fbpx
Browsing Category

ବିଦେଶ

ନିଜ ଉପରୁ ନିୟନ୍ତ୍ରଣ ହରାଇଲେ ପାକିିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ; ବାଚସ୍ପତିଙ୍କୁ ‘ଚପଲରେ ମାରିବା’ ପାଇଁ ଦେଲେ ଧମକ୍

ନୂଆଦିଲ୍ଲୀ ୨୧ ।୪ (ଓଡିଶା ଭାସ୍କର) : ବାଚସ୍ପତିଙ୍କୁ ‘ଚପଲରେ ମାରିବା’ ପାଇଁ କହିଲେ ପୂର୍ବତନ ପ୍ରଧାନମନ୍ତ୍ରୀ । ସଂସଦରେ ଉଭୟ ପକ୍ଷଙ୍କ ମଧ୍ୟରେ ଏକ ପ୍ରସ୍ତାବକୁ ନେଇ ଯୁକ୍ତି ତର୍କ ହେଉଥିବା ବେଳେ ପାକିସ୍ତାନର…

କୁକୁର ପଢ଼ୁଛି ଖବରକାଗଜ, ଦେଖନ୍ତୁ ଭିଡିଓ

ଅଧିକାଂଶ ଲୋକେ ପଶୁପକ୍ଷୀ ମାନଙ୍କ ମଜାଦାର ଭିଡିଓୁ ଦେଖିବାକୁ ଭଲ ପାଆନ୍ତି । ସେମାନଙ୍କୁ ବିଭିନ୍ନ ଢ଼ଙ୍ଗରେ ସଜେଇବାକୁ ଅବା ସେମାନଙ୍କ ସହ ଖେଳିବାକୁ ବହୁତ ପସନ୍ଦ କରନ୍ତି । ଏମିତିରେ ବି ପ୍ରାୟତଃ ଲୋକ ସେମାନଙ୍କ ଘରେ…

ଜର୍ଜ ଫ୍ଲଏଡ ମୃତ୍ୟୁ ମାମଲାରେ ପୂର୍ବତନ ପୋଲିସ ଅଧିକାରୀ ଦୋଷୀ ସାବ୍ୟସ୍ତ

ଆମେରିକାରେ ଗତ ବର୍ଷ ହୋଇଥିବା ପ୍ରଦର୍ଶନ ସମୟରେ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡଙ୍କ ହତ୍ୟା ମାମଲାରେ ମିନିୟାପୋଲିସର ପୂର୍ବତନ ଅଧିକାରୀ ଡେରେକ ଚଉଭିନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି  । ଏହି ମାମଲାରେ ତାଙ୍କୁ ଦଶ ବର୍ଷ…

ଦମ୍ ଦେଖାଇଲେ ୧୦ ବର୍ଷର ବାଳିକା: ୬୫ କେଜି ଓଜନ ଉଠାଇ ସୃଷ୍ଟି କଲେ ବିଶ୍ୱ ରେକର୍ଡ

ଏ ଦୁନିଆଁରେ କଠୋର ପରିଶ୍ରମ କରି ଅନେକ ଲୋକ ସଫଳତା ହାସଲ କରିଥିବା କଥା ଆମେମାନେ ଜାଣିଛେ । ମାତ୍ର କମ୍ ବୟସରେ ସଫଳତା ହାସଲ କରିବା କଦାପି ମାମୁଲି କଥା ନୁହେଁ । ସ୍ୱିଡେନର ଜଣେ ୧୦ ବର୍ଷର ବାଳିକା ଇନ୍ଦ୍ରା…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୦.୫୬ ଲକ୍ଷ ପାର

ନୂଆଦିଲ୍ଲୀ, ୨୧। ୪ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ୫୬ ହଜାର ୮୫୩ ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪…

ଡୋମିନୋସ୍ ସର୍ଭର ଉପରେ ସାଇବର୍ ଆଟାକ୍:୧୦ ଲକ୍ଷ ଭାରତୀୟଙ୍କ କ୍ରେଡିଟ୍ କାର୍ଡ ତଥ୍ୟ ଲିକ୍

ନୂଆଦିଲ୍ଲୀ,  ୨୦ ।୪ (ଓଡିଶା ଭାସ୍କର)  : ଡୋମିନୋସ୍ ରେ ପିଜା ଅର୍ଡର କରୁଛନ୍ତି କି ? ତେବେ ସାବଧାନ ହୋଇଯାଆନ୍ତୁ । କୌଣସି ବି ମୁହୁର୍ତ୍ତରେ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ ହୋଇପାରେ । ତେଣୁ ସମୟ ଥାଉ ଥାଉ…

ଭାକସିନ୍ ପ୍ରସ୍ତୁତି ପାଇଁ ଭାରତକୁ କଞ୍ଚାମାଲ ରପ୍ତାନୀ ଉପରେ ଆମେରିକାର ରୋକ୍

ନୂଆଦିଲ୍ଲୀ ୨୦ ।୪ (ଓଡିଶା ଭାସ୍କର) : ଭାକସିନ୍ ତିଆରି ପାଇଁ କଞ୍ଚାମାଲ ଉପରେ ରୋକ୍ ଲଗାଇଛି ଆମେରିକା । ଭାରତରେ ତିଆରି ହେଉଥିବା କରୋନା ଭାକସିନ୍ ପାଇଁ ଆମେରିକା ପଠାଉଥିବା କଞ୍ଚାମାଲ ଉପରେ ରୋକ୍ ଲଗାଇଛି । ଗତକାଲି…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୦.୪୨ ଲକ୍ଷ ପାର

ନୂଆଦିଲ୍ଲୀ, ୨୦। ୪ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ୪୨ହଜାର ୮୪୧ ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪…

ଇତିହାସ ରଚିଲା NASA; ଲାଲ୍ ଗ୍ରହରେ ପ୍ରଥମ ଥର ଉଡାଇଲା ହେଲିକପ୍ଟର୍

ନୂଆଦିଲ୍ଲୀ ୧୯ ।୪ (ଓଡିଶା ଭାସ୍କର) : ଇତିହାସ ରଚିଲା NASA । ଅନ୍ୟଗ୍ରହରେ ପ୍ରଥମ ଥର ପାଇଁ ହେଲିକପ୍ଟର୍ ଉଡାଇଛି NASA । ସୋମବାର ଅପରାହ୍ନ ୪ଟାରେ ଏହି ହେଲିକପ୍ଟର ଉଡାଯାଇଛି । ଏହି ହେଲିକପ୍ଟର ନାମ ‘ଇଞ୍ଜିନ୍ୟୁଟି…

କରୋନାକୁ ଜିତିଲା ଏହି ଦେଶ ! ମାସ୍କ ପିନ୍ଧିବା ହେବ ନାହିଁ ବାଧ୍ୟତାମୂଳକ

ବିଶ୍ୱରେ କରୋନା ଭାଇରସର ଭୟାବହତା ଜାରି ରହିଥିବାବେଳେ, ଇସ୍ରାଏଲରୁ ଆସିଛି ଏକ ଖୁସି ଖବର । ଇସ୍ରାଏଲ ସରକାର ପ୍ରାୟ ବର୍ଷେ ପରେ ଘରୁ ବାହାରିବାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମକୁ କୋହଳ କରିଛନ୍ତି  । …