Browsing Category

ଦେଶ

ସ୍ତ୍ରୀର ହାତ-ଗୋଡ଼ ବାନ୍ଧି ମଦୁଆ ସ୍ୱାମୀ ରଖୁଥିଲା ଶାରୀରିକ ସମ୍ବନ୍ଧ, କୋର୍ଟ ଛାଡ଼ପତ୍ରକୁ ଦେଲେ ମଞ୍ଜୁରୀ

ନାଗପୁର: ପତ୍ନୀର ହାତ ଓ ଗୋଡ଼କୁ ବାନ୍ଧି ଜୋରଜବରଦସ୍ତି ପାଟିରେ କପଡ଼ା ପୂରାଇ ଶାରୀରିକ ସମ୍ବନ୍ଧ ରଖୁଥିଲା ସ୍ୱାମୀ । ପ୍ରତିଦିନ ମଦ ପିଇ ଆସିବା ପରେ ସ୍ତ୍ରୀ ସହିତ ଏପରି ହରକତ କରୁଥିଲା ନିର୍ଦ୍ଦୟୀ ସ୍ୱାମୀ । ଏନେଇ…

ଆଶିଷ ମିଶ୍ରାଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟରେ ଗଲେ ପୀଡ଼ିତ ପରିବାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିଯିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷଙ୍କୁ ମିଳିଥିବା ଜାମିନ ବିରୋଧରେ ଆବେଦନ ସୁପ୍ରିମକୋର୍ଟରେ କରାଯାଇଛି ।…

ଏହି ରାଜ୍ୟରେ ହେବନି ପଞ୍ଚମ ଓ ଅଷ୍ଟମ ବୋର୍ଡ ପରୀକ୍ଷା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ହରିୟାଣାର ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନେ ଦେବେନି ୫ମ ଓ ୮ମ ବୋର୍ଡ ପରୀକ୍ଷା । ଏନେଇ ଘୋଷଣା କରିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ତେବେ ଆସନ୍ତା ଶିକ୍ଷାବର୍ଷରୁ ପିଲାମାନେ ବୋର୍ଡ…

ଯବାନଙ୍କୁ ଛୁଇଁବନି ବାର୍ଦ୍ଧକ୍ୟବସ୍ଥା: ଆମେରିକୀୟ ସେନା ପକ୍ଷରୁ ନିର୍ମାଣ କରାଯାଉଛି ଔଷଧ

ୱାଶିଂଟନ୍: ମହାଭାରତର ଚରିତ୍ର ଅଶ୍ୱତ୍ଥାମା । ଅମର ରହିବାର ବର ପାଇଥିବା ଅଶ୍ୱତ୍ଥାମା ନିଜ ବୟସ କମ କରିବାର ଶକ୍ତି ପାଇଥିଲେ । ସମାନ ଢଙ୍ଗରେ ଆମେରିକୀୟ ସେନା ମଧ୍ୟ ସେହିଭଳି କିଛି ସଫଳତା ହାସଲ କରିବାକୁ ଯାଉଛି ।…

ବିଜେପି କର୍ମୀଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ମୋଦୀ: ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଲୀ: ବିଜେପି କର୍ମୀଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୟୁପି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଗତକାଲି ଉନ୍ନାଓରେ ଏକ ସମାବେଶରେ ଯୋଗ…

କୋର୍ବେଭାକ୍ସ ଟିକାକୁ DCGIର ମଞ୍ଜୁରୀ: ୧୨-୧୮ ବର୍ଷ ପିଲାଙ୍କଠାରେ ହେବ ବ୍ୟବହାର

ନୂଆଦିଲ୍ଲୀ: କରୋନା ଟିକା କୋର୍ବେଭାକ୍ସକୁ ଡିସିଜିଆଇର ଚୂଡ଼ାନ୍ତ ଅନୁମତି । ବାୟୋଲୋଜିକାଲ-ଇ’ର ଟିକା କୋର୍ବେଭାକ୍ସକୁ ଅନୁମତି ମିଳିଲା । ୧୨-୧୮ ବର୍ଷ ବୟସ୍କ ପିଲାଙ୍କ ଠାରେ ବ୍ୟବହାର ହେବ ଏହି ଟିକା ।…

ଅଖିଳେଶଙ୍କ ଉପରେ ବର୍ଷିଲେ ଯୋଗୀ ଆଦିତ୍ୟନାଥ: କହିଲେ ସପା ସରକାରରେ ବିଜୁଳିରେ ହେଉଥିଲା ଭେଦଭାବ

ଲକ୍ଷ୍ନୌ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ସମାଜବାଦୀ ପାର୍ଟୀକୁ ଟାର୍ଗେଟ କରିଛନ୍ତି । ୨୩ ଫେବୃଆରୀରେ ୟୁପି ବିଧାନସଭା ନିର୍ବାଚନରେ…

ବିଧାନସଭା ନିର୍ବାଚନ ପୂର୍ବରୁ ବିଷାକ୍ତ ମଦର ତାଣ୍ଡବ, ଚାଲିଗଲା ଅନେକ ଜୀବନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆଜମଗଡ଼ରେ ପୁଣିଥରେ ବିଷାକ୍ତ ମଦର ତାଣ୍ଡବ ଆରମ୍ଭ ହୋଇଛି । କିଛି ଘଣ୍ଟାରେ ହିଁ ୩ ଲୋକଙ୍କର ମୃତ୍ୟୁ ଘଟିଛି । ୧୨ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । କିଛି…

ପିଏମ୍ କିଶାନ ଯୋଜନାରେ ଦୁଇଟି ବଡ ପରିବର୍ତ୍ତନ: ଏହି ଉପାୟ ନକଲେ ଖାତାକୁ ଆସିବନି ୨ ହଜାର ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କ ଖାତାକୁ ପଇସା ପଠାଇଥାନ୍ତି କେନ୍ଦ୍ର ସରକାର । ଏହି ଯୋଜନା ଅନ୍ତର୍ଗତ ସରକାର କୃଷକଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା ପଠାଇଥାନ୍ତି ।…

RJD ସୁପ୍ରିମୋ ଲାଲୁଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଚାଲିଥିବା ଚାରା ଘୋଟାଲା ମାମଲାର ଶୁଣାଣି ଆଜି ହୋଇଛି । ସ୍ପେଶାଲ କୋର୍ଟର ବିଚାରପତି ଲାଲୁଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ…