Browsing Category

ଦେଶ

ଚଳିତ ମାସରେ ବଦଳିବ ମୋଦୀଙ୍କ କ୍ୟାବିନେଟ୍! ଓଡ଼ିଶାରୁ ଜଣଙ୍କୁ ମିଳିପାରେ ସ୍ଥାନ, ଆଗକୁ ଘୋଷଣା ହୋଇପାରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ପରିସ୍ଥିତି ସେତିକି ଉଷ୍ମ ହେବାରେ ଲାଗିଛି । ଏହାକୁ ନେଇ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି…

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିମାଡ଼: ୩ ମୃତ, ୭ ଆହତ

ନୂଆଦିଲ୍ଲୀ: ନୂଆ ବର୍ଷରେ ଜାମ୍ମୁ-କାଶ୍ମୀରେ ପୁଣି ଥରେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରିଛନ୍ତି ଆତଙ୍କବାଦୀ । ରବିବାର ସନ୍ଧ୍ୟାରେ ଆତଙ୍କୀମାନେ ଗୁଳି ମାଡ଼ ଆରମ୍ଭ କରି ଦେଇଥିଲେ । ଏହି ଘଟଣାରେ ତିନି ସ୍ଥାନୀୟ ଲୋକଙ୍କର…

ନୂଆ ବର୍ଷରେ ଖୁସି ଖବର: ଏବେ ଘର ଭଡ଼ା ଉପରେ ଦେବାକୁ ପଡ଼ିବ ନାହିଁ ଜିଏସ୍‌ଟି

ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭରୁ ଅର୍ଥନୀତି କ୍ଷେତ୍ରରେ ଅନେକ ଭଲ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ସେଣ୍ଟ୍ରାଲ ବୋର୍ଡ ଅଫ ଇଣ୍ଡାଇରେକ୍ଟ ଟ୍ୟାକ୍ସସେସ୍ ଏବଂ କଷ୍ଟମ୍‌(ସିବିଆଇସି) ଏକ ବିଜ୍ଞପ୍ତି ପ୍ରକାଶ…

ଆନ୍ଧ୍ରରେ ପୁଣି ଦଳାଚକଟା: ପୁଣି ବଳି ପଡ଼ିଲେ ନିରୀହ ଜନତା, ଚନ୍ଦ୍ରବାବୁଙ୍କ ସଭାରେ ଭିଡ଼ ସାଜୁଛି କାଳ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କ ବେଳକାଳ ଠିକ୍ ନାହିଁ । ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଚନ୍ଦ୍ରବାବୁଙ୍କ ସଭାରେ…

Operation Lotus କରିବ ଖେଳ! ହିମାଚଳ ପ୍ରଦେଶର ୧୮ ଜଣ କଂଗ୍ରେସ ବିଧାୟକ ଗାଏବ୍

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରି କଂଗ୍ରେସ ବାଜି ମାରି ନେଇଥିଲା । କଂଗ୍ରେସ ନେତା ସୁଖବିନ୍ଦର ସିଂହ ସୁଖୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ…

ନୂଆ ବର୍ଷରେ PNB ଗ୍ରାହକଙ୍କ ପାଇଁ ଖୁସି ଖବର, ସେଭିଂ ଆକାଉଣ୍ଟ ଏବଂ ଏଫଡି ଉପରେ ବଢ଼ିଲା ସୁଧ ହାର

ନୂଆଦିଲ୍ଲୀ: ନୂଆ ବର୍ଷର ପ୍ରଥମ ଦିନରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏହାର ଗ୍ରାହକ ମାନଙ୍କୁ ଖୁସି ଖବର ଦେଇଛି। ପିଏନବି ସେଭିଂ ଆକାଉଣ୍ଟ ଏବଂ ଫିକ୍ସଡ ଡିପୋଜିଟ ସୁଧ ହାରକୁ ୨ କୋଟିରୁ କମ୍ ବୃଦ୍ଧି କରିଛି। ରିଜର୍ଭ…

କେଉଁଠାରେ ରହିଛି ବିଶ୍ୱର ସର୍ବବୃହତ ରେଲୱେ ଷ୍ଟେସନ; ଜାଣନ୍ତୁ କଣ ରହିଛି ଆଶ୍ଚର୍ଯ୍ୟ କଥା

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବା ସର୍ବଦା କମ୍ ଖର୍ଚ୍ଚ ସହ ନିରାପଦ ବୋଲି କୁହାଯାଏ । ଯାତ୍ରା କରିବାର ସମୟ ମଧ୍ୟ ଏଥିରେ କମ୍ ରହିଥାଏ । ଯଦି ମାନବ ସଭ୍ୟତାର ବିକାଶକୁ ବଢାଉଥିବା ଉଦ୍ଭାବନଗୁଡିକର ଏକ ତାଲିକା…

Virus ନା Bacteria: କିଏ ବେଶୀ ଭୟଙ୍କର, କିଏ ପ୍ରଥମେ ଏ ଦୁନିଆକୁ ଆସିଥିଲା?

ନୂଆଦିଲ୍ଲୀ: ଗତ ତିନି ବର୍ଷ ଧରି ସାରା ବିଶ୍ୱବାସୀଙ୍କ ମୁହଁରେ କେବଳ ଗୋଟିଏ ଶବ୍ଦ ‘ଭାଇରସ’ । କରୋନା ଦୀର୍ଘଦିନ ଧରି ଲୋକଙ୍କୁ ସଂକ୍ରମିତ କରିଆସୁଥିଲେ ହେଁ ବୈଜ୍ଞାନିକମାନେ ଏହାଠାରୁ କାହିଁ କେତେଗୁଣରେ ଭୟଙ୍କର ଭାଇରସ…

ନୂଆବର୍ଷରେ ଲଜ୍ଜ୍ୟା: ଯୁବତୀଙ୍କୁ କାରରେ ୪ କିମି ପର୍ଯ୍ୟନ୍ତ ଘୋଷାରି ନେଲେ, ୫ ଯୁବକଙ୍କ ନୃଶଂସତାର ସୀମା ଟପିଲା

ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯେତେ ନିୟମ ପ୍ରଣୟନ କରାଗଲେ ମଧ୍ୟ ଅପରାଧୀମାନେ ଜମାରୁ ସୁଧୁରୁ ନାହାନ୍ତି କି ସଡ଼କ ଦୁର୍ଘଟଣା ହ୍ରାସ ପାଉନାହିଁ । ତେବେ ଏହି କ୍ରମରେ ଆଜି ଦିଲ୍ଲୀରେ ଏକ ଅବିଶ୍ୱସନୀୟ…

ଆପଣଙ୍କୁ ‘ଥଣ୍ଡା’ ହୋଇଛି ନା ‘ଓମିକ୍ରନ BF.7’ : ଏଣିକି ୨ ମିନିଟରେ ହେବ ଚିହ୍ନଟ

ନୂଆଦିଲ୍ଲୀ: ‘ଯେମିତି କର୍ମକୁ ସେମିତି ଫଳ’ କଥାଟି ଚୀନକୁ ବେଶ୍ ସୁହାଉଛି । ସେଠାରେ ଲଗାତାର ତୃତୀୟ ବର୍ଷ ପାଇଁ କରୋନା ମହାମାରୀ ଯୋଗୁଁ ହାହାକାର ସୃଷ୍ଟି ହୋଇଛି । ବେଜିଂ ସମେତ ପ୍ରତ୍ୟେକ ଛୋଟ ଏବଂ ବଡ ସହରରେ…