
Browsing Category
ଦେଶ
ହତ୍ୟାକାରୀଙ୍କ ବର୍ବରତା, କହ୍ନେୟାଙ୍କ ଉପରେ ଧାରୁଆ ଅସ୍ତ୍ରରେ ୨୬ ଥର ପ୍ରହାର, ୧୩ ଜାଗା କାଟି ଦେଲେ
ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁରରେ ନୂପୁର ଶର୍ମାଙ୍କ ସମର୍ଥନ କାରଣରୁ କହ୍ନେୟାଲାଲଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ସଂଖ୍ୟାଲଘୁ ସଂପ୍ରଦାୟର ଦୁଇ ଦୁର୍ବୃତ୍ତ। କହ୍ନେୟାଲାଲଙ୍କ ପୋଷ୍ଟମର୍ଟମ ଏମବି ହସ୍ପିଟାଲରେ…
୫ଦିନ ଧରି ଶବ ସହ ରହିଥିଲା ପରିବାର: ଘରେ ରହି ଅସୁସ୍ଥ ହେଲେ ୧୧ ସଦସ୍ୟ
ନୂଆଦିଲ୍ଲୀ: କୌଣସି ବ୍ୟକ୍ତିର ମୃତ୍ୟୁ ପରେ ଶବ ଦାହ କରାଯାଏ। କିନ୍ତୁ ଶବ ସହ ୫ ଦିନ ଧରି ଏକ ବନ୍ଦ ଘରେ ପୁରା ପରିବାର ରହିଥିବା ଘଟଣା ଶୁଣିଲେ ଆପଣମାନଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। ତେବେ ପ୍ରୟାଗରାଜର କରଛନା…
ହତ୍ୟାକାରୀଙ୍କୁ ବି କାଟି ଦିଅ, ଜୀବନ ବଦଳରେ ଆମକୁ ଜୀବନ ଦରକାର, କହ୍ନେୟାଲାଲଙ୍କ ପରିଜନଙ୍କ ଦାବି
ଉଦୟପୁର: ବିଜେପିର ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମାଙ୍କ ସମର୍ଥନରେ ଫେସବୁକରେ ପୋଷ୍ଟ ନେଇ ସଂଖ୍ୟାଲଘୁ ସଂପ୍ରଦାୟର ଦୁର୍ବୃତ୍ତ କହ୍ନେୟାଲାଲଙ୍କ ନିର୍ମମ ହତ୍ୟା କରିଛନ୍ତି। ଘଟଣାକୁ ନେଇ ପୂରା ଦେଶ ସ୍ତବ୍ଧ।…
କେନ୍ଦ୍ରର ଚିଠି ଉପରେ ମମତାଙ୍କ ଜବାବ- ଅଗ୍ନିବୀର ହେଉଛନ୍ତି ବିଜେପିର କାର୍ଯ୍ୟକର୍ତ୍ତା, ମୁଁ କାହିଁକି ଚାକିରି ଦେବି
ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଯୋଜନାକୁ ନେଇ ବିଜେପିକୁ ଶାଣିତ ସ୍ଵରରେ ହମଲା କରିଛନ୍ତି। ସେ କହିଛନ୍ତି ଅଗ୍ନିବୀର ହେଉଛନ୍ତି…
ଫ୍ଲୋର ଟେଷ୍ଟ ବିରୋଧରେ ସୁପ୍ରିମକୋର୍ଟରେ ଶିବସେନା; ଅପରାହ୍ନ ୫ ଟାରେ ଶୁଣାଣି
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ମହାରଷ୍ଟ୍ର ରାଜନୀତିରେ ଏବେ ହଲଚଲ ବଢିଯାଇଛି। କାରଣ ରାଜ୍ୟପାଳ ଭଗତ ସିଂହ କୋଶିଆର ଆସନ୍ତାକାଲି ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ସରକାରଙ୍କୁ କହିଛନ୍ତି। ତେବେ ଆସନ୍ତା କାଲି ଫ୍ଲୋର୍…
