Browsing Category

ଦେଶ

ଗାଡ଼ି ଚାଳକ ଧ୍ୟାନ ଦିଅନ୍ତୁ, ଆସିଲା ନୂଆ ନିୟମ, ଜାଣନ୍ତୁ କେବେ ଠାରୁ ହେବ ଲାଗୁ

ନୂଆଦିଲ୍ଲୀ: ସରକାର ପ୍ରଦୂଷଣ କମ କରିବାକୁ ଜରୁରୀ ପଦକ୍ଷେପ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ବର୍ଷ ଠାରୁ ସ୍ୱୟଂ ଚାଳିତ ଟେଷ୍ଟିଂ ସେଣ୍ଟରରୁ ହିଁ ଫିଟନେସ ସାର୍ଟିଫିକେଟ ନେବାକୁ ପଡ଼ିବ । ସଡ଼କ ପରିବହନ ଏବଂ…

ଛୁଆକୁ କଷ୍ଟଡ଼ିରେ ନେବାକୁ ସ୍ୱାମୀର ଅଜବ ଯୁକ୍ତି- ‘ମୋ ସ୍ତ୍ରୀ ଜିନ୍ସ-ଟପ୍ ପିନ୍ଧୁଛି’, ହାଇକୋର୍ଟ ଦେଲେ ଏପରି ଜବାବ

ବିଲାସପୁର: ଛୁଆକୁ କଷ୍ଟଡିରେ ନେବାକୁ ନେଇ ଛତିଶଗଡ଼ ହାଇକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇନ୍ତି । ଫ୍ୟାମିଲି କୋର୍ଟର ଆଦେଶକୁ ଖାରଜ କରିଛନ୍ତି ହାଇକୋର୍ଟ, ଯେଉଁଥିରେ ପିତାକୁ ଛୁଆର କଷ୍ଟଡି ଦିଆଯାଇଥିଲା ।…

ବିହାରର ଏପରି ଏକ ଗାଁ, ଯେଉଁଠି ହୁଏନି ଝିଅଙ୍କ ବିବାହ: କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ପାଟନା: ବିହାରର କିଶନଗଞ୍ଜର ବାହାଦୁରଗଞ୍ଜ ବ୍ଲକରେ ଏପରି ଏକ ଗାଁ ଅଛ, ଯେଉଁଠାକୁ କେହି ବି ବରଯାତ୍ରୀ ନେଇ ଯିବାକୁ ଚାହୁଁନାହାନ୍ତି । ମିଳିଥିବା ସୂଚନା ଅନୁସାରେ, ବାହାଦୁରଗଞ୍ଜ ବ୍ଲକର ଖାଡ଼ି ଟୋଲା ଗାଁର ଝିଅମାନଙ୍କ…

କେରଳ କଂଗ୍ରେସରେ ବଡ ବିଦ୍ରୋହ, ହାଇକମାଣ୍ଡଙ୍କ ଆଦେଶ ଭାଙ୍ଗିବାକୁ ଥମାସଙ୍କ ଘୋଷଣା

ନୂଆଦିଲ୍ଲୀ: ନିକଟରେ ସଂପନ୍ନ ୫ଟି ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ବଢିବାରେ ଲାଗିଛି। ନିକଟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିଲେ ପାର୍ଟି ପାଇଁ ଏହି ସମୟ ବହୁତ…

ପରୀକ୍ଷାରେ ଫେଲ ହେବାର ଭୟ: ବାପାକୁ ହାଣି ହତ୍ୟା କଲା ୧୫ ବର୍ଷୀୟ ବାଳକ

ନୂଆଦିଲ୍ଳୀ: ପରୀକ୍ଷାରେ ଫେଲ ହୋଇଯିବାର ଭୟରେ ନିଜ ବାପାକୁ ହାଣି ହତ୍ୟା କରିଛି ୧୫ ବର୍ଷୀୟ ବାଳକ । ମଧ୍ୟପ୍ରଦେଶର ଗୁଣାରେ ଏହି ଘଟଣା ଘଟିଛି । ବୁଧବାର ବାଳକ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଟାଙ୍ଗିଆ ମଧ୍ୟ ଜବତ…

