fbpx
BSKY
BJD SHG SKY
BJD YOUTH SKY
Browsing Category

ଦେଶ

ନୂଆ ଭାରତ ଗଠନ ପାଇଁ ରାଷ୍ଟ୍ରପତିଙ୍କ ଆହ୍ୱାନ

ନୂଆଦିଲ୍ଲୀ, ୩୧ା୧: ଆଜି ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ଉଦବୋଧନରେ ନୂଆ ଭାରତ ଗଠନ ପାଇଁ ଆହ୍ୱାନ କରିଛନ୍ତି ।…

ଏନକାଉଣ୍ଟରରେ ଟଳିଲେ ତିନି ଆତଙ୍କବାଦୀ

ଜାମ୍ମୁକାଶ୍ମୀର, ୩୧ା୧: ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତ ଆତଙ୍କବାଦୀ ବିଦେଶୀ ହୋଇଥିବା ଜଣାପଡ଼ିଛି । ଏହାସହ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ବିସ୍ଫୋରକ ଜବତ ହୋଇଛି । ଉଲ୍ଲେଖଯୋଗ୍ୟ…

ବନ୍ଧୁକ ମୁନରେ ୨୨ଶିଶୁଙ୍କୁ ବନ୍ଧକ ଘଟଣା: ଅଭିଯୁକ୍ତ ନିହତ, ବନ୍ଧକ ମୁକୁଳିଲେ

ଫାରୁଖାବାଦ, ୩୧ା୧: ଉତ୍ତରପ୍ରଦେଶର ଫାରୁଖାବାଦ ଜିଲ୍ଲା ଅନ୍ତର୍ଗତ କଥରିଆ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ସୁବାସ ବାଥମ୍ ନାମକ ଜଣେ ଦୁର୍ବୃତ୍ତ ୨୨ଜଣ ଶିଶୁଙ୍କୁ ନିଜ ଝିଅର ଜନ୍ମଦିନ ବାହାନାରେ ଘରକୁ…

ଫାରୁକାବାଦରେ ୧୫ ଶିଶୁ ଓ ମହିଳା ବନ୍ଧକ

ଉତ୍ତରପ୍ରଦେଶ,୩୦।୧:ଉତ୍ତରପ୍ରଦେଶ ରେ ଏକ  ଅଭାବନିୟ ଘଟଣା ଘଟିଥିବା ସାମ୍ନାକୁ  ଆସିଛି। ସେଠାରେ ଥିବା ଫାରୁକାବାଦରେ ୧୫ ଶିଶୁ ଓ ମହିଳା ବନ୍ଧକ ଥିବା ସୂଚନା ମିଳିଛି। ଜନ୍ମଦିନକୁ ଡାକି ଏକ ଘରେ ବନ୍ଧକ ରଖିଛି…

ନିର୍ଭୟା ମାମଲା: କାଲି ଫାଶୀ ଶୁଣାଣି

ନୂଆଦିଲ୍ଲୀ,୩୦ ।୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀରୁ ବଞ୍ଚିବା ପାଇଁ ଚାଲ୍ କରୁଛନ୍ତି ଦୋଷୀ । ଫେବ୍ରୁଆରି ୧ର ଫାଶୀ ଉପରେ ସ୍ଥଗିତାଦେଶ ପାଇଁ ଦୋଷୀମାନେ ଆବେଦନ କରିଛନ୍ତି । କାଲି ୧୦ଟା ସୁଦ୍ଧା ରିପୋର୍ଟ ଦାଖଲ…

ପୁଣେରେ ଦାୟିତ୍ୱ ନେଲେ ଓଡିଆ ସେନାଧିକାରୀ

ପୁଣେ,୩୦ ।୧: ମହାରାଷ୍ଟ୍ରର ପୁଣେରେ ଆଜି ଦାୟିତ୍ୱ ନେଇଛନ୍ତି ଓଡିଆ ସେନାଧିକାରୀ ଚଣ୍ଡୀପ୍ରସାଦ ମହାନ୍ତି । ସେ ଦକ୍ଷିଣାଞ୍ଚଳ ଆର୍ମି କମାଣ୍ଡର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ…

ଆସନ୍ତା ୩ରୁ ନିୟମିତ ଭାବେ ସାବରୀମାଲା ଶୁଣାଣି

ନୂଆଦିଲ୍ଲୀ, ୩୦ା୧: ସୁପ୍ରିମକୋର୍ଟରେ ଆସ୍ଥା ବନାମ ମୌଳିକ ଅଧିକାରକୁ ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଫେବୃଆରି ୩ରୁ ନିୟମିତ ଭାବେ ଶୁଣାଣି ହେବ । ୯ଜଣିଆ ଖଣ୍ଡପୀଠରେ ଏହି ଶୁଣାଣି ହେବା ନେଇ ସିଜେଆଇ ସୂଚନା…

ଜାମିଆରେ ଗୁଳିଚାଳନା, ଜଣେ ଗିରଫ

ନୂଆଦିଲ୍ଲୀ, ୩୦ା୧: ନୂଆଦିଲ୍ଲୀର ଜାମିଆ ଅଞ୍ଚଳରେ ଅଜଣା ବ୍ୟକ୍ତି ଗୁଳିଚାଳନା କରିଥିଲା । ଯାହାଫଳରେ ଜଣେ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ଆହତ ହୋଇଥିବା ଛାତ୍ର ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ…

ନିର୍ଭୟା ଗଣଦୁଷ୍କର୍ମ ମାମଲା, ଅକ୍ଷୟର କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ, ୩୦ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟରେ ଦୋଷୀ ଅକ୍ଷୟର ଆଜି କ୍ୟୁରେଟିଭ ପିଟିସନ ଖାରଜ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ଚାରି ଦୋଷୀଙ୍କ ମଧ୍ୟରୁ ଦୁଇ ଦୋଷୀ କ୍ୟୁରେଟିଭ ପିଟିସନ ଆବେଦନ…