ଉଭୟଙ୍କ ମଧ୍ୟରେ ଏକ ଖୋଲା ସୀମା ଅଛି। ଯେକୌଣସି ଭାରତୀୟ ଭିସା କିମ୍ବା ପାସପୋର୍ଟ ବିନା ନେପାଳ ଯାଇପାରିବେ। ନେପାଳରେ ଅନେକ ଛୋଟ ଏବଂ ବଡ଼ ପର୍ଯ୍ୟଟନ ସ୍ଥାନ ଅଛି।…
ଗୋଟେ ଦେଶରୁ ଆଉ ଗୋଟେ ଦେଶକୁ ବ୍ୟାପୁଛି ହିଂସା, ନେପାଳ ପରେ ଏବେ ଫ୍ରାନ୍ସରେ ବିଦ୍ରୋହ
ଫ୍ରାନ୍ସ: ଦେଶ ପରେ ଦେଶ ବ୍ୟାପିବାରେ ଲାଗିଛି ହିଂସା। ନେପାଳରେ ହୋଇଥିବା ସାମ୍ପ୍ରତିକ ପ୍ରତିବାଦ ପରେ ଏବେ ଫ୍ରାନ୍ସର ରାସ୍ତାରେ ମଧ୍ୟ କ୍ରୋଧର ନିଆଁ ଜଳିବାରେ ଲାଗିଛି।
ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ…