Browsing Category
ଦେଶ
ଟାଟା ଷ୍ଟିଲକୁ ବଡ଼ ଝଟକା! ମିଳିଲା ୧୯୦୨ କୋଟି ଟଙ୍କାର ନୋଟିସ, ଜାଣନ୍ତୁ କଣ ହେଉଛି ପୂରା ମାମଲା
ନୂଆଦିଲ୍ଲୀ : ଭାରତର ଅଗ୍ରଣୀ ଇସ୍ପାତ ନିର୍ମାତା କମ୍ପାନୀ ଟାଟା ଷ୍ଟିଲକୁ ଓଡ଼ିଶାର ଖଣି ବିଭାଗରୁ ଏକ ବଡ଼ ଝଟକା ଲାଗିଛି। କମ୍ପାନୀକୁ ଜାଜପୁରର ଡେପୁଟି ଡାଇରେକ୍ଟର ଅଫ୍ ମାଇନ୍ସଙ୍କଠାରୁ ୧୯୦୨.୭୨ କୋଟି ଟଙ୍କାର…
ସରକାରୀ କର୍ମଚାରୀଙ୍କ ପାଇଁ ସରକାରଙ୍କ ଉପହାର! ପେନସନକୁ ନେଇ ବଡ଼ ଘୋଷଣା, ୨୩ ଲକ୍ଷ ଲୋକଙ୍କୁ ମିଳିବ ଲାଭ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଏକୀକୃତ ପେନସନ ଯୋଜନା (Unified Pension Scheme - UPS) ଅଧୀନରେ ଜାତୀୟ ପେନସନ ପ୍ରଣାଳୀ (National Pension System - NPS) ସହ ସମାନ କର ଲାଭର ଘୋଷଣା…
ଅନଲାଇନ୍ ଦୋସ୍ତି ବାହାନାରେ ଯୁବକଙ୍କୁ କିଡନାପ୍
ନୂଆଦିଲ୍ଲୀ: ରାଜଧାନୀରେ ଚାଞ୍ଚଲ୍ୟ। ବନ୍ଧୁତା ବାହାନାରେ ଯୁବକଙ୍କୁ ଅପହରଣ। ଦୁଇମାସ ହେବ ହ୍ୱାଟ୍ସଆପରେ ବନ୍ଧୁତା କତା ହୋଇ ବନ୍ଧୁତା ସ୍ଥାପନ ହୋଇଥିଲା। ଆଉ ପରେ କିଡନାପ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।…
ହୁତୁହୁତୁ ହୋଇ ଜଳୁଛି ବିଶାଲ ମେଗାମାର୍ଟ
ନୂଆଦିଲ୍ଲୀ: ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳୁଛି ବିଶାଲ ମେଗାମାର୍ଟ। ରାଜଧାନୀ ଦିଲ୍ଲୀର କାରୋଲବାଗରେ ଥିବା ବିଶାଲ ମେଗା ମାର୍ଟରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି।
ଅଗ୍ନିକାଣ୍ଡ…
ଟ୍ରେନରେ ମହଙ୍ଗା ଖାଦ୍ୟ ବିକୁଥିବା କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ରେଲୱେ ସ୍ଥିର କଲା ଭେଜ-ମିଲର ରେଟ୍, ସେୟାର କଲା ମେନୁ
ଭାରତରେ ପ୍ରତିଦିନ କୋଟି କୋଟି ଲୋକ ଟ୍ରେନରେ ଯାତ୍ରା କରନ୍ତି, ଯେଉଁମାନଙ୍କ ମଧ୍ୟରୁ ଅନେକ ଦୀର୍ଘ ଦୂରତା ଯାତ୍ରା କରନ୍ତି। ଦୀର୍ଘ ଯାତ୍ରା ସମୟରେ ଖାଦ୍ୟ ଅତ୍ୟନ୍ତ ଜରୁରୀ। ଅନେକ ଯାତ୍ରୀ ଘରୁ ଖାଦ୍ୟ ନେଇ ନଯାଇ…
