
Browsing Category
ବିଦେଶ
ୟୁକ୍ରେନ ସଂକଟକୁ ନେଇ ଭୋଟିଙ୍ଗ: ଏଥର ବି ଚୁପ ରହିଲା ଭାରତ, ଋଷ ବିରୋଧରେ କଲାନି ଅଂଶଗ୍ରହଣ
ନୂଆଦିଲ୍ଳୀ: ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ପୁଣି ଅନୁଷ୍ଠିତ ହୋଇଛି ଭୋଟିଂ କାର୍ଯ୍ୟକ୍ରମ । ମିଳିତ ଜାତିସଂଘର ଏହି କାର୍ଯ୍ୟକ୍ରମରେ ପୁଣି ନୀରବ ରହିଛି ଭାରତ । ୟୁକ୍ରେନ ସଙ୍କଟକୁ ନେଇ ହୋଇଥିବା ଏହି ଭୋଟିଂରେ ଭାରତ ପୁଣି…
ଆଉ ୬୫ ଜଣ ଓଡ଼ିଆ ଛାତ୍ର ୟୁକ୍ରେନ ସୀମା ପାର: ବର୍ତ୍ତମାନ ସୁଦ୍ଧା ଫେରିଲେଣି ୧୯୯
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନ ରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମକୁ ଜୋରଦାର…
ଯୁଦ୍ଧ ରୋକିବାକୁ ଭିନ୍ନ ପ୍ରୟାସ: ନଗ୍ନ ଛାତିରେ “ଷ୍ଟପ ୱାର’ ଲେଖି ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କଲେ ମହିଳା
ନୂଆଦିଲ୍ଲୀ: ହାତରେ ଫୁଲତୋଡା, ଖୋସାରେ ଫୁଲ ଆଉ ଛାତିରେ "ଷ୍ଟପ ୱାର'ର ବାର୍ତ୍ତା । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ମହିଳା । ଫିମେନ ନାମକ ଏକ ଫେମିନିଷ୍ଟ ମହିଳା ସଂଘ ଯୁଦ୍ଧ ରୋକିବାକୁ…
ଭ୍ଲୋଦିମିର ଜେଲେନ୍ସଙ୍କିଙ୍କୁ ୩ ଥର ହତ୍ୟା ଉଦ୍ୟମ: ପରଦା ପଛରେ ରହିଛି ୱାଗନର ଗ୍ରୁପ୍
ନୂଆଦିଲ୍ଲୀ:ଋଷ ଓ ୟୁକ୍ରେନ ସେନାଙ୍କ ମଧ୍ୟରେ ଏବେ ବି ଚାଲିଛି ଲଢେଇ । ଆଉ ଦୁଇଟି ଯାକ ଦେଶ ପରସ୍ପରର ମାତ୍ରାଧିକ କ୍ଷତି କରିଥିବା ଦାବି କରୁଛନ୍ତି । ହେଲେ ଏହା ଭିତରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ…
ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଋଷର କବଜା: ୟୁକ୍ରେନର ରାଜଧାନୀ କିଭ ପରେ ପରମାଣୁ ପ୍ଲାଣ୍ଟକୁ ଅକ୍ତିଆର କଲା ପୁତିନ ସେନା
ନୂଆଦିଲ୍ଲୀ: ୟୁକ୍ରେନର ସବୁଠୁ ବଡ ନ୍ୟକ୍ଲିୟର ପାୱାର ପ୍ଲାଣ୍ଟ ଉପରେ କବଜା କରିଛି ଋଷ ସେନା । ରାଜଧାନୀ କିଭ ଏବଂ ଦେଶର ଦ୍ୱିତୀୟ ସର୍ବବୃହତ ସହର ହାରକିଭକୁ ନିଜ ଅକ୍ତିଆରକୁ ନେବା ପରେ ଏବେ ପରମାଣୁ ପ୍ଲାଣ୍ଟ ମଧ୍ୟ…