ଯଦି ପୀଡିତା ପ୍ରତିବାଦ ନକରନ୍ତି, ଏହାର ଅର୍ଥ ନୁହେଁ ଯେ ସେ ଯୌନ ସମ୍ପର୍କ ପାଇଁ ସହମତି: ହାଇକୋର୍ଟ
ପାଟଣା(ଓଡ଼ିଶା ଭାସ୍କର): ଯୌନ ନିର୍ଜାତନା ସମୟରେ ଯଦି କୌଣସି ଆଭ୍ୟନ୍ତରୀଣ କିମ୍ବା ବାହ୍ୟ ଆଘାତ ନହୁଏ, ତେବେ ଏହାର ଅର୍ଥ ନୁହେଁ ଯେ ପୀଡିତା ଜଣକ ସହମତି ଭିତ୍ତିରେ ଯୌନ ସମ୍ପର୍କ ରଖିଥିଲେ। ଏଭଳି ଏକ ଗୁରୁତ୍ୱ ପୁର୍ଣ୍ଣ…
ମହାରାଷ୍ଟ୍ର ସଙ୍କଟ: କାଲି ହେବ ଫ୍ଲୋର ଟେଷ୍ଟ, ଏଣ୍ଟ୍ରି ମାରିପାରେ ବିଜେପି
ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟରେ ଏଣ୍ଟ୍ରି ମାରିପାରେ ବିଜେପି । ରାଜ୍ୟପାଳ ଭଗତ ସିଂହ କୋଶିଆରଙ୍କ ସାମ୍ନାରେ ଫ୍ଲୋର ଟେଷ୍ଟ ଦାବି କରିଛି ଦଳ । ଏହା ବ୍ୟତୀତ ଆସନ୍ତା ଗୁରୁବାର ବିଧାନସଭାରେ…
(Video) ସ୍ମାର୍ଟ କ୍ଲାସରେ ବାଜିଲା ‘ଅଶ୍ଲୀଳ’ ଭୋଜପୁରୀ ଗୀତ: ମଜାରେ ବସି ଦେଖିଲେ ଶିକ୍ଷକ ଓ ଛାତ୍ର
ପାଟନା: ବିହାରର ଶିକ୍ଷା ବ୍ୟବସ୍ଥା କେତେ ଯେ ଖରାପ ହୋଇଛି, ତାହା ତ ସମସ୍ତେ ଜାଣିଛନ୍ତି । ଅନେକ ସ୍କୁଲରେ ପାଠପଢ଼ା ନାଁରେ ଛୁଆଙ୍କ ଭବିଷ୍ୟତ ସହ ଖେଳାଯାଉଛି । ଏବେ ତ ପ୍ରାୟ ସମସ୍ତ ସ୍କୁଲରେ ‘ସ୍ମାର୍ଟ କ୍ଲାସ୍’ର…
(Video) ଉଦୟପୁର ହତ୍ୟାକାଣ୍ଡରେ ୨ ଅଭିଯୁକ୍ତ ଗିରଫ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଦେଇଥିଲେ ହତ୍ୟା ଧମକ
ନୂଆଦିଲ୍ଲୀ: ବିଜେପିରୁ ବହିଷ୍କାର ହୋଇଥିବା ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କୁ ମିଳିଛି ଅନେକ ଲୋକଙ୍କ ସମର୍ଥନ । କିନ୍ତୁ ରାଜସ୍ଥାନର ଉଦୟପୁରରେ ଜଣେ ବ୍ୟକ୍ତିଙ୍କୁ ଏହି ମାମଲାରେ ହତ୍ୟା କରାଯାଇଥିଲା । ମୃତକଙ୍କ ୮…
ବିଳମ୍ବିତ ରାତିରେ ଭୁଶୁଡ଼ି ୪ ମହଲା କୋଠା : ୧୯ ମୃତ, ୨୦ରୁ ଅଧିକ ଚାପି ହୋଇ ରହିଥିବା ଆଶଙ୍କା
ମୁମ୍ବାଇ : ବିଳମ୍ବିତ ରାତ୍ରିରେ ମୁମ୍ବାଇର କୁର୍ଲା ନାଏକ ନଗରରେ ଥିବା ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୧୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଭୁଶୁଡ଼ି ପଡ଼ିଥିବା କୋଠାତଳେ…