Browsing Category

ବିଦେଶ

ଜିନ୍ସ ପିନ୍ଧି ପାରିବେନି ଶିକ୍ଷକ-ଶିକ୍ଷୟିତ୍ରୀ; ଅଜବ ନିୟମ ଆଣିଲା ଏହି ଦେଶ

ନୂଆଦିଲ୍ଲୀ: ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ପିନ୍ଧି ପାରିବେନି ଜିନ୍ସ । ଫେଡେରାଲ ଡିରେକ୍ଟୋରେଟ ଅଫ ଏଜୁକେସନ ପକ୍ଷରୁ କରାଯାଇଥିବା ନୂତନ ନିୟମ ଅନୁଯାୟୀ ଏଣିକି ଶିକ୍ଷକ ମାନେ ଜିନ୍ସ ପିନ୍ଧି ପାରିବେ ନାହିଁ ।…

ଜେଲରେ ଭୟାବହ ଅଗ୍ନିକାଣ୍ଡ; ଜୀଅନ୍ତା ଜଳିଗଲେ ୪୧ କଏଦୀ

ନୂଆଦିଲ୍ଳୀ: ଜେଲର ଚାରିକାନ୍ଥ ମଧ୍ୟରେ ବନ୍ଦ ଥିବା ୪୧ ଜଣ କଏଦୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାରେ ଥିବା ଏକ ଜେଲରେ ନିଆଁ ଲାଗିଯିବାରୁ ୪୧ ଜଣ କଏଦୀଙ୍କ ପ୍ରାଣହାନି ଘଟିଛି । ଏହା ସହିତ…

ଜ୍ଞାନ ବାଣ୍ଟିଲେ ତାଲିବାନୀ ଶିକ୍ଷାମନ୍ତ୍ରୀ, କହିଲେ- ପିଏଚଡି, ମାଷ୍ଟର ଡିଗ୍ରୀର କୌଣସି ଭେଲ୍ୟୁ ନାହିଁ, ଏହା ବିନା ବି ଆମେ ମହାନ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର ନୂତନ ସରକାରର ଗଠନ ହୋଇଯାଇଛି । ଏହି ସରକାର କେଉଁ ପରି ହେବ ଏବଂ ଏହାର ଆଭିମୁଖ୍ୟ କଣ ରହିବ ଏହାର ଝଲକ ଏବେଠୁ ଦେଖିବାକୁ ମିଳିଲାଣି । ସରକାର ଗଠନ ସହିତ ତାଲିବାନୀ ଶିକ୍ଷା…

ମୁଲ୍ଳା ମହମ୍ମଦ ହସନଙ୍କ ନେତୃତ୍ୱରେ ତାଲିବାନ ସରକାର; ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲର ୩ ସପ୍ତାହ ପରେ ସରକାର ଗଠନ କରିଛି । ମୁଲ୍ଲା ମହମ୍ମଦ ହସନ ଅଖଣ୍ଡଙ୍କ ନେତୃତ୍ୱରେ ଆଫଗାନ ସରକାର ଗଠନ ହୋଇଛି । ତାଲିବାନ ମୁଖପାତ୍ର ଜବିଉଲ୍ଳା ମୁଜାହିଦ ସରକାର ଗଠନ…

ସରକାର ଗଠନ ପାଇଁ ୬ଟି ରାଷ୍ଟ୍ରକୁ ତାଲିବାନର ଆମନ୍ତ୍ରଣ;ଜାଣନ୍ତୁ କଣ ରହିବ ଏମାନଙ୍କ ଭୂମିକା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ପଞ୍ଜଶୀର ଦଖଲ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସରକାର ଗଠନ ନେଇ ଘୋଷଣା କରିଛି ତାଲିବାନ । କ୍ଷମତ ଅକ୍ତିଆରର ୨୨ ଦିନ ପରେ ତାଲିବାନ ପକ୍ଷରୁ ସରକାର ଗଠନ ନେଇ ଘୋଷଣା କରାଯାଇଛି ।…

୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଟିକା ଦେବାରେ ପ୍ରଥମ ଦେଶ, WHO ପକ୍ଷରୁ ମିଳିଛି ମଞ୍ଜୁରୀ

ନୂଆଦିଲ୍ଲୀ: କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହରରେ ପିଲାମାନଙ୍କୁ ଅଧିକ ବିପଦ ଥିବା ନେଇ ଅନେକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ତେଣୁ ୨ ବର୍ଷରୁ ଅଧିକ ବର୍ଷର ପିଲାମାନଙ୍କ ପାଇଁ ଟିକାକରଣ ପାଇଁ ବିଭିନ୍ନ ଦେଶର…

କାବୁଲରେ ଲାଗିଲା ପାକ୍ ମୁର୍ଦାବାଦ୍ ନାରା, ପ୍ରଦର୍ଶନକାରୀ ମହିଳାଙ୍କ ଉପରେ ତାଲିବାନିଙ୍କ ଗୁଳିମାଡ଼

କାବୁଲ: କାବୁଲ ଉପରେ ତାଲିବାନି ମାନେ କବଜା କରିବା ପରେ ଆଫଗାନିସ୍ତାନରେ ଲୋକମାନେ ଲଗାତର ଭାବରେ ପାକିସ୍ତାନକୁ ବିରୋଧ କରିଆସୁଛନ୍ତି । କାବୁଲ ସଡ଼କ ଉପରେ ମହିଳାମାନେ ଆଜି ପାକିସ୍ତାନ ବିରୋଧରେ ପ୍ରଦର୍ଶନ କରିଥିଲେ ।…

ଜାଣିଶୁଣି ଲୋକଙ୍କୁ କରୋନା ସଂକ୍ରମିତ କରାଇଥିଲା ଏହି ଯୁବକ, କୋର୍ଟ ଶୁଣାଇଲେ ଏପରି କଡ଼ା ସଜ୍ଜା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ସାରା ଦୁନିଆରେ ଭୟର ବାତାବରଣ ଜାରି ରହିଥିବା ବେଳେ ଟିକାକରଣ ଅଭିଯାନକୁ ଜୋରଦାର୍ କରାଯାଉଛି । ପ୍ରଥମ ଓ ଦ୍ୱିତୀୟ ପରେ ଏବେ ଲୋକଙ୍କ ମଧ୍ୟରେ ତୃତୀୟ ଲହରକୁ ନେଇ ଆଶଙ୍କା ଦେଖାଦେଇଛି…

ଚାମଚରେ ସୁଡ଼ଙ୍ଗ ଖୋଳି ହାଇ ସିକ୍ୟୁରିଟି ଜେଲରୁ ୬ଜଣ ଦୁର୍ଦ୍ଦାନ୍ତ ଅପରାଧି ଫେରାର୍, ପୋଲିସ୍ ବି ପାଇଲାନି ଟେର୍

ନୂଆଦିଲ୍ଲୀ: ବଲିଉଡ୍ ଠାରୁ ଆରମ୍ଭ କରି ହଲିଉଡ୍ ପର୍ଯ୍ୟନ୍ତ ଜେଲ୍ ରୁ ଫେରାର୍ ହେବାର ଅନେକ ଫିଲ୍ମ ତିଆରି ହୋଇଛି । ଏହିସବୁ ଫିଲ୍ମରେ ଖୁବ୍ ସହଜରେ ଫେରାର୍ ହେବାକୁ ଚାହୁଁଥିବା ଲୋକଟି ଜେଲ୍ କୁ କୌଣସି ନା କୌଣସି ଉପାୟ…

୯ରେ ବ୍ରିକ୍ସ ସମ୍ମିଳନୀ , ୧୩ ତମ ବ୍ରିକ୍ସ ବୈଠକକୁ ଭର୍ଚୁଆଲରେ ଅଧ୍ୟକ୍ଷତା କରିବ ଭାରତ

ନୂଆଦିଲ୍ଲୀ: ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବାକୁ ଯାଉଛି ବ୍ରିକ୍ସ ଦେଶମାନଙ୍କ ଶିଖର ସମ୍ମିଳନୀ । ଏଥର ୧୩ ତମ ବ୍ରିକ୍ସ ବୈଠକକୁ ଭର୍ଚୁଆଲରେ ଅଧ୍ୟକ୍ଷତା କରିବ ଭାରତ । ଏହି ବୈଠକରେ ଭାରତ ସମେତ ଚୀନ, ଋଷ, ବ୍ରାଜିଲ ଓ…