ଭୟଙ୍କର ବିସ୍ଫୋରଣ: ମସଜିଦରେ ଆତ୍ମଘାତୀ ଆକ୍ରମଣରେ ୩୦ରୁ ଅଧିକ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ନୂଆଦିଲ୍ଲୀ: ଏବେ ୟୁକ୍ରେନ-ଋଷ ଯୁଦ୍ଧ ଉପରେ ରହିଛି ବିଶ୍ୱବାସୀଙ୍କ ନଜର । କିନ୍ତୁ ସେପଟେ ପାକିସ୍ତାନରେ କରାଯାଇଛି ଏକ ଭୟଙ୍କର ଆକ୍ରମଣ । ବିସ୍ଫୋରଣରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଉଦ୍ଧ୍ୱର୍ ଲୋକ ଆହତ…
ପାକିସ୍ତାନର ବିଚିତ୍ର ଶିକ୍ଷା ବ୍ୟବସ୍ଥା: ସିନ୍ଧ ପ୍ରଦେଶର ୧୧ ହଜାର ସ୍କୁଲରେ ନାହାନ୍ତି ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ସ୍କୁଲ ରହିଛି ହେଲେ ନାହାନ୍ତି ଜଣେ ବି ବିଦ୍ୟାର୍ଥୀ । ଗୋଟିଏ କି ଦୁଇଟି ନୁହେଁ ବରଂ ୧୧ ହଜାର ସ୍କୁଲରେ ରହିଛି ଏମିତି ବ୍ୟବସ୍ଥା । ପାକିସ୍ତାନର ସିନ୍ଧ ପ୍ରଦେଶରେ ଏଭଳି କିଛି ଅଭାବନୀୟ ଘଟଣା ସାମ୍ନାକୁ…
ରୁଷିଆ କବଜାରେ ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ: ୟୁକ୍ରେନ କଲା ଏପରି ଦାବି
କିଭ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି । ଉଭୟ ପକ୍ଷରୁ ଧନ-ଜୀବନ ନଷ୍ଟ ହେଉଛି । ଏହାରି ମଧ୍ୟରେ ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟକୁ ନିଜ କବଜାକୁ ନେଇଛି ରୁଷ ।…
ତାଇଓ୍ଵାନ ଉପରେ ଆକ୍ରମଣ ଉଦ୍ଦେଶ୍ୟରେ ଚୀନ, କ୍ଵାଡର ଘୋଷଣା- ୟୁକ୍ରେନ ପରି ଅବସ୍ଥା ହେବାକୁ ଦେବୁନି
ନୂଆଦିଲ୍ଲୀ: ରୁଷ ଆକ୍ରମଣରେ ଧ୍ଵସ୍ତବିଧ୍ଵସ୍ତ ୟୁକ୍ରେନର ଅନେକ ସହର। ଦେଶରେ ଚାରିଆଡେ ହାହାକାର ପରିସ୍ଥିତି। ଅନ୍ୟପଟେ ତାଇଓ୍ଵାନ ଉପରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଚୀନ। ତେବେ ତାଇଓ୍ଵାନକୁ ୟୁକ୍ରେନ ପରି ଅବସ୍ଥା…
ଗୋଟିଏ ବରକୁ ଏକାସାଙ୍ଗରେ ବାହାହେଲେ ୩ ଭଉଣୀ; ରଖିଲେ ଏପରି ଅଜବ ସର୍ତ୍ତ
କିନ୍ସାସା: ଆଜିକାଲି ଯୁଗରେ ଗୋଟିଏ ପତ୍ନୀ ସମ୍ଭାଳିବା ଅସମ୍ଭବ ହୋଇପଡୁଛି, ଏଭଳି ପରିସ୍ଥିତିରେ ଜଣେ ଯୁବକ ଏକାସାଙ୍ଗରେ ୩-୩ ଜଣଙ୍କୁ ବାହା ହୋଇଛନ୍ତି । ଏପରିି ଏକ ଆଶ୍ଚର୍ଯ୍ୟକର ଘଟଣା ଆଫ୍ରିକା ଦେଶ କଙ୍ଗୋରୁ…