Browsing Category

ଦେଶ

ଏହି ସହରରେ ପୁଣି ବଢିଲା ନାଇଟ୍ କର୍ଫ୍ୟୁ, ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ,୨୮ ।୨: ପୁଣେରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଉଦ୍ଧବ ସରକାର ନାଇଟ କର୍ଫ୍ୟୁକୁ ୧୪ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କରୋନା ସଂକ୍ରମମଣକୁ…

ଆସନ୍ତାକାଲିଠାରୁ କ୍ଷୀର ଲିଟର ହେବ ୧୦୦ ଟଙ୍କା, କାହିଁକି

ନୂଆଦିଲ୍ଲୀ, ୨୮ା୨: ଆସନ୍ତାକାଲି ଠାରୁ କ୍ଷୀର ଲିଟର ୧୦୦ ଟଙ୍କାରେ ବିକ୍ରି ହେବ । କୃଷି ଆଇନ ଓ ତୈଳ ଦରକୁ ବିରୋଧ କରି ହରିୟାଣାର ହିସରର ଖାପ ପଞ୍ଚାୟତ ଏହି ନିଷ୍ପତ୍ତି ଗ୍ରହଣ କରିଛି । ମାର୍ଚ୍ଚ ମହିଲାରୁ ଏହି…

୪ ବର୍ଷର ଝିଅକୁ ଦୁଷ୍କର୍ମ କଲା ୧୬ ବର୍ଷର ନାବାଳକ

ନୂଆଦିଲ୍ଲୀ, ୨୮ା୨: ଉତ୍ତରପ୍ରଦେଶରେ ଗୋଟିଏ ୪ ବର୍ଷର ଝିଅକୁ ଜଣେ ୧୬ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ସଙ୍ଗୀନ ଅଭିଯୋଗ ଆସିଛି । ନାବାଳକଟି ଝିଅଟିକୁ ଚକୋଲେଟ ଦେବାର ବାହାନା ଦେଖାଇ ଦୁଷ୍କର୍ମ କରିଥିବା ଜଣାପଡ଼ିଛି ।…

‘ମନ୍ କି ବାତ୍’ରେ ଓଡିଆ ପୁଅକୁ ପ୍ରଶଂସା କଲେ ମୋଦୀ

ନୂଆଦିଲ୍ଲୀ,୨୮ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଦେଶବାସୀଙ୍କୁ ସମ୍ବୋଧିକ କରିବା ସହ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ, ‘ଗ୍ରୀଷ୍ମ…

ନୂଆବର୍ଷର ପ୍ରଥମ ମିଶନ୍: ଏକସଙ୍ଗରେ ମହାକାଶକୁ ୧୯ ଉପଗ୍ରହ ପଠାଇଲା ଇସ୍ରୋ

ନୂଆଦିଲ୍ଲୀ, ୨୮ା୨: ଚଳିତବର୍ଷର ପ୍ରଥମ ମହାକାଶ ଅଭିଯାନ ଆରମ୍ଭ କରିଛି ଇସ୍ରୋ । ଏକସଙ୍ଗରେ ମହାକାଶକୁ ୧୯ଟି ଉପଗ୍ରହ ପଠାଇଛି ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟାରୁ ସକାଳ ୧୦ଟା ୨୪ ମିନିଟରେ ଏହାକୁ ଉତକ୍ଷେପଣ…

ଦେଶରେ ୨୪ ଘଣ୍ଟାରେ ୧୧୩ ମୃତ, ୧୬ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୮ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୫୧କୁ ବୃଦ୍ଧି…