Browsing Category
ବିଦେଶ
ମିଳିତ ଜାତିସଂଘରେ ରୁଷ ପ୍ରସ୍ତାବ ବହୁମତରେ ଗୃହୀତ, ସପକ୍ଷରେ ଭୋଟ୍ ଦେଲା ଭାରତ, ବିରୋଧ କଲେ ୫୨ ଦେଶ
ନୂଆଦିଲ୍ଲୀ: ମିଳିତ ଜାତିସଂଘର ମହାସଭାରେ ରୁଷର ପ୍ରସ୍ତାବ ଉପରେ ମତଦାନ ହୋଇଛି। ଏଥିରେ ଭାରତ ରୁଷ ସମର୍ଥନରେ ଭୋଟିଂ କରିଛନ୍ତି। ‘ନାଜିବାଦୀଙ୍କ ମହିମାମଣ୍ଡନର ମୁକାବିଲା’ ରୁଷର ଏହି ପ୍ରସ୍ତାବ ବହୁମତ ସହ ଗୃହୀତ…
ଦକ୍ଷିଣ ଆଫ୍ରିକାର ପରାଜୟ ପରେ ଯଦି ସଚିନଙ୍କ ଟ୍ଵିଟ୍ ଦେଖି ନାହାନ୍ତି ତ, ଆଉ କଣ ଦେଖିଛନ୍ତି, ଏମିତି ଟ୍ରୋଲିଂ ଦେଖିନଥିବେ…
ନୂଆଦିଲ୍ଲୀ: ଆଇସିସି ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକା ଦଳକୁ ଚୋକର୍ସ କୁହାଯାଏ। ବଡ ବଡ ଟୁର୍ଣ୍ଣାମେଣ୍ଟରେ ଦମଦାର ଆରମ୍ଭ କରିବା ପରେ ଦକ୍ଷିଣ ଆଫ୍ରିକା ଦଳ ବାଦ୍ ପଡିବା କୌଣସି ନୂଆ କଥା ନୁହେଁ। ମାତ୍ର ଚଳିତ…
Sugar Export: ସରକାରଙ୍କ ବଡ଼ ଘୋଷଣା; ଚଳିତ ବର୍ଷ ଦେଶରୁ ଏତିକି ଚିନି କରାଯିବ ରପ୍ତାନୀ, ଜାଣନ୍ତୁ କାହାକୁ ମିଳିବ ଫାଇଦା
ନୂଆଦିଲ୍ଲୀ: ଆଖୁ ଚାଷୀଙ୍କ ପାଇଁ ଖୁସିର ଖବର। ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ଚିନି ରପ୍ତାନୀ କୋଟା ସ୍ଥିର କରିଛନ୍ତି। ବଜାରର ଆଶା ମୁତାବକ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୬୦ ଲକ୍ଷ ଟନ ଚିନି ରପ୍ତାନୀ…
୧୮ ବର୍ଷ ଛାତ୍ରୀଙ୍କ ପ୍ରେମରେ ପଡିଲେ ଶିକ୍ଷକ, ପ୍ରେମ ପାଇଁ ଚାଲି ଗଲା ଚାକିରୀ
ଜଣେ ଶିକ୍ଷକ ତାଙ୍କ ଛାତ୍ରୀଙ୍କୁ ଭଲ ପାଉଥିଲେ। ସେ ଛାତ୍ରୀ ଜଣଙ୍କ ପାଇଁ ନିଜ ପତ୍ନୀ ଏବଂ ପିଲାମାନଙ୍କୁ ଛାଡି ଘରୁ ଅଲଗା ମଧ୍ୟ ହୋଇଗଲେ। ପ୍ରେମ ଏତେ ଆଗକୁ ବଢ଼ିଲା ଯେ ଶିକ୍ଷକ ଛାତ୍ରୀଙ୍କୁ ବିବାହ ମଧ୍ୟ କରିଥିଲେ।…
ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦନୁଷ୍କା ଗୁଣଥିଲକାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ, ଗିରଫ କଲା ସିଡନୀ ପୋଲିସ
ନୁଆଦିଲ୍ଲୀ: ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦନୁଷ୍କା ଗୁଣଥିଲକା ଅଷ୍ଟ୍ରେଲିଆରେ ଗିରଫ। ଦୁଷ୍କର୍ମ ଅଭିଯୋଗରେ ନଭେମ୍ବର ୪ ତାରିଖରେ ତାଙ୍କୁ ଗିରଫ କରିଛି ସିଡନୀ ପୋଲିସ। ଜାଣିବାକୁ ମିଳିଛି ଯେ ନଭେମ୍ବର ୨ ରେ ଜଣେ…
