Browsing Category
ବିଦେଶ
ପୁରୁଷ ସମ୍ପର୍କୀୟଙ୍କ ବିନା ଲମ୍ବା ଯାତ୍ରା କରିପାରିବେନି ମହିଳା: ଅଫଗାନଙ୍କ ପାଇଁ ତାଲିବାନୀଙ୍କ କଡ଼ା ନିୟମ
ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ମାନଙ୍କ ଲେଉଟାଣି ପରେ ମହିଳାଙ୍କ ମାନବାଧିକାରର ଉଲଂଘନ ଘଟଣା ସାମନାକୁ ଆସିଛି । ଛାତ୍ରୀ ମାନଙ୍କୁ ସ୍କୁଲ ଯିବା ଠାରୁ ଆରମ୍ଭ କରି ମହିଳାଙ୍କ ଘରୁ ଗୋଡ କାଢ଼ିବା ପର୍ଯ୍ୟନ୍ତ…
ଗୋଟିଏ ଦିନରେ ୪୦ଟି ସିଗାରେଟ୍ ପିଉଛି ୨ ବର୍ଷର ପିଲା, ଥଟ୍ଟାରୁ ପାଲଟିଥିଲା ଚେନ୍ ସ୍ମୋକର୍
ନୂଆଦିଲ୍ଲୀ: କେବେ ଆପଣ ଦୁଇବର୍ଷର ପିଲାକୁ ସିଗାରେଟ୍ ଟାଣିବାର ଦେଖିଛନ୍ତି କି? ଦେଖିବା ତ ଦୂରର କଥା ଏ କଥା କେବେ ଆପଣଙ୍କ ଭାବନାକୁ ହିଁ ଆସିନଥିବ । ଏହି ସମୟରେ ସୋସିଆଲ ମିଡିଆରେ ଏଭଳି କିଛି ଖବର ଆସିଯାଏ ଯାହା…
ବିମାନ ସେବା ଶିଳ୍ପ ଉପରେ ଓମିକ୍ରନ୍ ପ୍ରଭାବ: ୫୭୦୦ ବିମାନ ଉଡ଼ାଣ ବାତିଲ, ଯାତ୍ରୀ ହନ୍ତସନ୍ତ
ନୂଆଦିଲ୍ଲୀ: ଓମିକ୍ରନ ପାଇଁ ବିମାନ ସେବା ଶିଳ୍ପ ଉପରେ ବଡ଼ଧରଣର ପ୍ରଭାବ ପଡ଼ିଛି । ଖ୍ରୀଷ୍ଟମାସ ଦିନ ସପ୍ତାହାନ୍ତରେ ବିଶ୍ୱରରେ ୫୭୦୦ ବିମାନ ବାତିଲ ହୋଇଥିବାବେଳେ ହଜାର ହଜାର ବିମାନ ଚଳାଚଳ ବିଳମ୍ବ ହୋଇଛି । ଏଥିପାଇଁ…
ଚାଲିଗଲେ ନୋବେଲ ଶାନ୍ତି ବିଜେତା ଡେସମଣ୍ଡ ଟୁଟୁ, ମୃତ୍ୟୁ ବେଳକୁ ହୋଇଥିଲା ୯୦ ବର୍ଷ
ଜୋହାନ୍ସବର୍ଗ: ଆଉ ନାହାନ୍ତି ନୋବେଲ ଶାନ୍ତି ବିଜେତା ତଥା ମହାନ ସାମାଜିକ କର୍ମୀ ଡେସମଣ୍ଡ ଟୁଟୁ । ରବିବାର ଦିନ ଦକ୍ଷିଣ ଆଫ୍ରିକାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ…
ଡଲାର ବର୍ତ୍ତମାନ ମୃତ, BITCOIN ହେଉଛି ବିଶ୍ୱ ଅର୍ଥନୀତିର ଭବିଷ୍ୟତ: ଜାଣନ୍ତୁ କାହିଁକି ଏମିତି କହିଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: କ୍ରିପ୍ଟୋକରେନ୍ସିକୁ ନେଇ ଯୁବପିଢିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଏପରିକି ବିଭିନ୍ନ ବିଶେଷଜ୍ଞ ଏହାର ବ୍ୟବହାରକୁ ବିରୋଧ କରୁଥିଲେ ହେଁ ଏହାର ବ୍ୟବହାର କମୁନାହିଁ । ଏପରି ପରସ୍ଥିତିରେ ଗୋଟିଏ ଦେଶ…
