Browsing Category

ଦେଶ

ପ୍ରକୃତି ମା’କୁ ଜୀବିତ ପ୍ରାଣୀର ଆଖ୍ୟା ଦେଲେ ହାଇକୋର୍ଟ: ପ୍ରଦାନ କଲେ ସବୁ ଅଧିକାର ଏବଂ ଦାୟିତ୍ୱ

ମାଡ୍ରାସ ହାଇକୋର୍ଟ ବୃକ୍ଷ ଲତା ସହ ପ୍ରାକୃତିକ ସମ୍ବଳକର ମହତ୍ତ୍ୱକୁ ବର୍ଣ୍ଣନା କରିବା ସହ ପ୍ରକୃତିକୁ ‘ଜୀବିତ ବ୍ୟକ୍ତି’ର ଆଖ୍ୟା ଦେଇଛନ୍ତି । ଏଥିପାଇଁ କୋର୍ଟ ‘ପ୍ୟାରେଣ୍ଟସ ଅଫ୍ ଦି ନେସନ’ ଅଧିକାରର ବ୍ୟାଖ୍ୟା…

ଶତ୍ରୁମାନଙ୍କୁ କିପରି ପ୍ରତିହତ କରିବେ ନୂତନ ସେନା ମୁଖ୍ୟ ମନୋଜ ପାଣ୍ଡେ, ଭବିଷ୍ୟତର ରଣନୀତି ଏବଂ ଚ୍ୟାଲେଞ୍ଜ ବିଷୟରେ ଦେଲେ ସୂଚନା

ନୁଆଦିଲ୍ଲୀ: ସ୍ଥଳସେନାର ମୁଖ୍ୟ ଭାବରେ ଦାୟିତ୍ୱ ନେବାର ଗୋଟିଏ ଦିନ ପରେ ଗଣମାଧ୍ୟମ ସହିତ ଆଲୋଚନା କରି ତାଙ୍କର ଭବିଷ୍ୟତ ରଣନୀତି ବିଷୟରେ ସୂଚନା ଦେଇଛନ୍ତି ଜେନେରାଲ ମନୋଜ ପାଣ୍ଡେ । ସେ କହିଛନ୍ତି ଯେ ସାମରିକ…

ଶ୍ରମିକଙ୍କ ପୁଅ ହେଲେ ଜଜ୍, ପରିବା ବିକିବା ସହ ଜାରି ରଖିଥିଲେ ପାଠପଢ଼ା

ଆଜି ଶ୍ରମିକ ଦିବସ । ଆଉ ଆଜି ଶ୍ରମିକ ଦିବସରେ ଏକ ପ୍ରେରଣାଦାୟୀ ଖବର ଏହାଠାରୁ କ’ଣ ହୋଇପାରେ ଯେ ଜଣେ ଶ୍ରମିକଙ୍କ ପୁଅ ଜଜ୍ ହୋଇଛନ୍ତି । ତାହା ପୁଣି ଟପ୍ ରାଙ୍କରେ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଏମପିଏଚସି…

ବିନା ପ୍ରିମିୟମରେ ମିଳୁଛି ୧୦ ଲକ୍ଷର ଲାଇଫ୍ କଭର; ଆଜି ହିଁ ଉଠାନ୍ତୁ ଫାଇଦା

ନୂଆଦିଲ୍ଲୀ: ଜୀବନର କୌଣସି ଭରସା ନାହିଁ, ଆଜି ଜୀବନ ଅଛି ତ’ କାଲିକୁ ନାହିଁ । ଏମିତିରେ ପରିବାର ବିଷୟରେ ଭାବିବା ସମସ୍ତଙ୍କର ବଡ଼ ଦାୟିତ୍ୱ ପାଲଟିଯାଏ । ପରିବାରର ମୁଖିଆଙ୍କ ମୃତ୍ୟୁ ପରେ ପିଲାମାନେ କିପରି ଅସୁବିଧାର…

Amazonରୁ ୩୦ ହଜାର ଟଙ୍କାର ସାଉଣ୍ଡ ସିଷ୍ଟମ ଅର୍ଡର କରିଥିଲେ ବିଜେପି ବିଧାୟକ, ହେଲେ ଭିତରୁ ବାହାରିଲା…

