Browsing Category

ଦେଶ

(Video) ଗଣତନ୍ତ୍ର ଦିବସ ପାଇଁ ନୌସେନାର ଅଭ୍ୟାସ: ହିନ୍ଦୀ ଗୀତର ତାଳେ ତାଳେ ବାଜିଲା ବ୍ୟାଣ୍ଡ୍

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପାଇଁ ଭାରତୀୟ ନୌସେନାର ଅଭ୍ୟାସ । ଗଭୀର ସମୁଦ୍ରରେ ନିଜ ପରାକ୍ରମ ଦେଖାଉଥିବା ଏବଂ ଜଳ ପଥରେ ଭାରତୀୟ ସୀମାକୁ ସୁରକ୍ଷା ଯୋଗଉଥିବା ଭାରତୀୟ ନୌସେନାର ଯବାନ ପରେଡ ସାମିଲ ହୋଇ ବିରତ୍ୱର…

ଉନ୍ମୋଚନ ହେଲା ନେତାଜୀଙ୍କ ହେଲୋଗ୍ରାମ୍ ପ୍ରତିମୂର୍ତ୍ତି: ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଣ୍ଡିଆ ଗେଟରେ ଉନ୍ମୋଚନ ହେଲା ନେତାଜୀଙ୍କ ହୋଲୋଗ୍ରାମ ପତିମୂର୍ତ୍ତି । ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଉନ୍ମୋଚନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ହୋଲୋଗ୍ରାମ ପ୍ରତିମା ଉନ୍ମୋଚନ ।…

ଉପରାଷ୍ଟ୍ରପତି କରୋନା ପଜିଟିଭ୍: ଟ୍ୱିଟ୍ କରି ଦେଲେ ସୂଚନା

ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁ କରୋନା ପଜିଟିଭ୍ । ସପ୍ତାହେ ଆଇସୋଲେସନରେ ରହିବା ନେଇ ଟ୍ୱିଟରେ ସୂଚନା ଦେଲେ । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ଟେଷ୍ଟ କରାଇନେବାକୁ କହିଲେ ।…

ଦେଶରେ ଆଉ ରହିବନି ଚାକିରି ସମସ୍ୟା: ୨୦୨୨ ଶେଷ ସୁଦ୍ଧା ସୃଷ୍ଟି ହେବ ୩ କୋଟି ଚାକିରି

ନୂଆଦିଲ୍ଲୀ: କୋଭିଡ୍ ପାଇଁ ଦେଶର ଅନେକ ଲୋକ ନିଜର ଚାକିରି ହରାଇଥିବା ବେଳେ ଏନେଇ ଆସିଛି ଏକ ଖୁସି ଖବର । ଦୂରସଞ୍ଚାର ବିଭାଗ ପକ୍ଷରୁ ସମଗ୍ର ଦେଶରେ ଚଳିତ ବର୍ଷ ଶେଷ ସୁଦ୍ଧା ଦୁଇରୁ ତିନି କୋଟି ଚାକିରି ସୃଷ୍ଟି ହେବାକୁ…

ଦେଶରେ ଓମିକ୍ରନର ଆରମ୍ଭ ହୋଇଯାଇଛି ଗୋଷ୍ଠୀ ସଂକ୍ରମଣ, ମହାନଗର ଗୁଡ଼ିକରେ ଭୟାନକ ଭାରିଆଣ୍ଟର ଭୟାନକ ରୂପ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋଭିଡ୍ କୁ ନେଇ ଭୟାନକ ପରିସ୍ଥିତି ରହିଛି । ନୂତନ ଭାରିଆଣ୍ଟ୍ ଓମିକ୍ରନର ସଂକ୍ରମଣ ଦେଶରେ ୧୦ ହଜାର ପାର୍ କରିଛି । ବିଶେଷ କରି ମହାନଗର ଗୁଡ଼ିକରେ ଏହି ଭାରିଆଣ୍ଟ୍ କୁ ନେଇ ଭୟ ବଢ଼ିବାରେ…