ଅଲଗା ହୋଇଯିବେ ଷ୍ଟାର ଦମ୍ପତି ସାନିଆ-ଶୋଏବ! ପାକିସ୍ତାନୀ ମିଡ଼ିଆରେ ଜୋରଦାର ଚର୍ଚ୍ଚା
ନୂଆଦିଲ୍ଲୀ: ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସାନିଆ-ଶୋଏବଙ୍କୁ ନେଇ ପାକିସ୍ତାନୀ ମିଡ଼ିଆରେ ଏକ ବଡ଼ଧରଣର ଚର୍ଚ୍ଚା ହେଉଛି । ଗତ ୨୦୧୦ରେ…
ଏଲନ ମସ୍କଙ୍କ ଉପରେ କ୍ଷୁବ୍ଧ ବାଇଡେନ୍, କହିଲେ- ସାରା ଦୁନିଆରେ ମିଛ ଓଗାଳିଥାଏ ଟ୍ଵିଟର
ନୂଆଦିଲ୍ଲୀ: ଟୁଇଟର କିଣି ଥିବା ଟେସଲାର ସିଇଓ ଏଲନ ମସ୍କଙ୍କ ଉପରେ ବର୍ଷିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ମସ୍କଙ୍କ ଟୁଇଟର କିଣିବା ନିଷ୍ପତ୍ତିକୁ ସମାଲୋଚନା କରି ବାଇଡେନ୍ କହିଛନ୍ତି, ଦୁନିଆର ସବୁଠୁ ଧନୀ…
Facebook ବନା ଦି ଯୋଡ଼ି ,୨୮ ବର୍ଷୀୟ ଯୁବକଙ୍କୁ ନିଜର ଜୀବନସାଥୀ କରିଲେ ୮୩ ବର୍ଷୀୟା ମହିଳା
ପ୍ରତ୍ୟେକ ଲୋକ ପ୍ରେମରେ ପଡନ୍ତି । କିଛି କିଛି ପ୍ରେମ କାହାଣୀ ଏଭଳି ଅଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ମଣିଷ କେଉଁ ସମୟରେ କାହାକୁ ଆଉ କିପରି ହୃଦୟ ଦେଇ ବସେ ତାହା ସେ ନିଜେ ମଧ୍ୟ ଜାଣି ନଥାଏ ।…
Blue Whale ଲୋପ ପାଇବ! ବିଶ୍ୱର ସବୁଠାରୁ ବଡ଼ ମାଛକୁ ନେଇ ବୈଜ୍ଞାନିକଙ୍କ ଭୟଙ୍କର ଚେତାବନୀ
ନୂଆଦିଲ୍ଲୀ: ବ୍ଲୁ ହ୍ୱେଲ ବିଶ୍ୱର ସବୁଠାରୁ ବଡ଼ ମାଛ । ତେବେ ବ୍ଲୁ ହ୍ୱେଲକୁ ନେଇ ଆସିଛି ଏକ ଭୟଙ୍କର ସୂଚନା । ଏହି ମାଛକୁ ନେଇ ରିସର୍ଚ୍ଚରୁ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ଏନେଇ ବୈଜ୍ଞାନିକମାନେ ଚିନ୍ତାପ୍ରକଟ…
Video: ମେଡିକାଲରୁ ଇମ୍ରାନ୍ ଖାନ୍ଙ୍କ ସାମ୍ବାଦୀକ ସମ୍ମିଳନୀ: କହିଲେ- ‘ମୋତେ ଆକ୍ରମଣ କରାଯିବ ପୂର୍ବରୁ ଜଣା ପଡିଥିଲା’
ନୁଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ବଡ଼ ଖୁଲାସା କରିଛନ୍ତି । ଗୁଳିମାଡ଼ ପରେ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଇମ୍ରାନ୍ ଆକ୍ରମଣ ପରେ ମୁହଁ ଖୋଲିଛନ୍ତି…