ରେଓ୍ଵାଡି: ଡିଜିଟାଲ ଯୁଗରେ ଅନଲାଇନରେ ସବୁ ଜିନିଷ ସହଜରେ ହାତ ପାଆନ୍ତରେ ମିଳି ଯାଉଛି। ଅନ୍ୟପଟେ ଅନଲାଇନ ଠକେଇ ମାମଲା ମଧ୍ୟ ସେହି ହିସାବରେ ବଢି ଚାଲିଛି। ଏବେ ଏହି ଠକେଇର ଶିକାର ହୋଇଛନ୍ତି ଜଣେ ବିଜେପି ବିଧାୟକ।…

ରାଷ୍ଟ୍ରପତି ନିର୍ବାଚନ: ସମଦୂରତ୍ୱ ନୀତି ଆପଣେଇଲା ବିଜେଡ଼ି

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ବିଜୁ ଜନତା ଦଳ  କୌଣସି ପ୍ରକାର ରାଜନୈତିକ ମେଣ୍ଟରେ ସାମିଲ ନହୋଇ ନିଜର ସ୍ୱାଧୀନତା ବଜାୟ ରଖିବ ଏବଂ ଏକା ଚାଲିବାକୁ ପସନ୍ଦ କରିବ ବୋଲି ଦଳର ମୁଖ୍ୟ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ…

ଚୂନ ଲଗାଇଲା ଡ୍ରାଇଭର: ପୂର୍ବ ବିଧାୟକଙ୍କ ଆକାଉଣ୍ଟରୁ ଲୁଟି ନେଲା ଲକ୍ଷ ଲକ୍ଷ ଟଙ୍କା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଜଣେ ବିଧାୟକଙ୍କ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଲକ୍ଷ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ପୋଲିସ ଡ୍ରାଇଭରକୁ ଗିରଫ କରିଥିବା ଜଣାଯାଇଛି । ବାରଣାସୀର ପୂର୍ବତନ ବିଜେପି ବିଧାୟକ ସୁରେନ୍ଦ୍ର…

ଭାଇଚାରାର ଉଦାହରଣ, ଅଜାନ ସମୟରେ ଲାଉଡସ୍ପିକର ବନ୍ଦ ରଖିଲା ହନୁମାନ ମନ୍ଦିର

ପାଟନା: ବିହାରର ପାଟନାରେ ପରସ୍ପର ସୌହାର୍ଦ୍ଦ୍ୟ ଏବଂ ଭାଇଚାରାର ଏକ ଉଦାହରଣ ଦେଖିବାକୁ ମିଳିଛି। ରବିବାର ପାଟନାର ହନୁମାନ ମନ୍ଦିର ଅଜାନ ସମୟରେ ନିଜର ଲାଉଡ ସ୍ପିକର ବନ୍ଦ କରିଛି। ମସଜିଦ ଏବଂ ମନ୍ଦିର ମଧ୍ୟରେ ଦୂରତା…

ଆସନ୍ତାକାଲି ଠାରୁ ପିଏମ୍ ମୋଦୀଙ୍କ ବିଦେଶ ଯାତ୍ରା ଆରମ୍ଭ: ୬୫ ଘଣ୍ଟାରେ ୨୫ଟି ବୈଠକ, ୮ ବିଶ୍ୱନେତାଙ୍କ ସହ ମୁଲାକାତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ନିଜର ପ୍ରଥମ ବିଦେଶ ଯାତ୍ରା ମେ ମାସ ୨ ତାରିଖଠାରୁ ଆରମ୍ଭ କରିବେ । ମୋଦୀ ଜର୍ମାନୀ, ଡେନମାର୍କ ଓ ଫ୍ରାନ୍ସ ଗସ୍ତ କରି ୭ଟି ଦେଶର ୮ ଜଣ ବିଦେଶୀ ନେତାଙ୍କ ସହ…

ଲଜ୍ଜା: ବାପା ଥିଲେ ରାଜ୍ୟ କ୍ୟାବିନେଟର ଜଣେ ମନ୍ତ୍ରୀ: ଗାଡ଼ି ଚୋରି ଓ ଲୁଟ୍ ମାମଲାରେ ପୁଅକୁ ଧରିଲା ପୋଲିସ

ନୂଆଦିଲ୍ଲୀ: ଆଜିକାଲି ଦିନକୁ ଦିନ ଚୋରି, ଡକାୟତି ପରି ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ତେବେ ଏହି କ୍ରମରେ ଜଣେ ରାଜନେତାଙ୍କ ପୁଅଙ୍କ ନାମ ସାମ୍ନାକୁ ଆସିଛି । ନିକଟରେ ବିହାର ପୋଲିସର ସ୍ପେଶାଲ ଟିମ୍ ଗାଡ଼ି ଚୋରି ଓ…