Browsing Category
ଦେଶ
(Video) ଜୋତା ପିନ୍ଧି ଇନ୍ଦିରା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କଲେ ରାହୁଲ, ବିଜେପି କହିଲା ଇଟାଲୀୟ ସଂସ୍କୃତି
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଭୋପାଳ ଗସ୍ତରେ ଥିଲେ । ତାଙ୍କ ଗସ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି ।
ଏହି ଭିଡିଓରେ ରାହୁଲ…
ପାକିସ୍ତାନରେ ଭୂକମ୍ପ ଆଣିଲା ସୁଯୋଗ, ଜେଲରୁ ଚମ୍ପଟ ମାରିଲେ 216 କଏଦୀ
ନୂଆଦିଲ୍ଲୀ: ପାକିସ୍ତାନର କରାଚୀରେ ଗୋଟିଏ ପରେ ଗୋଟିଏ ଭୟଙ୍କର ଭୂକମ୍ପ ହେବାରେ ଲାଗିଛି । ଆଉ ଏହି ଭୂମ୍ପର ଫାଇଦା ଉଠଉଛନ୍ତି ପାକିସ୍ତାନ ଜେଲରେ ଥିବା କଏଦୀ । ଭୂମିକମ୍ପ ସମୟରେ, ସୁରକ୍ଷା କାରଣରୁ ଜେଲ ଅଧିକାରୀମାନେ…
Pitru Paksha 2025: କେବେ ଆରମ୍ଭ ହେବ ପିତୃପକ୍ଷ, ଜାଣନ୍ତୁ ଶ୍ରାଦ୍ଧ କଲେ କଣ ହୁଏ
ନୂଆଦିଲ୍ଲୀ: ପିତୃପକ୍ଷକୁ ହିନ୍ଦୁ ଧର୍ମରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ । ଏହି ସମୟ ମୁଖ୍ୟତଃ ପୂର୍ବପୁରୁଷଙ୍କ ପିଣ୍ଡଦାନ, ତର୍ପଣ ଏବଂ ଶ୍ରାଦ୍ଧ ପାଇଁ ଉତ୍ସର୍ଗୀକୃତ । ଯାହା ୧୫ ଦିନ…
ଆତଙ୍କବାଦ ବିରୋଧରେ ଭାରତକୁ ଆଉ ଏକ ମୁସଲମାନ ଦେଶର ସମର୍ଥନ
ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେସନ ପରେ ଭାରତୀୟ ସଂସଦୀୟ ପ୍ରତିନିଧି ଦଳ ବିଶ୍ୱର ବିଭିନ୍ନ ଦେଶ ଗସ୍ତ କରୁଛନ୍ତି। ଏହି ସମୟରେ ଅନ୍ୟ ଏକ ଦେଶ…
ଆରବିଆଇ ଏବଂ ପୋଷ୍ଟାଲରେ ଜମା କରନ୍ତୁ ୨୦୦୦ ଟଙ୍କିଆ ନୋଟ୍, ୯୮% ନୋଟ୍ ଫେରିଥିବା କହିଲା ଆରବିଆଇ
ନୂଆଦିଲ୍ଲୀ: ୯୮ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ଫେରିଥିବା ନେଇ ସୂଚନା ଦେଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ।
୯୮.୨୬ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି । ୨୦୨୩ ମେ’ରେ ପ୍ରତ୍ୟାହାର…
ଏହି ମୁସଲିମ୍ ଦେଶର ବଡ଼ ଘୋଷଣା, ବକ୍ରି ଇଦରେ ହେବନି ଜୀବ ହତ୍ୟା
ନୂଆଦିଲ୍ଲୀ: ଆଗକୁ ଆସୁଛି ଇଦ-ଅଲ- ଅଜହା ଅର୍ଥାତ୍ ବକ୍ରି ଇଦ୍ । ମୁସଲମାନ ସମ୍ପ୍ରଦାୟର ଏହା ଏକ ବଡ଼ ପର୍ବ । ସାରା ବିଶ୍ୱରେ ଚଳିତମାସ 6 ଓ 7 ତାରିଖରେ ଏହି ବକ୍ରି ଇଦ୍ ପାଳନ ହେବାକୁ ଯାଉଛି । କୋରାନ ମୁତାବିକ ଏହି…
(Video) ମେ’ରେ ବାହାହେଲେ ଖାନ୍ ସାର ଜୁନରେ ଦେଲେ ଭୋଜି, ଅତିଥିଙ୍କ ଆଗରେ ତେଜସ୍ୱୀଙ୍କୁ କଲେ ଥଟା
ପାଟନା: ଗୋପନୀୟ ବିବାହ କରିବା ପରେ ବିହାରର ବହୁଚର୍ଚ୍ଚିତ ଖାନ୍ ସାର ଗତକାଲି ଦେଇଛନ୍ତି ଭୋଜି । ମେ’ରେ ବାହାହେବା ପରେ ଜୁନ୍ ୨ ତାରିଖରେ ରିସେପ୍ସନ ଭୋଜି ଦେଇଛନ୍ତି ଖାନ୍ ସାର ।
ବିହାରର ବହୁ ନେତା…
ବ୍ୟାପୁଛି କରୋନା, ୪୦୦୦ ପାର୍ କଲା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୫ ମୃତ୍ୟୁ, ହୋଇପାରେ ଲକଡଉନ୍ !
ନୂଆଦିଲ୍ଲୀ: ଭାରତରେ ପୁଣି ବେକାବୁ ହେଲାଣି ମହାମାରି କରୋନା। ଦିନକୁ ଦିନ ଦେଶରେ ବୃଦ୍ଧି ପାଉଛି କରୋନା ମାମଲା। ଗତ ୨୪ ଘଣ୍ଟା ମଧ୍ୟରେ ଏହି ମହାମାରି ପୁଣି ୫ ଜଣଙ୍କ ମୁଣ୍ଡ ନେଇଛି। ଏହାସହ ୪୦୦୦ ପାର୍ କରିଛି ସକ୍ରିୟ…
ସାବଧାନ! RBI, SBI ନାଁରେ ZERO ହୋଇଯାଉଛି ବ୍ୟାଙ୍କ ଆକାଉଣ୍ଟ, ଜାଣନ୍ତୁ ଠକେଇରୁ ବଞ୍ଚିବେ କେମିତି
ନୂଆଦିଲ୍ଲୀ: ସାଇବର ଠକେଇର ନୂଆ ନୂଆ କୌଶଳ ବାହାରିଲାଣି । ଏବେ RBI ଭଏସ୍ କଲ୍ ଏବଂ SBI ରିୱାର୍ଡ ପଏଣ୍ଟ ମାଧ୍ୟମରେ ଠକେଇର ନୂତନ ପଦ୍ଧତି ଉଦ୍ଭାବନ କରାଯାଇଛି। ସାଇବର ଠକମାନେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ନାମରେ…
ପୁଣି ଦିଲ୍ଲୀ ଗଲେ ଆଉ ଜଣେ IAS ଅଫିସର, କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଶିଷ ଠାକରେ
ନୂଆଦିଲ୍ଲୀ: ଡେପୁଟେସନରେ ଆଶିଷ ଠାକରେ। ପୁଣି ଦିଲ୍ଲୀ ଗଲେ ଆଉ ଜଣେ IAS ଅଫିସର। ସରକାର ବଦଳିବା ପରେ ଅନେକ IAS ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି।
ଠିକ୍ ସେହପରି ଏବେ ଆଉ ଜଣେ IAS ଅଫିସର। କେନ୍ଦ୍ରୀୟ…