Browsing Category
ବିଦେଶ
ଏଲଏସିରେ ଚୀନର ନୂଆ ଚାଲ୍, ସୀମାଠାରୁ କିଛି କିମି ଦୂରରେ ତିଆରି କଲା କଂକ୍ରିଟ୍ କ୍ୟାମ୍ପ
ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଧମୁନଥିବା ବେଳେ ଏବେ ପୁଣି ଥରେ ଚୀନ ସୈନ୍ୟମାନେ, ସୀମାରେ ସକ୍ରିୟ ହେବାରେ ଲାଗିଛନ୍ତି । ଚୀନ ଏବେ ଏଲଏସି ପାଖରେ ପରମାନେଟ୍ କଂକ୍ରିଟ୍ କ୍ୟାମ୍ପ ତିଆରି କରୁଛି । କୁହାଯାଉଛି ଯେ, ଏପରି…
ଭୁଲରେ ବି ଖେଳନ୍ତୁନି ଏମିତି ଦୋଳି, ନହେଲେ…
ନୂଆଦିଲ୍ଲୀ: ଦୋଳି ଖେଳିବାକୁ ହୁଏତ ସମସ୍ତେ ପସନ୍ଦ କରିଥାନ୍ତି । ତେବେ ଋଷିଆର ଦୁଇଜଣ ମହିଳାଙ୍କ ଏହି ଦୋଳି ଖେଳିବା ଭାରି ପଡ଼ିଛି । ୬୩୦୦ ଫୁଟରେ ଦୋଳି ଖେଳୁଥିବା ସମୟରେ ଛିଡ଼ିଯାଇଥିଲା ଦୋଳି । ଆଉ ଏହି ଘଟଣାର ଭିଡିଓ…
ଏମିତି ୧୦ ଦେଶ ଯାହାଙ୍କ ପାଖରେ ନାହିଁ ସେନା, ନିଜ କ୍ଷମତାରେ ନିଜର କରୁଛନ୍ତି ସୁରକ୍ଷା
ନୂଆଦିଲ୍ଲୀ: ଦେଶର ଏକ ଜରୁରୀ ଅଙ୍ଗ ହେଉଛି ସେନା । ସେନାର କ୍ଷମତା କେତେ ତାକୁ ଦେଖି ହିଁ କୌଣସି ଦେଶର ଶକ୍ତିକୁ ଆକଳନ କରାଯାଇପାରେ । କୁହାଯାଏ ଯେଉଁ ଦେଶର ସେନା ଯେତେ ଶକ୍ତିଶାଳୀ ସେହି ଦେଶର ଶକ୍ତି ସେତେ ଅଧିକ ।…
ପ୍ରଥମ ମହଲା ବିଲ୍ଡିଂରୁ ନିଜ ଛୁଆକୁ ତଳକୁ ଫୋପାଡିଲା ମା’, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ସାଉଥ୍ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜାକବ ଜୁମାଙ୍କୁ ଗତ ସପ୍ତାହରେ ଜେଲ ହେବାପରେ ଦେଶରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ରାଷ୍ଟ୍ରପତିଙ୍କୁ ଜେଲ ହେବା ଘଟଣାର ବିରୋଧ କରି ଦୁଇଟି…
ଜାମିନ୍ ପରେ ଆଣ୍ଟିଗୁଆ ଫେରିଲା ପଳାତକ ମେହୁଲ ଚୋକସି, ଜେଲରେ ବିତାଇଛି ୫୧ ଦିନ
ନୂଆଦିଲ୍ଲୀ: ପଳାତକ ମେହୁଲ ଚୋକସି(୬୨) ଡୋମିନିକାରେ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିବାବେଳେ ତାଙ୍କ ଓକିଲ ଦାବି କରି କହିଛନ୍ତି ଯେ, ଏହା ତାଙ୍କୁ ଅପହରଣ କରିବା ନେଇ ଏକ ଷଡଯନ୍ତ୍ର ଥିଲା । ଡୋମିନିକା…
ଝିଅ ଉପରେ ବାପାର ଲୋଲୁପ ଦୃଷ୍ଟି, ପିତା ଧର୍ମ ଚୁଲିକି ଗଲା…
ଓଡ଼ିଶା ଭାସ୍କର ବ୍ୟୁରୋ: କୁହାଯାଏ ପିତା ସ୍ଵର୍ଗଠାରୁ ବି ଆହୁରି ଉଚ୍ଚ। ଅର୍ଥାତ୍ ପିତାଙ୍କ ସ୍ଥାନ ସର୍ବୋଚ୍ଚ। ପିତା ହିଁ ପରମ ଧର୍ମ। କିନ୍ତୁ ସେହି ପିତାଧର୍ମକୁ ଭୁଲି ସୈତାନ ଆଚରଣ କରିଛନ୍ତି ଜଣେ କାମୁକ। ଦେହ…
ସ୍କୁଲ ତଳୁ ମିଳିଲାଣି ୧୦୦୦ ଶିଶୁଙ୍କ କଙ୍କାଳ; ଆଗକୁ ଆହୁରି ବାହାରିବ
ନୂଆଦିଲ୍ଲୀ: ସ୍କୁଲ ପାଲଟିଛି ମଶାଣି । ମାସକରେ ଉଦ୍ଧାର ହୋଇଛି ୧୦୦୦ରୁ ଅଧିକ ଶିଶୁଙ୍କ କଙ୍କାଳ । କାନାଡାର ପେନାଲକଟ ଆଇଲାଣ୍ଡର ବିଭିନ୍ନ ସ୍କୁଲରୁ ଏହି କଙ୍କାଳ ଗୁଡିକ ଉଦ୍ଧାର କରାଯାଇଛି । ଏହି ଦ୍ୱୀପକୁ ପୂର୍ବରୁ…
ତାଲିବାନୀଙ୍କ କବ୍ଜାକୁ ପୁଣି ଯିବ ଆଫଗାନିସ୍ତାନ! ମିଳିଲାଣି ଚେତାବନୀ…
ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରାୟ ୨ ଦଶନ୍ଧି ପରେ ପୁଣିଥରେ ଆଫଗାନିସ୍ତାନରେ ତାଲିବାନୀ ଶାସନ ଚାଲିବାର ଆଶଙ୍କା ସୃଷ୍ଟି ହେଲାଣି। ପ୍ରମୁଖ ରାଷ୍ଟ୍ର ଆମେରିକା ସମେତ ବିଦେଶୀ ସୈନ୍ୟ ପ୍ରତ୍ୟାହୃତ ପରେ ପୁଣିଥରେ…
ଟିକା ହେଉଛି ମାରାତ୍ମକ, ସ୍ନାୟୁଗତ ସମସ୍ୟା ସୃଷ୍ଟି କରୁଛି; ଆମେରିକା ଦେଲା ଚେତାବନୀ
ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ବିଶ୍ଵ ହନ୍ତସନ୍ତ ହେଉଛି। ଏହାର ମୂଳୋତ୍ପାଟନ ପାଇଁ ଗବେଷକମାନେ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଏହା ମଧ୍ୟରେ ବିଭିନ୍ନ ଦେଶ ପକ୍ଷରୁ ଟିକା ସବୁ ସୃଷ୍ଟି କରାଯାଇଛି ଏବଂ ଟିକାକରଣ…
ପାକିସ୍ତାନରେ ଚୀନ ନାଗରିକ ଯାଉଥିବା ବସକୁ ଉଡାଇଲେ ଆତଙ୍କବାଦୀ, ୧୦ ମୃତ, ୩୦ ଆହତ
ନୂଆଦିଲ୍ଲୀ : ପାକିସ୍ତାନ ସହ ବନ୍ଧୁତା ଚୀନକୁ ପଡିଲା ମହଙ୍ଗା। ପାକିସ୍ତାନର ଉତ୍ତର ରାଜ୍ୟ ଖଇବର ପଖତୁନଖଓ୍ଵାରେ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଚୀନ ନାଗରିକ ମଧ୍ୟ…