୧୦୦୦ରୁ କମ୍ ଟଙ୍କାରେ କରନ୍ତୁ ବିମାନ ଯାତ୍ରା, ବାରମ୍ବାର ମିଳେନି ଏଭଳି ଅଫର୍; ଜାଣନ୍ତୁ କିପରି ଉଠାଇବେ ଲାଭ

ନୂଆଦିଲ୍ଲୀ: ହୋଲି-ଦୀପାବଳୀ ଭଳି ଗଣତନ୍ତ୍ର ଦିବସରେ ମଧ୍ୟ ବିଭିନ୍ନ କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏକାଧିକ ଅଫର୍ ଦେଇଥାନ୍ତି । ତେବେ ଗଣତନ୍ତ୍ର ଦିବସ ଅବସରରେ କମ୍ପାନୀର ବିକ୍ରି ବଢ଼ାଇବା ପାଇଁ…

ଅରୁଣାଞ୍ଚଳ ପ୍ରଦେଶରୁ ଅପହୃତ ଯୁବକ ଚୀନରୁ ଠାବ, PLA ପକ୍ଷରୁ ଭାରତୀୟ ସେନାକୁ ଦିଆଗଲା ସୂଚନା

ନୂଆଦିଲ୍ଲୀ: ଅରୁଣାଞ୍ଚଳ ପ୍ରଦେଶରୁ ନିଖୋଜ ହୋଇଯାଇଥିବା ଭାରତୀୟ ଯୁବକଙ୍କୁ ଚୀନ ସୀମା ଭିତରୁ ଠାବ କରାଯାଇଛି । ଚୀନୀ ସେନା ମାନେ ଭାରତୀୟ ସେନାକୁ ଏ ସମ୍ପର୍କରେ ସୁଚନା ଦେଇଛନ୍ତି । ଏହି ଯୁବକଙ୍କୁ ଭାରତ ଫେରାଇ…

‘ମୁଁ ବିକିନି ଗର୍ଲ ନଥିଲି, ମୋତେ କରିଦିଆଗଲା’; ଭାଇରାଲ୍ ଫଟୋକୁ ନେଇ ଏପରି କହିଲେ କଂଗ୍ରେସ ପ୍ରାର୍ଥୀ ଅର୍ଚ୍ଚନା

ମେରଠ: ହସ୍ତିନାପୁର ଆସନରୁ କଂଗ୍ରେସର ଆଶାୟୀ ପ୍ରାର୍ଥୀ ଅର୍ଚ୍ଚନା ଗୌତମ କିଛି ଦିନ ହେବ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ତେବେ ସେ କଂଗ୍ରେସ ପ୍ରାର୍ଥୀ ପାଇଁ ନିର୍ବାଚନରେ ଠିଆ ହୋଇଥିବାକୁ ନେଇ ଯେତିକି ଚର୍ଚ୍ଚା ସାଉଁଟି…

NDRFର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ ହ୍ୟାକ୍, ସୂଚନା ଦେଇ ଏପରି କହିଲେ ଡିଜି

ନୂଆଦିଲ୍ଲୀ: ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ(ଏନଡିଆରଏଫ୍)ର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ୍ ଶନିବାର ଦିନ ହ୍ୟାକ୍ ହୋଇଯାଇଛି । ଏନେଇ ଶନିବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏନଡିଆରଏଫ୍ ଡିଜି ଅତୁଲ କରୱଲ୍ । ସେ…

ପିକ୍ ରେ କୋଭିଡ୍: ଦିନକରେ ଚିହ୍ନଟ ହେଲେ ୩.୩ ଲକ୍ଷ ସଂକ୍ରମିତ, ୫୨୫ ମୃତ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ଦିନକରେ ୩ଲକ୍ଷ ୩୩ ହାଜର ୫୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୨୪ ଘଣ୍ଟାରେ ୫୨୫ ଜଣ କରୋନା କାରଣରୁ ଆଖି ବୁଜିଛନ୍ତି । ଏହାକୁ ମିଶାଇ ମୋଟ…