‘ଫୋର୍ବସ୍‌’ ଶ୍ରେଷ୍ଠ ଧନୀ ତାଲିକା ୨୦୨୨: ବିଶ୍ୱର ଧନୀ ତାଲିକାର ୧୦ମ ସ୍ଥାନରେ ମୁକେଶ ଅମ୍ବାନୀ, ଏହି ସ୍ଥାନରେ ରହିଲେ ଗୌତମ ଆଦାନୀ

ମୁମ୍ବାଇ: ପ୍ରକାଶ ପାଇଛି ‘ଫୋର୍ବସ୍‌’ର ବାର୍ଷିକ ବିଶ୍ୱ ଶ୍ରେଷ୍ଠ ଧନୀ ତାଲିକା-୨୦୨୨ । ଏଥର ପୁଣିଥରେ ବାଜି ମାରି ନେଇଛନ୍ତି ‘ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଏଥିରେ ୧୦ ସ୍ଥାନ ହାସଲ…

ଜୁଲାଇ ୧୭ରେ NEET(ୟୁଜି): ୧୩ଟି ଭାଷାରେ ହେବ ପରୀକ୍ଷା

ନୂଆଦିଲ୍ଲୀ: NEET (ୟୁଜି)-୨୦୨୨ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ମେ’ ୬ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଓଡ଼ିଆ ସମେତ ୧୩ଟି ଭାଷାରେ ଚଳିତ ବର୍ଷର NEET ପରୀକ୍ଷା ହେବ ।…

ନିରବ ଝଡ଼ର ରୂପ ନେଇପାରେ ହିଜାବ ବିବାଦ: ମୁସଲମାନଙ୍କ ମନରେ ବିଷମଞ୍ଜି ବୁଣୁଲେ ଅଲ୍‌କାଏଦା ମୁଖ୍ୟ, ୯ ମିନିଟ୍‌ର ଭିଡିଓ ଜାରି

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଦେଖାଯାଇଥିବା ହିଜାବ ଆଗକୁ ନିରବ ଝଡ଼ର ରୂପ ନେଇପାରେ । କାରଣ, ଏହି ବିବାଦକୁ ନେଇ ଭାରତୀୟ ମୁସଲମାନଙ୍କ ମନରେ ବିଷମଞ୍ଜି ବୁଣିବା ଆରମ୍ଭ କରିଦେଇଛି ଆତଙ୍କବାଦୀ ସଂଗଠନ ଅଲକାଏଦା । ସଂଗଠନର…

ପୁଣି ବଦଳିଲା JEE (ମେନ୍) ସୂଚୀ, ଜାଣନ୍ତୁ କେବେ ହେବ ସେସନ୍‌-୧ ଓ ୨ ପରୀକ୍ଷା ?

ନୂଆଦିଲ୍ଲୀ: ପୁଣି ଥରେ ବଦଳିଛି ଜେଇଇ (ମେନ୍) ସେସ-୧ ଓ ୨ରୁ ସେଡ୍ୟୁଲ । ବିଭିନ୍ନ ଦିଗକୁ ବିଚାର କରି ସିଡ୍ୟୁଲ ପରିବର୍ତ୍ତନ କରିଛି ଏନଟିଏ । ସେସନ-୧ ପରୀକ୍ଷା ଜୁନ୍ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ହେବ । ଏହା ସହ…

ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର: ଆରମ୍ଭ ହେବ ଅମରନାଥ ଯାତ୍ରା, ଏହି ତାରିଖରୁ କରିପାରିବେ ପଞ୍ଜୀକରଣ

ଅମରନାଥ ଯାତ୍ରା ପାଇଁ ଯିବାକୁ ଚାହୁଥିବା ଭକ୍ତଙ୍କ ପାଇଁ ଖୁସି ଖବର । କରୋନା ମହାମାରୀ କାରଣରୁ ଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ବାବା ଅମରନାଥ ଯାତ୍ରାଙ୍କ ଚଳିତ ବର୍ଷ ୩୦ ଜୁନରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ…