fbpx

(Video) ଗଣତନ୍ତ୍ର ଦିବସ ପାଇଁ ନୌସେନାର ଅଭ୍ୟାସ: ହିନ୍ଦୀ ଗୀତର ତାଳେ ତାଳେ ବାଜିଲା ବ୍ୟାଣ୍ଡ୍

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପାଇଁ ଭାରତୀୟ ନୌସେନାର ଅଭ୍ୟାସ । ଗଭୀର ସମୁଦ୍ରରେ ନିଜ ପରାକ୍ରମ ଦେଖାଉଥିବା ଏବଂ ଜଳ ପଥରେ ଭାରତୀୟ ସୀମାକୁ ସୁରକ୍ଷା ଯୋଗଉଥିବା ଭାରତୀୟ ନୌସେନାର ଯବାନ ପରେଡ ସାମିଲ ହୋଇ ବିରତ୍ୱର ପ୍ରଦର୍ଶନ କରିବେ ।

ତେବେ ଏହା ପୂର୍ବରୁ ସାଧାରଣତନ୍ତ୍ର ପରେଡ ପାଇଁ ଦିଲ୍ଲୀର ବିଜୟଚୌକଠାରେ ଅଭ୍ୟାସ କରୁଥିବା ସମୟର ଭିଡିଓକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପୋଷ୍ଟ କରାଯାଇଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କିପରି ହିନ୍ଦୀ ଗୀତର ତାଳେ ତାଳେ ବାଜୁଛି ନୌସେନାର ବ୍ୟାଣ୍ଡ୍, ଯାହ ଅତ୍ୟନ୍ତ ଚିତାକର୍ଷକ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.