Browsing Category
ବିଦେଶ
ହାଇତିରେ ଭୟଙ୍କର ଆକ୍ରମଣ; ୭୦ ମୃତ, ଲୋକଙ୍କୁ ଘର ଛାଡ଼ି ପଳାଇବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ମିଳିତ ଜାତିସଂଘ କହିଛି ଯେ ହାଇତିରେ ଗଣହତ୍ୟାରେ ଅତି କମରେ ୭୦ ଜଣଙ୍କ ମୃତ୍ୟୁ ଘଟିଛି । ମିଳିତ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ଅନୁଯାୟୀ, ସ୍ୱୟଂଚାଳିତ ରାଇଫଲ ଧରି ସଶସ୍ତ୍ର ବନ୍ଧୁକଧାରୀମାନେ…
SCO Summitରେ ଭାଗ ନେବାକୁ ଇସଲାମାବାଦ ଯିବେ ଏସ୍ ଜୟଶଙ୍କର, ୯ ବର୍ଷ ପରେ କୌଣସି ଭାରତୀୟ ଯିବେ ପାକିସ୍ତାନ
ନୂଆଦିଲ୍ଲୀ: ଏସସିଓ ସମ୍ମିଳନୀରେ ଭାରତ ପକ୍ଷରୁ ଭାଗ ନେବାକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ପାକିସ୍ତାନ ଯିବେ। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି । ଏଥର ପାକିସ୍ତାନ ଏସସିଓ ଶିଖର…
ଝିଅମାନେ କରୁଛନ୍ତି ‘Temporary Marriage’! ଟଙ୍କା ଦେଲେ ୪ ଦିନ ପାଇଁ ମିଳୁଛନ୍ତି ପତ୍ନୀ, ଏ କି ଅଜବ ବ୍ୟବସ୍ଥା….!
ନୂଆଦିଲ୍ଲୀ: ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ବନ୍ଧନ ଭାବେ ଗ୍ରହଣ କରାଯାଇଥାଏ । ପୁରୋହିତଙ୍କ ମନ୍ତ୍ର, ଶଙ୍ଖ ନାଦ, ହୁଳହୁଳିର ଧ୍ୱନି ସହ ସାତଫେରା ନେଇ ଯୁବକ ଓ ଯୁବତୀ ପରସ୍ପରଙ୍କୁ ଜୀବନ ସାଥୀ ଭାବ ଗ୍ରହଣ…
Video: ସିଟ୍ ଉପରେ ଗୋଡ଼ ରଖି ଶୋଇଥିଲେ ଯୁବକ, ନେଲପଲିସ୍ ଲଗାଇଦେଲେ ମହିଳା
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସବୁବେଳେ କିଛିନା କିଛି ଭିଡିଓ ଭାଇରାଲ ହେଉଛି । ଅଧିକାଂଶ ଭିଡିଓ ମଜାଳିଆ ହୋଇଥିବା ବେଳେ ଆଉ କିଛି ଶିକ୍ଷଣୀୟ ହୋଇଥାଏ । ସେମିତି ଏକ ମଜାଳିଆ ଭିଡ଼ିଓ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ…
ଶ୍ରୀଲଙ୍କାର ନୂଆ ସରକାର ଆସିବା ପରେ ପ୍ରଥମ ଥର ପାଇଁ କଲମ୍ବୋରେ ପହଞ୍ଚିଲେ ଏସ ଜୟଶଙ୍କର
ନୂଆଦିଲ୍ଲୀ: ବାମପନ୍ଥୀ ଅନୁରା କୁମାର ଦିସାନାୟକେ ଶ୍ରୀଲଙ୍କାର ରାଷ୍ଟ୍ରପତି ହେବା ପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରଥମ ଥର ପାଇଁ କଲମ୍ବୋରେ ପହଞ୍ଚିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ…
(Video): ଦିଲ୍ଲୀ ଏୟାରପୋର୍ଟରେ iPhone 16 Pro Maxର ବର୍ଷା ! କଷ୍ଟମ ବିଭାଗର ଉଡ଼ିଲା ହୋଶ, ୪ ଜଣ ଅଟକ
ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ । ସକ୍ରିୟ ଅଛନ୍ତି ଚୋର ଓ ଲୁଟେରା ଗ୍ୟାଙ୍ଗ୍ । ଏମାନଙ୍କ ଉପରେ କଡ଼ା ନଜର ରଖିବା ପାଇଁ ସଜାଗ ରହିଛି ପୋଲିସ । ଏଥିମଧ୍ୟରେ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ(IGI)…
ଦୁଇଦିନ ତଳେ ନିହତ ହୋଇଥିଲେ ହିଜବୁଲ୍ଲା ମୁଖ୍ୟ, ଆଜି ଚାଲିଗଲେ ଉତ୍ତରାଧିକାରୀ
ନୂଆଦିଲ୍ଲୀ: ନସରଲା ଉତ୍ତରାଧିକାରୀ ସାଫିଦିନ ନିହତ । ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା ନେତା ସିଫିଦିନ ନିହତ ହୋଇଥିବା ସୂଚନା ରହିଛି । ବେରୁତର ବଙ୍କରରେ ଲୁଚିଥିବା ବେଳେ ଏୟାର ଷ୍ଟାଇକରେ ମୃତ୍ୟୁ ହୋଇଥିବା ନେଇ…
ବେରୁତ ବିମାନବନ୍ଦରରେ ବିମାନଟି ଲ୍ୟାଣ୍ଡିଂ ହେବା ମାତ୍ରେ ହେଲା ବଡ଼ ବିସ୍ଫୋରଣ, ଲେବାନନରେ ଇସ୍ରାଏଲର ଆକ୍ରମଣ ଜାରି
ଲେବାନନର ରାଜଧାନୀ ବେରୁତ ବିମାନବନ୍ଦର ନିକଟରେ ଶୁକ୍ରବାର ଏକ ବଡ଼ ବିସ୍ଫୋରଣ ବିଷୟରେ ସୂଚନା ସାମ୍ନାକୁ ଆସିଛି । ଏଜେନ୍ସି ଅନୁଯାୟୀ ବେରୁତ ବିମାନବନ୍ଦରରେ ବିମାନଟି ଲ୍ୟାଣ୍ଡିଂ କରିବାର କିଛି ମିନିଟ ପରେ ଏକ ବଡ଼…
୧୮୦କୁ ବୃଦ୍ଧି ପାଇଲା ଆମେରିକାରେ ବାତ୍ୟା ‘ହେଲେନ’ରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଆମେରିକାରେ ବାତ୍ୟା ହେଲେନରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧୮୦କୁ ବୃଦ୍ଧି ପାଇଛି । ଦକ୍ଷିଣ-ପୂର୍ବ ଆମେରିକାର ରାଜ୍ୟଗୁଡିକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ରାଷ୍ଟ୍ରପତି ଜୋ ବାଇଡେନ ଏବଂ…
ଜାପାନ ବିମାନ ବନ୍ଦରରେ ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ପଡ଼ିଥିବା ବୋମା, ବାତିଲ ହେଲା ୮୦ ଟି ବିମାନ
ନୂଆଦିଲ୍ଲୀ: ବୁଧବାର ସକାଳେ ଦକ୍ଷିଣ-ପଶ୍ଚିମ ଜାପାନର ମିଆଜାକି ବିମାନବନ୍ଦରରେ ଏକ ଟ୍ୟାକ୍ସିୱେର କିଛି ଅଂଶ ରେ ବିସ୍ଫୋରଣ ଘଟିଥିଲା। ସରକାରୀ ପ୍ରସାରଣ ସଂସ୍ଥା ଏନଏଚକେ ମିଆଜାକି ବିମାନବନ୍ଦରରେ ଥିବା ପରିବହନ…