
Browsing Category
ବିଦେଶ
ଦକ୍ଷିଣ କୋରିଆର ରାଷ୍ଟ୍ରପତି ଭାବେ ଶପଥ ନେଲେ ୟୁନ ସୁକ୍-ୟୋଲ
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ୟୁନ ସୁକ୍-ୟୋଲ । ସିଓଲର ବିଧାନସଭାରେ ସେ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ପ୍ୟୋଙ୍ଗଯାଙ୍ଗଙ୍କ ସହ କଠୋର ହେବାକୁ ପ୍ରତିଜ୍ଞା କରିଥିବା ୟୁନ…
ମହିନ୍ଦା ରାଜପାକ୍ସଙ୍କ ଇସ୍ତଫା ପରେ ଶ୍ରୀଲଙ୍କା ଭୟଙ୍କର ହିଂସା: ୫ ମୃତ, ନିଜକୁ ଗୁଳି ମାରିଲେ ସାଂସଦ
କଲମ୍ବୋ: ଶ୍ରୀଲଙ୍କାରେ ଅତ୍ୟନ୍ତ ଖରାପ ଅର୍ଥନୈତିକ ପରିସ୍ଥିତି ଯୋଗୁଁ ଭୟଙ୍କର ହିଂସା ଦେଖିବାକୁ ମିଳିଛି । ସୋମବାର ଦିନ ବିରୋଧୀଙ୍କ ଚାପରେ ଆସି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସ ଇସ୍ତଫା ଦେଇଛନ୍ତି । ଏହା ପରେ…
ଅଜବ ଗାଁ, ୧୨ ବର୍ଷ ହେଲା ଜନ୍ମ ହେଉଛନ୍ତି ଖାଲି ଝିଅ; ପୁଅ ଜନ୍ମ ହେଲେ ମିଳିଥାଏ ପୁରସ୍କାର
ନୂଆଦିଲ୍ଲୀ: ଦୁନିଆରେ ଆଜିବି ଅନେକ ରହସ୍ୟ ଅଛି ଯାହା ସମାଧାନ ହୋଇନାହିଁ । ବୈଜ୍ଞାନିକମାନେ ଅନେକ ରହସ୍ୟରୁ ପରଦା ହଟାଇ ଥିବାବେଳେ, ଅନେକ ଅଜବ ରହସ୍ୟ ଘେରରେ । ଦୁନିଆରେ ଏପରି ଅନେକ ଅଜବ ସ୍ଥାନ ଅଛି, ଯାହା ସମସ୍ତଙ୍କୁ…
ସୀମା ବିବାଦକୁ ଲମ୍ବା ଟାଣିବାକୁ ଚାହୁଁଛି ଚୀନ, ସେନା ସ୍ଥିତି ପରିବର୍ତ୍ତନ କରିବାକୁ ଦେବ ନାହିଁ-ସେନାମୁଖ୍ୟ ମନୋଜ ପାଣ୍ଡେ
ନୁଆଦିଲ୍ଲୀ: ଲଦାଖ ସୀମାରେ ସମାଧାନ ଚାହୁଁନି ଚୀନ, ଏହି ବିବାଦକୁ ଲମ୍ବା ଟାଣିବାକୁ ଉଦ୍ୟମ କରୁଛି ବୋଲି କହିଛନ୍ତି ସେନାର ନୂତନ ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ। ସ୍ପଷ୍ଟ ଭାବରେ ସେ କହିଛନ୍ତି ଯେ ଉତ୍ତର ସୀମାରେ…
ପ୍ରଧାନମନ୍ତ୍ରୀ ଇସ୍ତଫା ପରେ ବି ବନ୍ଦ ହେଉନି ଦଙ୍ଗା: ଜଳୁଛି ମନ୍ତ୍ରୀଙ୍କ ଘର, ଜଣେ ସାଂସଦଙ୍କ ମୃତ୍ୟୁ ସୂଚନା
ନୂଆଦିଲ୍ଲୀ: ପୁଣିଥରେ ସୁନାର ଲଙ୍କାରେ ଲାଗିଛି ନିଆଁ । ତେବେ ଏଥର ରାବଣ ପୂରୀ ନୁହେଁ, ହୁତୁହୁତୁ ହୋଇ ଜଳୁଛି ଜଣେ ପୂର୍ବତନ ମନ୍ତ୍ରୀ ଜନସନ ଫର୍ଣ୍ଣାଡୋଙ୍କ ଘର । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କ…
ଶ୍ରୀଲଙ୍କା: ଗମ୍ଭିର ଆର୍ଥିକ ସଙ୍କଟ ମଧ୍ୟରେ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜାପକ୍ଷେ
ଦେଶରେ ଗମ୍ଭିର ଆର୍ଥିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହିନ୍ଦା ରାଜପକ୍ଷେ । ଶ୍ରୀଲଙ୍କାର ସ୍ଥାନୀୟ ଗଣମାଧ୍ୟମ ଏନେଇ ରିପୋର୍ଟ କରିଛି । ବିରୋଧୀଙ୍କ ଅନ୍ତରିଣ ସରକାର ଗଠନ ଦାବି ଆଗରେ…
ବିଜୟ ଦିବସରେ ପୁତିନଙ୍କ ଭବିଷ୍ୟବାଣୀ: ଯୁଦ୍ଧରେ ହିଟଲର ଭଳି ୟୁକ୍ରେନକୁ ପରାସ୍ତ କରିବ ଋଷ ସେନା
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଏହା ମଧ୍ୟରେ ୭୫ ଦିନ ବିତିଗଲାଣି । କିନ୍ତୁ ଯୁଦ୍ଧ ଥମିବାର ନାଁ ଧରୁନି । ଉଭୟ ଦେଶୋର ଅନେକ ଧନଜୀବନ ନଷ୍ଟ ହେଉଥିଲେ ବି ଯୁଦ୍ଧ ରୋକିବା ପାଇଁ ନିଷ୍ପତ୍ତି ନେଉ ନାହାନ୍ତି…
(ଭିଡିଓ) ୪୯ ବର୍ଷୀୟ ପାକିସ୍ତାନ ସାଂସଦଙ୍କର ଭାଙ୍ଗିଲା ତୃତୀୟ ବିବାହ! ନିଜଠୁ ୩୧ ବର୍ଷ ସାନ ପତ୍ନୀ କହିଲେ- ‘ସଇତାନ୍ ଠାରୁ ବି ଅଧିକ…’
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ପାର୍ଟିର ଜଣେ ୪୯ ବର୍ଷୀୟ ସାଂସଦ ଅମିତ ଲିୟାକତ ନିକଟରେ ନିଜର ତୃତୀୟ ବିବାହକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ । ସେ ନିଜଠାରୁ ୩୧ ବର୍ଷ ସାନ…
ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇ ପାରନ୍ତି ମହିନ୍ଦା ରାଜପକ୍ଷ
କଲୋମ୍ବୋ: ଦେଶରେ ଗମ୍ଭୀର ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ସୋମବାର ନିଜ ପଦରୁ ଇସ୍ତଫା ଦେଇ ପାରନ୍ତି। ବିରୋଧୀଙ୍କ ଅନ୍ତରୀଣ ସରକାର ଗଠନ ଦାବି ଆଗରେ ମୁଣ୍ଡ ନୁଆଁଇ ଏମିତି…
‘ବିଜୟ ଦିବସ’ରେ ୟୁକ୍ରେନ ଉପରେ ଆକ୍ରମଣ ଜୋରଦାର କଲା ରୁଷ, ଦେଶବାସୀଙ୍କୁ ଭରସା ଦେଲେ ପୁଟିନ
ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ବିଜୟ ଦିବସ ପାଳନ କରିବାକୁ ପ୍ରସ୍ତୁତି ଚଳାଇଛି ରୁଷ। ଉତ୍ସବ ପୂର୍ବରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୧୯୪୫ ପରି ବିଜୟ ଆମର ହେବ ବୋଲି ଦେଶବାସୀଙ୍କୁ ଭରସା ଦେଇଛନ୍ତି। ରୁଷ…