Browsing Category

ବିଦେଶ

ଏଣିକି ମଣିଷର ମସ୍ତିଷ୍କକୁ ନିୟନ୍ତ୍ରଣ କରିବା ସମ୍ଭବ, ନ୍ୟୁରୋସାଇଣ୍ଟିଷ୍ଟମାନେ ବିକଶିତ କଲେ ଅଦ୍ଭୂତ ଟେକ୍ନୋଲୋଜି

ନୂଆଦିଲ୍ଲୀ: ମଣିଷର ମସ୍ତିଷ୍କକୁ ନେଇ ଅନେକ ସମୟରେ ନୂଆ ନୂଆ ଗବେଷଣାତ୍ମକ ତଥ୍ୟ ଲୋକଲୋଚନାକୁ ଆସିଥାଏ । ତେବେ ନିକଟରେ ବୈଜ୍ଞାନିକମାନେ ଏକ ନୂଆ ଟେକ୍ନୋଲୋଜିର ସନ୍ଧାନ କରିଛନ୍ତି । ଏହି ଟେକ୍ନୋଲୋଜି ଇନଫ୍ରାରେଡ୍…

ମଙ୍ଗଳ ଗ୍ରହରୁ ମିଳିଲା ଦୁଇ ହାତ ଆକୃତିର ଏକ ବିଚିତ୍ର ଫଟୋ, ଏପରି ଜୀବ କ’ଣ ଏବେ ବି ବଞ୍ଚିଛନ୍ତି

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରୁ ଏକ ବିଚିତ୍ର ଫଟୋ ମିଳିଛି । ନାସାର ରୋଭର କ୍ୟୁରିୟୋସିଟି ପକ୍ଷରୁ ଏପରି ଏକ ଅଦ୍ଭୂତ ପଥର ଖଣ୍ଡକୁ ଠାବ କରାଯାଇଛି । ଦୀର୍ଘ ସମୟ ଧରି ଏନେଇ ରିସର୍ଚ୍ଚ କାର୍ଯ୍ୟ ଜାରି ରହିଥିବା ବେଳେ ଏହି…

‘ସବୁ ଧର୍ମର ସମ୍ମାନ’, ମିଳିତ ଜାତିସଂଘ ପର୍ଯ୍ୟନ୍ତ ପହଞ୍ଚିଲା ପୈଗମ୍ବର ମହମ୍ମଦ ବିବାଦ

ନୂଆଦିଲ୍ଲୀ: ପୈଗମ୍ବର ମହମ୍ମଦଙ୍କ ବିରୋଧରେ ବିଜେପି ମୁଖପାତ୍ରଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ଅନେକ ମୁସଲିମ ଦେଶ କଡା ଆପତ୍ତି ପ୍ରକାଶ କରିଛନ୍ତି। ଏହି ମାମଲା ବର୍ତ୍ତମାନ ମିଳିତ ଜାତିସଂଘରେ ଯାଇ ପହଞ୍ଚିଛି। ମିଳିତ…

ବୋରିସଙ୍କ ହାତରୁ ଯିବନି ପ୍ରଧାନମନ୍ତ୍ରୀ ପଦ, ୨୧୧ ଭୋଟ୍ ସହ ଜିତିଲେ ଅନାସ୍ଥା ପ୍ରସ୍ତାବ

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପ୍ରଧାନମନ୍ତ୍ରୀ ପଦରୁ ହଟିବା ନେଇ ହେଉଥିବା ଆଶଙ୍କା ଏବେ ଦୂର ହୋଇଛି । ୨୧୧ ସାଂସଦଙ୍କ ଭୋଟ୍ ସହିତ ବିଶ୍ୱାସ ଭୋଟ୍ ଜିତିଛନ୍ତି ବୋରିସ୍ ଜନସନ । ଏହି ବିଜୟ ସହ କନର୍ଜଭେଟିଭ…

ଚିନ୍ତା ବଢ଼ାଉଛି ମଙ୍କିପକ୍ସ: ଏହା ଯୌନଗତ ରୋଗ କି? ଜାଣନ୍ତୁ କ’ଣ କହିଲା WHO

ନୂଆଦିଲ୍ଲୀ: କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ନୂଆ ନୂଆ ଭାଇରସ୍ ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ସାରା ବିଶ୍ୱରେ ମଙ୍କିପକ୍ସ ପୁଣି ଆତଙ୍କ ସୃଷ୍ଟି କରିବାରେ ଲାଗିଛି । ବିଶ୍ୱର ୩୦ଟି ଦେଶରେ ଏହି ଭାଇରସ୍…

ବଢ଼ୁଛି ବୋରିସଙ୍କ ପାଇଁ ଅଡ଼ୁଆ, ହାତରୁ ଯାଇପାରେ ପ୍ରଧାନମନ୍ତ୍ରୀ ପଦ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ହାତରୁ ପ୍ରଧାନମନ୍ତ୍ରୀ ପଦ ଯିବା ନେଇ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି । ଏବେ ସେ ପ୍ରଧାନମନ୍ତ୍ରୀ ପଦରେ ରହିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ସୂଚନା ଅନୂଯାୟୀ…

କେବେ ଓ କିପରି ଗିରଫ ହେବେ ଇମରାନ୍ ଖାନ୍ ? ପାକିସ୍ତାନର ଗୃହମନ୍ତ୍ରୀ ଦେଲେ ସୂଚନା

ଇସଲାମାବାଦ: ପାକିସ୍ତାନ ରାଜନୀତିର ଅଶାନ୍ତି ଶେଷ ହେବାର ନାଁ ନେଉନାହିଁ । କ୍ଷମତାରୁ ବାହାରିବା ପରେ ଶାହାବାଜ ସରିଫଙ୍କ ନୂଆ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଛନ୍ତି ଇମରାନ୍ ଖାନ୍ । ଏହା ସହ ସେ ଲଗାତାର…

ପ୍ରାର୍ଥନା ସମୟରେ ଚର୍ଚ୍ଚରେ ଆଖିବୁଜା ଗୁଳିମାଡ଼: ୫୦ ଜଣଙ୍କର ମୃତ୍ୟୁ, ଅନେକ ଆହତ

ନୂଆଦିଲ୍ଲୀ: ନାଇଜେରିଆର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଥିବା ଏକ ଚର୍ଚ୍ଚରେ ରବିବାର ଦିନ ହୋଇଛି ଭୟଙ୍କର ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ଅତି କମରେ ୫୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଗୁଳିକାଣ୍ଡରେ ଅନେକ…

ଅନେକ ଦେଶ ଭାରତର ଗହମକୁ କଲେ ପ୍ରତ୍ୟାଖ୍ୟାନ, ଏବେ ସରକାର ନେଲେ ଏହି ନିଷ୍ପତ୍ତି

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): କିଛିଦିନ ତଳେ ଦେଶରେ ଗହମ ଦର ନିୟନ୍ତ୍ରଣ କରିବାକୁ ଭାରତ ସରକାର ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ପରେ କିଛି ଦେଶ ଭାରତ ସରକାରଙ୍କୁ ଗହମ ପାଇଁ ଅନୁରୋଧ କରିଥିଲେ। ତେବେ…

ଉତ୍ତର କୋରିଆକୁ ଜବାବ ଦେଲା ଦକ୍ଷିଣ କୋରିଆ, ଆମେରିକା ସହ ମିଶି କଲା ୮ କ୍ଷେପଣାସ୍ତ୍ର ପରୀକ୍ଷା

ସିଓଲ୍(ଓଡ଼ିଶା ଭାସ୍କର): ରବିବାର ଉତ୍ତର କୋରିଆ ଏକା ଥରକେ ୮ଟି ସ୍ୱଳ୍ପ ଦୂରଗାମୀ ମିସାଇଲ୍ ପରୀକ୍ଷା କରିଥିଲା। ଏହାର ପ୍ରତି ଉତ୍ତରରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଦକ୍ଷିଣ କୋରିଆ ୮ଟି କ୍ଷେପଣାସ୍ତ୍ର ପରୀକ୍ଷା…