Browsing Category

ବିଦେଶ

ଭାରତ ପରେ ଏହି ଦେଶଗୁଡିକରେ ଟିକ୍-ଟକ୍ ସମେତ ଅନେକ ଚୀନ୍ ଆପ୍ ବ୍ୟାନ୍, ଜାଣନ୍ତୁ

ଭାରତରେ ଟିକ୍-ଟକ୍ ଆପ୍ ସମେତ ୫୯ଟି ଚୀନ୍ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର । ଫଳରେ ଚୀନର ଏହି ସମସ୍ତ କମ୍ପାନୀଗୁଡିକ ଆର୍ଥିକ କ୍ଷତି ସହୁଛି । ଏହାରି ମଧ୍ୟରେ ଚୀନକୁ ମିଳିଛି ଆଉ ଏକ ଶକ୍ତ ଝଟକା ।…

ବୁଦ୍ଧିବଣା ହୋଇ ଶେଷରେ ପଛକୁ ହଟିଲା ଚୀନ୍

ନୂଆଦିଲ୍ଲୀ,୬ ।୭: ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତ-ଚୀନ୍ ମଧ୍ୟରେ ଚାଲିଥିବା ହିଂସାକାଣ୍ଡ ପରେ ପଛକୁ ହଟିଲେ ଉଭୟ ଦେଶର ସେନା । ମିଳିଥିବା ସୂଚନା ମୁତାବକ, ଚୀନ୍ ସୋନ ସଂଘର୍ଷ ସ୍ଥାନରୁ ୧.୫ କିଲୋମିଟର ଫେରିଛନ୍ତି ।…

ଉଡିବ ୩୬ଟି ଅନ୍ତର୍ଜାତୀୟ ବିମାନ

ନୂଆଦିଲ୍ଲୀ,୫ ।୭: କରୋନା ମହାମାରୀ ପାଇଁ ଅନ୍ତର୍ଜାତୀୟ ବିମାନ ସେବା ଠପ୍ ହୋଇଛି । ଅନ୍ୟ ଦେଶରୁ ନା ବିମାନ ଆସୁଛି ନା ଯାଉଛି । ଏହାରି ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ଉଡିବାକୁ ଯାଉଛି ୩୬ଟି ଏୟାର ଇଣ୍ଡିଆ ବିମାନ ।…

ପ୍ରଥମଥର ପାଇଁ ଚୀନରେ କିପରି ବ୍ୟାପିଥିଲା କରୋନା? ଜାଣନ୍ତୁ ଯାଞ୍ଚ ପରେ WHOର ଖୁଲାସା

କରୋନା ଭାଇରସକୁ ନେଇ ଚୀନ ଉପରେ ପ୍ରଥମରୁ ହିଁ ଅଭିଯୋଗ ଲାଗିଛି । ଏବେ ଏକ ରିପୋର୍ଟରୁ ଖୁଲାସା ହୋଇଛି କି, ୭ ବର୍ଷ ପୂର୍ବେ ଚୀନରେ ଷ୍ଟ୍ରେନ ନାମକ ଭାଇରସ୍ ଚିହ୍ନଟ ହୋଇଥିଲା, ଯେଉଁଥିରେ ଥିବା ଭାଇରସ୍ କରୋନାର ଅତି…

ଏବେ ଭାଙ୍ଗିବ ଚୀନର ମେରୁଦଣ୍ଡ! ଭାରତରେ ବ୍ୟାନ୍ ପରେ ଟିକଟକକୁ ୬ ବିଲିୟନ ଡଲାରର କ୍ଷତି

ଏଦାଖରେ ଭାରତ ସହ ମୁହାଁମୁହିଁ ହେବା ଚୀନକୁ ମହଙ୍ଗା ପଡିଛି । ଭାରତ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରି ପାଖାପାଖୀ ୫୯ଟି ଚାଇନିଜ୍ ଆପକୁ ବ୍ୟାନ କରି ଚୀନର ଆର୍ଥିକ ମେରୁଦଣ୍ଡ ଭାଙ୍ଗ ଦେଇଛନ୍ତି । ଏକ ମିଡିଆ ରିପୋର୍ଟ…

ପାକ୍ ବୈଦେଶିକ ମନ୍ତ୍ରୀ କ୍ୟୁରେସୀଙ୍କୁ କରୋନା

ବିଶ୍ୱରେ କରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ ମଧ୍ୟ କରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି । ନିଜେ ଟ୍ୱୀଟ୍ କରି ଏନେଇ ସୂଚନା…

ଜୁଲାଇ ୩୧ ଯାଏଁ ଉଡିବନି ଅନ୍ତର୍ଜାତୀୟ ବିମାନ

ନୂଆଦିଲ୍ଲୀ,୩ ।୭: କରୋନା ମହାମାରୀର ସଙ୍କଟ ସମୟରେ ସାରା ଦେଶରେ ଅନଲକ୍-୨ ଆରମ୍ଭ ହୋଇଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବି ଟଳିନି ବିପଦ । ଏନେି ଜୁଲାଇ ୩୧ ତାରିଖ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା…