Browsing Category

ବିଦେଶ

୨୯ ମିଲିୟନ୍ ଫଲୋର୍ସ ହେବା ପରେ ଝୁମି ଉଠିଲେ ଜନ୍ନତ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ଟେଲିଭିଜନ୍ ଦୁନିଆର ଅନ୍ୟତମ ଚର୍ଚ୍ଚିତ ଅଭିନେତ୍ରୀ ଜନ୍ନତ ଜୁବୈରଙ୍କୁ ଅନୁସରଣ କରୁଛନ୍ତି ୨୯ ମିଲିୟନ୍ ଲୋକ । ଏହା କଣ ଛୋଟିଆ କଥା! ଏତିକି ଜାଣିବା ପରେ ଜନ୍ନତଙ୍କୁ ଆଉ କିଏ ସମ୍ଭାଳେ! ସେ ଖାଲି ଖୁସିରେ…

ନେପାଳରେ ପୁଣି ଉପୁଜିଲା ରାଜନୀତିକ ସଂକଟ

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ନେପାଳରେ ପୁଣି ଦେଖାଦେଇଛି ରାଜନୀତିକ ସଂକଟ । କାରଣ ନେପାଳ ସଂସଦୀୟକୁ ଭଙ୍ଗ କରିଦେଇଛନ୍ତି ରାଷ୍ଟ୍ରପତି । ସରକାର ଗଠନ ପାଇଁ ଶାସକ ଓ ବିରୋଧୀ ଦଳର ଦାବିକୁ ପ୍ରତ୍ୟାଖ୍ୟାନ ପୂର୍ବକ…

ଇଣ୍ଡିଆନ୍ ଭାରିଆଣ୍ଟ ଏକ ଗୁଜବ, ଜାଣନ୍ତୁ କ’ଣ କହିଲେ IT ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ତରଙ୍ଗରୁ ମୁକ୍ତି ପାଇଁ ଲଢ଼େଇ ଜାରି ରଖିଛି ସମଗ୍ର ଦେଶ । ବାରମ୍ବାର ରୂପ ବଦଳାଉଥିବା କରୋନା ଭୂତାଣୁକୁ ନେଇ ବିଶେଷଜ୍ଞ ମହଲରେ ମଧ୍ୟ ଚିନ୍ତା ବଢ଼ିଯାଇଛି । ତେବେ କରୋନା ଭାଇରସର…

ଚୀନରେ ଭୟଙ୍କର ଭୂକମ୍ପ: ୧ ମୃତ, ୨୨ ଆହତ

ବେଜିଂ: ଚୀନର ଦୁଟି ସ୍ଥାନରେ ଭୟଙ୍କର ଭୂକମ୍ପ ସଂଘଟିତ ହୋଇଛି । ଏହି ଭୂକମ୍ପରେ ଜଣଙ୍କର ମୃତ୍ୟୁ ଘଟିବା ସହ ୨୨ ଜଣ ଆହତ ହୋଇଛନ୍ତି । ଉତ୍ତର-ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଚୀନରେ ଏହି ଭୂକମ୍ପ ନିଜର ପରାକ୍ରମ ଦେଖାଇଥିଲା…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୪ ଲକ୍ଷ ୫୭ ହଜାର ପାର

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୪ ଲକ୍ଷ ୫୭ ହଜାର ୧୦୫ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୬୪ ଲକ୍ଷ ୫୮…

ବିଶ୍ୱର ସବୁଠୁ ଧନୀ ଜୁଆଡ଼ି: ଜୁଆ ଖେଳରୁ କୋଟିପତି ହୋଇଛନ୍ତି ‘ପୋକର କିଙ୍ଗ୍‌

ନୂଆଦିଲ୍ଲୀ : କୁହାଯାଏ ଜୁଆ ଖେଳିଲେ ଲୋକେ ସର୍ବନାଶ ହୁଅନ୍ତି । ଅର୍ଥାତ୍‌ ସବୁ ସମ୍ପତ୍ତି ହରାଇ ବସନ୍ତି । ମାତ୍ର ଏମିତି ଜଣେ ଜୁଆଡ଼ି ଅଛନ୍ତି, ଯେ କି କୋଟିପତି  । ଭାରତରେ ଜୁଆ ଖେଳକୁ ବେଆଇନ କୁହାଯାଇ ଥାଏ ମାତ୍ର…

କରୋନା ମହାମାରୀ ମଧ୍ୟରେ ବି ଏହି ଦେଶକୁ ଯାଇପାରିବେ ପର୍ଯ୍ୟଟକ

କରୋନା ମହାମାରୀ ଯୋଗୁଁ କେବଳ ଭାରତ ନୁହେଁ ବରଂ ଅନ୍ୟ ଦେଶମାନଙ୍କରେ ବିଦେଶୀ ପର୍ଯ୍ୟଟକଙ୍କ ଦେଶକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ବର୍ତ୍ତମାନ କିଛି ଦେଶରେ କରୋନା ମାମଲା କମ ହେବାରୁ ଏବଂ ଭ୍ୟାକ୍ସିନ…

ମହୁମାଛିଙ୍କ ଗହଣରେ ଆଞ୍ଜେଲିନା ଜୋଲି

ଆମେରିକା : ହଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ନିଜର ସୁନ୍ଦରତା ତଥା ବୋଲ୍ଡ୍ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ନିକଟରେ ସେ ଏକ ଫଟୋସୁଟ୍ କରାଇଛନ୍ତି । ଯାହାକୁ ଦେଖଇଲେ ଆପଣ ମାନେ ବି ଘାବରେଇ…

ଚୀନ୍ ର ଚିତ୍କାର: ଆମ ଇଚ୍ଛାନୁସାରେ ହିଁ ଚୟନ କରାଯିବ ଦଲାଇ ଲାମାଙ୍କ ଉତ୍ତରାଧିକାରୀ

ନୂଆଦିଲ୍ଲୀ: ଚୀନ ପୁଣି ନିଜର ଦାବି ଦୋହରାଇଛି । ଶୁକ୍ରବାର ଚୀନ୍ ସରକାର କହିଛନ୍ତି ଯେ ୧୪ଶ ଦଳାଇ ଲାମାଙ୍କ ଉତ୍ତରାଧିକାରୀ ସେମାନେ ହିଁ ଚୟନ କରିବେ । ଖାଲି ସେତିକି ନୁହେଁ, ଏଥିସହ ଚୀନ ଚେତାବନୀ ଦେଇଛି ଯେ ଯଦି…

୮ ମାସର ଗର୍ଭବତୀ ହୋଇ ମଧ୍ୟ ଉଠାଉଛନ୍ତି ୧୫୦ କିଲୋର ଓଜନ, ଟ୍ରୋଲ୍ ହେବାରୁ ଦେଲେ ଏପରି ଜବାବ

ଆମେରିକା: ସାଧାରଣତଃ ମହିଳା ମାନେ ଗର୍ଭବତୀ ଥିବା ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଯତ୍ନବାନ ଥାନ୍ତି । ଖାଇବା ପିଇବା ଠାରୁ ଆରମ୍ଭ କରି ଚାଲିବା ବୁଲିବା ଯାଏ ସବୁ କିଛି କାର୍ଯ୍ୟକଳାପ ଉପରେ ଧ୍ୟାନ ଦେବା ସହିତ…