ଆଜି ପ୍ରଥମ ଟେଷ୍ଟ ମ୍ୟାଚ୍: ବକ୍ସିଂ ଡେ’ରେ ମୁହାଁ ମୁହିଁ ହେବେ ଭାରତ- ଦକ୍ଷିଣ ଆଫ୍ରିକା
ସେଞ୍ଚୁରିୟନ : ଆଜିଠୁ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ । ବକ୍ସିଂ ଡେ’ରେ ମୁହାଁ ମୁହିଁ ହେବେ ଉଭୟ ଦଳ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡ୍ରେ ହରାଇ ସାରିବା ପରେ…
ଜାନୁଅ।ରୀରେ ଭାରତ ଗସ୍ତରେ ଆସିବେ ନେପାଳ ପିଏମ୍ ଦେଉବା, ମୋଦୀଙ୍କ ସହ ହେବ ଆଲୋଚନା
ନୂଆଦିଲ୍ଲୀ: ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ୧୦ ଜାନୁଆରୀରେ ଭାରତ ଗସ୍ତରେ ଆସୁଛନ୍ତି । ଏନେଇ ନେପାଳ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ । ଏହା ପୂର୍ବରୁ ଅକ୍ଟୋବର ୨୦୨୦ରେ ସିଓପି୨୬ ରେ ଭାଗ ନେବା…
ସମୁଦ୍ରର ଏପରି ଏକ ରହସ୍ୟମୟୀ ସ୍ଥାନ, ଯେଉଁଠାରେ କେହି ଚାହିଁଲେ ବି ବୁଡ଼ିପାରନ୍ତି ନାହିଁ
ସମୁଦ୍ରରେ ମଜା କରିବା ପାଇଁ ସମସ୍ତଙ୍କୁ ଭଲ ଲାଗିଥାଏ । ଯଦି ଆପଣଙ୍କ ପହଁରିବା ଆସିନଥାଏ, ତେବେ ଆପଣ ଏହା ବିଷୟରେ ଭାବି ବି ପାରନ୍ତି ନାହିଁ । କିନ୍ତୁ ଏପରି ଏକ ସମୁଦ୍ର ରହିଛି, ଯେଉଁଠାରେ ପହଁରା ଜାଣିନଥିବା ଲୋକେ…
ଏକ ଦଶନ୍ଧି ପରେ ଲଞ୍ଚ ହେବ ‘ଜେମସ ୱେବ୍’: ସୂର୍ଯ୍ୟଙ୍କୁ ପରିକ୍ରମା ସହିତ ଅନ୍ତରୀକ୍ଷରେ ଏଲିୟନ ଖୋଜିବ
ନୂଆଦିଲ୍ଳୀ: ଦୀର୍ଘ ଏକ ଦଶନ୍ଧି ବିଳମ୍ବରେ ଅନ୍ତରୀକ୍ଷକୁ ଉତକ୍ଷେପଣ କରାଯିବ ବିଶ୍ୱର ସର୍ବବୃହତ ଟେଲିସ୍କୋପ ଜେମସ ୱେବ୍ । ଶନିବାର ଦିନ ୧୨.୨୦ ମିନିଟରେ ଏହି ଟେଲିସ୍କୋପର ଉତ୍କ୍ଷେପଣ କରାଯିବ । ପ୍ରାୟ ୧୦ ବର୍ଷ…
ବିପଦଜନକ ନିଶାଦ୍ରବ୍ୟ କବଳରେ ପାକିସ୍ତାନୀ, ଜାଣିଲେ ଉଡ଼ିଯିବ ହୋସ୍
ଇସଲାମାବାଦ୍: ଆର୍ଥିକ ସ୍ଥରରେ ଦୂର୍ବଳ ପାକିସ୍ତାନର ଲୋକମାନେ ଏବେ ଏପରି ଏକ ନିଶା ଦ୍ରବ୍ୟ କବଳକୁ ଯାଉଛନ୍ତି ଯାହା ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଦେଶର ଅନେକ ସଂଖ୍ୟାରେ ଲୋକ ଏବେ ଏହି ନିଶାକୁ ପାଗଳ ପ୍ରାୟ ସେବନ…