Browsing Category
ଦେଶ
ବିଧାନସଭା ପରିସରରୁ ମିଳିଲା ମଦ ବୋତଲ: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଧାନସଭା ପରିସରରୁ ମିଳିଲା ମଦ ବୋତଲ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା । ଏହା ସହିତ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଉତ୍ତର ରଖନ୍ତୁ ବୋଲି ମଧ୍ୟ ବିରୋଧି ଦଳ…
ଚାଷୀଙ୍କ ଆୟରେ ଓଡ଼ିଶା ତଳଆଡ଼ୁ ଦ୍ୱିତୀୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଚାଷୀଙ୍କ ଆୟ ଜାତୀୟ ସ୍ତରରେ ତଳଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି । ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ତଥ୍ୟ ରଖିଛନ୍ତି । ଜୁଲାଇ…
ଘରୁ ଜବତ ହେଲା ୪ଜଣଙ୍କ ମୃତଦେହ, ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଓ ଦୁଇପିଲା ସାମିଲ
ନୂଆଦିଲ୍ଲୀ: ଗୋଟିଏ ଘରୁ ଜବତ ହୋଇଛି ପରିବାରର ୪ ଜଣଙ୍କ ମୃତଦେହ । ମୃତକଙ୍କ ମଧ୍ୟରେ ରହିଛନ୍ତି ସ୍ୱାମୀ-ସ୍ତ୍ରୀ ଓ ଦୁଇଜଣ ପିଲା । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ସମୟପୁର ବଦଲି ଅଞ୍ଚଳରୁ । ମଙ୍ଗଳବାର…
ବିଦେଶ ଯାତ୍ରା କରିବା ପୂର୍ବରୁ ପାସପୋର୍ଟ ସହ ଲିଙ୍କ୍ କରନ୍ତୁ ଭାକସିନ ସାର୍ଟିଫିକେଟ୍, ଜାଣନ୍ତୁ ପୂରା ପ୍ରୋସେସ୍
ନୂଆଦିଲ୍ଲୀ: ଗତ ବର୍ଷ ଦୁଇ ବର୍ଷ ହେବ କରୋନା ଭାଇରସ୍ ସାରା ବିଶ୍ୱକୁ ପ୍ରଭାବିତ କରିଛି । ଭାରତରେ ଏହାର ଦୁଇଟି ଲହର ଦେଖିବାକୁ ମିଳିଥିଲା । ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଏହି…
କେବଳ ପରାଗ୍ ନୁହନ୍ତି ବରଂ ଏହି ଟପ୍ ଆମେରିକୀ କମ୍ପାନୀର ସୁପରବସ୍ ହେଉଛନ୍ତି ଭାରତୀୟ, ପଢ଼ନ୍ତୁ ପୂରା ଖବର
ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ ର କୋ-ଫାଉଣ୍ଡର୍ ଜ୍ୟାକ୍ ଡୋରସେ ସିଇସ ପଦବୀ ଛାଡ଼ିବା ନେଇ ଘୋଷଣା କରିସାରିଛନ୍ତି । ଏବେ ଟୁଇଟର୍ ର ନୂତନ ସିଇଓ ଭାବରେ ଭାର ସମ୍ଭାଳିବେ ପରାଗ ଅଗ୍ରୱାଲ୍ । ଅର୍ଥାତ୍ ଜଣେ…
ନିଲମ୍ବିତ ୧୨ ସାଂସଦ ପୁଣି ଫେରିପାରିବେ ଗୃହକୁ, କିନ୍ତୁ ରହିଛି ଗୋଟିଏ ସର୍ତ୍ତ, ଜାଣନ୍ତୁ କ’ଣ
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉହେଉ ୧୨ ଜଣ ସାଂସଦଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି । ସଂସଦର ମୌସୁମୀ ଅଧିବେଶରେ ହଙ୍ଗାମା କରିଥିବା କାରଣରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ବାପା ଗିଫ୍ଟରେ ଦେଲେ ସ୍କୁଟି, କିନ୍ତୁ ଚଲାଇପାରୁନି ଝିଅ; ନମ୍ବର ପ୍ଲେଟରେ ରହିଛି SEX…
ନୂଆଦିଲ୍ଲୀ: କୌଣସି ଗାଡ଼ିର ନମ୍ବର ପ୍ଲେଟ୍ ହେଉଛି ଏପରି ଏକ ଜିନିଷ ଯାହାକୁ ଆମେ ତୁରନ୍ତ ଲକ୍ଷ୍ୟ କରିଥାଉ । ସାଧାରଣତଃ କିଛି ନମ୍ବର ଓ ଆଲ୍ଫାବେଟ୍ କୁ ନେଇ ଗାଡ଼ିର ନମ୍ବର ପ୍ଲେଟ୍ ତିଆରି ହୋଇଥାଏ । ତେବେ ସେଥିରେ ଥବବା…
କୋଭିଡ୍ ରୋଗୀଙ୍କ ମର ଶରୀରକୁ ବେଖାତିର, ଦେଢ଼ବର୍ଷ ହେବ ହସ୍ପିଟାଲରେ ପଡ଼ି ସଢୁଛି
ବେଙ୍ଗାଲୁରୁ: ଦୁଇ କୋଭିଡ୍ ରୋଗୀଙ୍କ ମର ଶରୀରକୁ ବେଖାତିର । ଗତ ଦେଢ଼ ବର୍ଷ ହେବ ହସ୍ପିଟାଲରେ ପଡ଼ିରହିଛି । ଏହି ଭଳି ଏକ ଉଦବେଗଜନକ ଘଟଣା ଦେଖିବାକଳୁ ମିଳିଛି ବେଙ୍ଗାଲୁରୁରେ । ୨ ଜଣ କୋଭିଡ୍ ରୋଗୀଙ୍କ ମର…
ଓମିକ୍ରନକୁ ନେଇ ବଢ଼ିଲା ଭୟ: ଆଫ୍ରିକୀ ଦେଶରୁ ୧୫ ଦିନ ଭିତରେ ମୁମ୍ବାଇ ଆସିଛନ୍ତି ୧୦୦୦ ଯାତ୍ରୀ
ମୁମ୍ବାଇ: ବିଶ୍ୱବ୍ୟାପୀ କରୋନାର ନୁତନ ଭାରିଆଣ୍ଟ ଓମିକ୍ରନ୍ କୁ ନେଇ ଭୟର ବାତାବରଣ ଛାଇ ଯାଇଛି । ଡେଲଟା ଭାରିଆଣ୍ଟ ଠାରୁ ଏହାକୁ ଅଧିକ ମାରାତ୍ମକ ବୋଲି କିଛି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ଏବେ ଏହି ଭୟ ଭିତରେ…
ଚଳିତ ବର୍ଷର ଶେଷ ମିଳିତ ସମରାଭ୍ୟାସ ‘ସାଗର କବଚ’: ଆଜି-କାଲି ପାରାଦୀପ ସମୁଦ୍ରରେ ଦେଖିବାକୁ ମିଳିବ ସମରାଭ୍ୟାସ
ପାରାଦୀପ (ଭାସ୍କର ନ୍ୟୁଜ୍): ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ପାରାଦୀପର ଗଭୀର ସମୁଦ୍ରରେ ଅନୁଷ୍ଠିତ ହେବାକୁ ଯାଉଛି ଚଳିତ ବର୍ଷର ଶେଷ ମିଳିତ ସମରାଭ୍ୟାସ ସାଗର କବଚ । ଏହି ମିଳିତ ସମରାଭ୍ୟାସରେ ଓଡିଶା ପୋଲିସ୍,…