Browsing Category

ଦେଶ

ମଧ୍ୟପ୍ରଦେଶର ଏକ ଚଳନ୍ତା ଟ୍ରେନରେ ଲାଗିଲା ନିଆଁ, ଅନେକ ଯାତ୍ରୀ ଟ୍ରେନରୁ ଡେଇଁ ବଞ୍ଚାଇଲା ଜୀବନ (ଦେଖନ୍ତୁ Video)

ନୂଆଦିଲ୍ଲୀ: ଦେଶରେ ଟ୍ରେନ୍ ଦୁର୍ଘଟଣାର ଧାରା ବନ୍ଦ ହେବାର କୌଣସି ସଙ୍କେତ ମିଳୁନାହିଁ । ଏଥର ମଧ୍ୟପ୍ରଦେଶରେ ରବିବାର ଅର୍ଥାତ୍ ଆଜି ଏକ ଚଳନ୍ତା ଟ୍ରେନରେ ନିଆଁ ଲାଗିଯାଇଥିଲା । ଏହି କାରଣରୁ ଯାତ୍ରୀମାନଙ୍କ ମଧ୍ୟରେ…

ଘର ଭଡ଼ା ଦେଉଥିଲେ ସାବଧାନ ! ମାଲିକାନା ଦାବି କରିପାରନ୍ତି ଭଡ଼ାଟିଆ, ଜାଣନ୍ତୁ ଘର ମାଲିକ କିପରି ରଖିବେ ନିଜକୁ ସୁରକ୍ଷିତ

ଓଡ଼ିଶା ଭାସ୍କର: ଆଜିକାଲି ଘର ଭଡ଼ା ରୋଜଗାରର ଏକ ବିକଳ୍ପ ପନ୍ଥା ପାଲଟିଯାଇଛି । ଏହା ଅଧିକାଂଶ ଲୋକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରିଥାଏ । ବିଶେଷ କରି ବଡ଼ ବଡ଼ ସହର କିମ୍ବା ଦିଲ୍ଲୀ, ମୁମ୍ବାଇ ଭଳି ମେଟ୍ରୋ ସହର…

ଦୀପାବଳି ପାଇଁ ଲାଗିଲା କଟକଣା: ନଭେମ୍ବର ୯ ପର୍ଯ୍ୟନ୍ତ ୧୬ଟି ରେଲୱେ ଷ୍ଟେସନରେ ମିଳିବନି ପ୍ଲାଟଫର୍ମ ଟିକେଟ

ନୂଆଦିଲ୍ଲୀ: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି ପାଇଁ ଲାଗିଲା କଟକଣା: ନଭେମ୍ବର ୯ ପର୍ଯ୍ୟନ୍ତ ୧୬ଟି ରେଲୱେ ଷ୍ଟେସନରେ ମିଳିବନି ପ୍ଲାଟଫର୍ମ ଟିକେଟ । ଦିପାବଳୀ ଅବସରରେ ଦେଶର ବିଭିନ୍ନ ରେଳ ଷ୍ଟେସନମାନଙ୍କରେ…

ଭୁବନେଶ୍ୱର ବିମାନବନ୍ଦର ପରେ ଏବେ ୧୦ଟି ବଡ଼ ହୋଟେଲକୁ ବୋମା ଧମକ: ୪୬ ଲକ୍ଷ ନଦେଲେ ଉଡ଼ାଦେବାକୁ ଆସିଲା ଇ-ମେଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୪ ତାରିଖରେ ବାତ୍ୟା ‘ଦାନା’କୁ ନେଇ ସାରା ରାଜ୍ୟବାସୀ ବିବ୍ରତ ଅବସ୍ଥାରେ ରହିଥିବା ବେଳେ ସେହି ସମୟରେ ଆସିଥିଲା ଏକ ବଡ଼ ଧମକ । ଭୁବନେଶ୍ୱର ବିମାନବନ୍ଦର ଓ ଝାରସୁଗୁଡ଼ା ବିମାନବନ୍ଦରକୁ…

(Video) ଡ୍ୟୁଟିରେ ଥାନାରେ ବାବୁ ପିନ୍ଧିଥିଲେ ଲୁଙ୍ଗି, ମହିଳା ଅଭିଯୋଗ କରିବାକୁ ଆସିବାରୁ …

ଭୋପାଲ: ମଧ୍ୟପ୍ରଦେଶର ଏକ ଥାନାରେ ଡ୍ୟୁଟି ସମୟରେ ଏସଆଇ ଲୁଙ୍ଗି ପିନ୍ଧିବାକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଲୁଙ୍ଗି ପିନ୍ଧି ଜଣେ ମହିଳା ଅଭିଯୋଗକାରିଣୀଙ୍କ ଅଭିଯୋଗ ନ ନେଇ ତାଙ୍କୁ ଗାଳି ମନ୍ଦ ଦେଇ…

‘Free Cylinder Scheme’ର ଶୁଭାରମ୍ଭ: ଦୀପାବଳୀରେ ୧ ଲକ୍ଷ ୮୪ ହଜାର ଲୋକଙ୍କୁ ବଣ୍ଟାଯିବ ମାଗଣା ଏଲପିଜି ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ: ଆଗକୁ ଦୀପାବଳୀ ଆସୁଥିବା ବେଳେ ତା’ ପୂର୍ବରୁ ଆସିଛି ଏକ ଖୁସି ଖବର । ଲକ୍ଷାଧିକ ଲୋକଙ୍କୁ ମାଗଣାରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ବଣ୍ଟନ କରାଯିବ । ଦୀପାବଳୀ ପୂର୍ବରୁ ‘ଫ୍ରି ସିଲିଣ୍ଡର ଯୋଜନା’ର ଶୁଭାରମ୍ଭ…

୨୫ ଲକ୍ଷ ଦୀପରେ ଝଲସିବ ‘ଶ୍ରୀରାମ ନଗରୀ’: ଅଯୋଧ୍ୟାରେ ପହଞ୍ଚିଲା ୯୨୦୦୦ ଲିଟର ତେଲ, ପାଳନ ହେବ ମହାଦୀପୋତ୍ସବ

ନୂଆଦିଲ୍ଲୀ: ଆସୁଛି ଆଲୋକର ପର୍ବ ଦୀପାବଳି । ଦୀପର ମିଞ୍ଜି ମିଞ୍ଜି ଆଲୋକରେ ଝଲସି ଉଠିବ ସାରା ଭାରତବର୍ଷ । ଲଙ୍କା ବିଜୟ ପରେ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍‌କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ଦୀପାବଳି ଭାବରେ ପାଳନ…

ଗୁଜରାଟରେ ଭୂକମ୍ପ: ୩.୭ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଥରିଲା ରାଜ୍ୟ

ନୂଆଦିଲ୍ଲୀ: ପୁଣି ଦେଶରେ ଦେଖିବାକୁ ଭୂକମ୍ପ । ଭୂକମ୍ପରେ ଅଚାନକ ଥରି ଉଠିଛି ଗୁଜରାଟ । ରାଜ୍ୟର ଅମରେଲୀରେ ଭୂକମ୍ପ ଝଟକା ଅନୁଭୂତ ହେବା ସହ ଏହି ସମୟରେ ରିକ୍ଟର ସ୍କେଲରେ ତୀବ୍ରତା ୩.୭ ରହିଥିଲା । ଏହା ପୂର୍ବରୁ…

ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱାମୀଙ୍କୁ ପ୍ରାର୍ଥୀ କଲା ଏନସିପି (ସରଦ ପାୱାର) ପାର୍ଟି

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁଛନ୍ତି । ଆଜି ଏନସିପି (ସରଦ) ଗୋଷ୍ଠୀ ପକ୍ଷରୁ ତୃତୀୟ ତାଲିକା ଜାରି କରାଯାଇଛି । ଏହି ତାଲିକାରେ ୯ ଜଣଙ୍କ ନାଁ ସାମ୍ନାକୁ…

ଦୀପାବଳି ପୂର୍ବରୁ ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା: ସରକାରୀ କର୍ମଚାରୀଙ୍କୁ ବଡ଼ ଗିଫ୍ଟ ଦେଲେ ଆସାମ ସରକାର

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଦେଇଥିଲେ ବଡ଼ ଉପହାର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୩ ପ୍ରତିଶତ ବଢ଼ିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର…