Browsing Category
ଦେଶ
୬ ମାସ ମଧ୍ୟରେ କରିହେବ ଗର୍ଭପାତ; ନିୟମ ସଂଶୋଧନ କଲେ ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ରହିଥିବା ଗର୍ଭପାତ ନିୟମକୁ ସଂଶୋଧନ କରାଯାଇଛି । ନୂତନ ନିୟମ ଅନୁଯାୟୀ ଏଣିକି ଗର୍ଭଧାରଣର ୬ ମାସ ବା ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଯାଇ ପାରିବ । ତେବେ କେବଳ…
କୋଭିଡ୍-୧୯ରେ ମୃତକଙ୍କ ପରିବାରକୁ ମିଳିବ ମାସିକ ୫ ହଜାର ଟଙ୍କାର ଆର୍ଥିକ ସହାୟତା, ସରକାର କଲେ ଘୋଷଣା
ଥିରୁବନ୍ତପୁରମ୍: କୋଭିଡ୍-୧୯ ସଂକ୍ରମଣରେ ପ୍ରାଣ ହରାଉଥିବା ଗରିବ ପରିବାରକୁ କେରଳ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଦେବା ନେଇ ଘୋଷଣା କରାଯାଇଛି । ବୁଧବାର ଦିନ କ୍ୟାବିନେଟ୍ ମିଟିଂରେ ଏନେଇ ନିଷ୍ପତ୍ତି…
BSFର କ୍ଷମତା ବୃଦ୍ଧିକୁ ନେଇ ପଞ୍ଜାବ କଂଗ୍ରେସରେ ଝଡ; ମୁହାଁମୁହିଁ ହେଲେ ଚନ୍ନି ଓ ଅମରିନ୍ଦର
ନୂଆଦିଲ୍ଳୀ: ବିଏସଏଫର କ୍ଷମତା ବୃଦ୍ଧିକୁ ନେଇ ପଞ୍ଜାବ କଂଗ୍ରେସରେ ଝଡ ସୃଷ୍ଟି ହୋଇଛି । ଏହି ନିୟମକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ମୁହାଁମୁହିଁ…
ଶିକ୍ଷୟିତ୍ରୀ ମାନେ କଳିହୁଡି; ଆଉ ଜଣେ ମନ୍ତ୍ରୀଙ୍କ ମହିଳା ବିରୋଧୀ ମନ୍ତବ୍ୟ
ନୂଆଦିଲ୍ଲୀ: ମହିଳା ଶିକ୍ଷୟିତ୍ରୀ ମାନେ ଅଧିକ କଳି କଜିଆ ପ୍ରବଣ ବୋଲି କହିଛନ୍ତି ରାଜସ୍ଥାନ ଶିକ୍ଷାମନ୍ତ୍ରୀ । କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରେ ଏବେ ରାଜସ୍ଥାନର ଶିକ୍ଷାମନ୍ତ୍ରୀ ମହିଳାମାନଙ୍କ ଉପରେ ବିବାଦୀୟ…
ଚାକିରି ବାଣ୍ଟୁଛି Infosys: ୪୫ ହଜାର ଫ୍ରେଶରଙ୍କୁ ମିଳିବ ନିଯୁକ୍ତି
ନୂଆଦିଲ୍ଲୀ: ୪୫ ହଜାର ଫ୍ରେଶରଙ୍କୁ ଚାକିରି ଦେବ ଇନଫୋସିସ । ଦେଶର ଦ୍ୱିତୀୟ ବଡ଼ ଆଇଟି କମ୍ପାନୀ ଇନଫୋସିସ ବୁଧବାର ଏନେଇ ଘୋଷଣା କରିଛି । ଏନେଇ ଇନଫୋସିସର ସିଇଓ ପ୍ରବୀଣ ରାଓ କହିଛନ୍ତି ଯେ ମାର୍କେଟରେ ବର୍ତ୍ତମାନ ଥିବା…
ପରାଜୟକୁ ହଜମ କରିପାରୁ ନାହାନ୍ତି ଫଡନବିସ୍; ପୱାର ଛାଡିଲେ ତେରଛା ବାଣ
ନୂଆଦିଲ୍ଲୀ: ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଆକ୍ରମଣ କରିଛନ୍ତି ଏନସିପି ମୁଖ୍ୟ ଶରଦ ପୱାର । ମୁଁ ଏବେବି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଉପରେ ନିଜର ପ୍ରତିକ୍ରିୟା ରଖି ପୱାର…
BSFର କ୍ଷମତା ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା
ନୂଆଦିଲ୍ଲୀ: ପଞ୍ଜାବ, କଲିକତା ଏବଂ ଆସାମ ରାଜ୍ୟର ଅନ୍ତର୍ଜାତୀୟ ସୀମାରେ ବିଏସଏଫର କ୍ଷମତାକୁ ୫୦ କିମି ବୃଦ୍ଧି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି । ସୀମାରେ ବିଏସଏଫ…
TPG ନିବେଶ କଲା ୭୫୦୦ କୋଟି: ୨୦ ପ୍ରତିଶତ ବଢିଲା ଟାଟା ମୋଟର୍ସ ଅଂଶଧନ
ନୂଆଦିଲ୍ଲୀ: ଟାଟା ମୋଟର୍ସ ଅଂଶଧନ ମୂଲ୍ୟରେ ୨୦ ପ୍ରତିଶତର ଅଭିବୃଦ୍ଧି ଘଟିବା ସହିତ ବୁଧବାର ନିବେଶକ ମାଲେମାଲ ହୋଇଛନ୍ତି । ବୁଧବାର ଟିଜିପି ଗ୍ରୁପ ଟାଟା ମୋଟର୍ସରେ ୭୫୦୦ କୋଟି ନିବେଶ କରିବା ନେଇ ଘୋଷଣା କରିଥିଲା ।…
ପୂବର୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ । ଅସୁସ୍ଥ ହେବା ପରେ ଏମ୍ସରେ ଭର୍ତ୍ତି କରାଯାଇଛି । ବୁଧବାର ସନ୍ଧ୍ୟା ୬ଟା ୧୫ ମିନିଟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଗତ ଦୁଇ…
ଲଖିମପୁର ଖେରୀ ହିଂସା ମାମଲା; ଆଶିଷ ମିଶ୍ରଙ୍କ ଜାମିନ୍ ନାମଞ୍ଜୁର
ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ମାମଲାରେ ସଂପୃକ୍ତି ନେଇ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଏବଂ ଅନ୍ୟ ଜଣେ ଆଶିଷ ପାଣ୍ଡେଙ୍କୁ ମିଳିଲାନି ବେଲ୍ । ମାଜିଷ୍ଟ୍ରେଟ କୋର୍ଟ ଉଭୟଙ୍କ…