ବିହାରରେ ସାନିଟାରୀ ପ୍ୟାଡ୍ ପ୍ୟାକେଟରେ ରାହୁଲ ଗାନ୍ଧୀଙ୍କ ଫଟୋ: ଆରମ୍ଭ ହେଲା ବିବାଦ
ପାଟନା: ବିହାରରେ ଆଗାମୀ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପକ୍ଷରୁ ମହିଳାମାନଙ୍କୁ ଉଚିତ ମୂଲ୍ୟରେ ସାନିଟାରୀ ପ୍ୟାଡ୍ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପ୍ୟାକେଟଗୁଡିକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ…
ଅମରନାଥ ଗୁମ୍ଫା-ମୁସଲମାନଙ୍କ ମଧ୍ୟରେ ସମ୍ପର୍କ, ଜାଣନ୍ତୁ ପୁରା ଘଟଣା
ଓଡିଶା ଭାସ୍କର: ଜୁଲାଇ 3ରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ହିନ୍ଦୁ ଧର୍ମରେ ଅମରନାଥ ଯାତ୍ରାର ବିଶେଷ ମହତ୍ତ୍ୱ ଅଛି ଏବଂ ପ୍ରତ୍ୟେକ ଶିବ ଭକ୍ତଙ୍କ ପାଇଁ ବାବା ବର୍ଫାନୀଙ୍କ ଦର୍ଶନ ଏକ ସ୍ୱପ୍ନଠାରୁ କମ୍ ନୁହେଁ।…
ଚଳନ୍ତା ଟ୍ରେନରେ ଲାଗିଲା ନିଆଁ, ଯାତ୍ରୀଙ୍କ ମଧ୍ୟରେ ଆତଙ୍କ: ରେଲୱେର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ : କର୍ଣ୍ଣାଟକରେ ଏକ ବଡ଼ ରେଳ ଦୁର୍ଘଟଣା ଟଳିଯାଇଛି । ସୂଚନା ଅନୁସାରେ,ଉଦୟପୁର ଅଭିମୁଖେ ଯାଉଥିବା ହମସଫର ଏକ୍ସପ୍ରେସର ଇଞ୍ଜିନରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ…
Viral Video:: ଝରଣା ପାଖରେ ମଜା ନେଉଥିବା ଲୋକଙ୍କ ସାମ୍ନାରେ ପ୍ରକୃତି ଦେଖାଇଲା ରୌଦ୍ର ରୂପ, ୫ ସେକେଣ୍ଡରେ ବଦଳିଗଲା ଦୃଶ୍ୟ
ପ୍ରକୃତି ସହ ଖେଳ କରିବା କେବେ ବି ଭଲ ନୁହେଁ, କାରଣ ଏହା ଯେତିକି ସୁନ୍ଦର ସେତିକି ଭୟଙ୍କର ମଧ୍ୟ ହୋଇପାରେ। କିନ୍ତୁ ଅନେକ ଲୋକ ଏହାକୁ ବୁଝିପାରନ୍ତି ନାହିଁ ଓ ପ୍ରକୃତି ସହ ଖେଳ ଆରମ୍ଭ କରିଦିଅନ୍ତି, ଯାହାର ପରିଣାମ…
3 ବର୍ଷ କାଳ ଛାତ୍ରୀଙ୍କୁ ବନ୍ଦୀ କରି ବଳାତ୍କାର, ଗର୍ଭବତୀ ହେବାରୁ ଗର୍ଭପାତ ପାଇଁ ବାଧ୍ୟ
ଉତ୍ତରପ୍ରଦେଶ: ଛାତ୍ରୀଙ୍କୁ ବାରମ୍ବାର ମାଡ଼ ମାରି ଦୁଷ୍କର୍ମ କରୁଥିଲେ ମୌଲାନା, ସେ ପୁଣି ତାଙ୍କ ସ୍ତ୍ରୀଙ୍କ ସହଯୋଗରେ। ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମେରଠରେ।
ଛାତ୍ରୀ ଜଣଙ୍କ…