CHARIDHAM
Browsing Category

ଦେଶ

ସାମାନ୍ୟ ପାଉଁଜି ପାଇଁ… ମହିଳାଙ୍କୁ ହତ୍ୟାକରି ଗୋଡ କାଟିଦେଲା ଲୁଟେରା

ନୂଆଦିଲ୍ଲୀ: ପାଉଁଜିଟିଏ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ଏମିତି ଏକ ବୀଭତ୍ସ ଘଟଣା ଘଟିଛି ରାଜସ୍ଥାନର ରାଜସମାନ୍ଦ ଗ୍ରାମରେ । ଚାରଭୁଜା ଥାନା ଅନ୍ତର୍ଗତ ଏକ ପଡିଆରୁ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି । ଶବର…

ଝଗଡ଼ା ପରେ ଭାରତୀୟ ଦମ୍ପତ୍ତି ନେଉଛନ୍ତି ଏଭଳି ପଦକ୍ଷେପ, ସାମ୍ନାକୁ ଆସିଲା ଭୟଙ୍କର ସତ୍ୟ

ନୂଆଦିଲ୍ଲୀ: ବିଶ୍ୱରେ ଭାରତ ଏପରି ଏକ ଦେଶ, ଯେଉଁଠାରେ ବିବାହକୁ ଅଧିକ ଗୁରୁତ୍ୱ ଦିଆଯାଏ ଓ ଏହାକୁ ଅଧିକ ଲୋକେ ସମର୍ଥନ ମଧ୍ୟ କରିଥାନ୍ତି । UN Women’s Progress of the World’s Women reportର ଏକ ରିପୋର୍ଟ…

ଅଖିଳେଶ ଏବଂ ମାୟାବତୀଙ୍କୁ ବଡ ଝଟକା, ଏସପି-ବିଏସପିର ୧୦ ବିଧାନ ପରିଷଦ ବିଜେପିରେ ସାମିଲ୍

ଲଖନଉ : ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଏବଂ ବସପା ପ୍ରମୁଖ ମାୟାବତୀଙ୍କୁ ବିଜେପି ବଡ ଝଟକା ଦେଇଛି । ଗୁରୁବାର ସପା ଏବଂ ବସପାର ୧୦ ବିଧାନ ପରିଷଦ ବିଜେପିରେ ଯୋଗ…

ଜମି ନଦେବାରୁ ପରିବାରକୁ ବହିଷ୍କାର: ସମାଜକୁ ଫେରିବା ପାଇଁ ସର୍ତ୍ତ- ଜୋତା ମୁଣ୍ଡରେ ରଖ, ଗୋମୂତ୍ର ପିଅ

ଗ୍ୱାଲିୟର : ଜଣେ ପରିବାର ମନ୍ଦିର ପାଇଁ ଜମି ନଦେବାରୁ ପଞ୍ଚାୟତ ସେମାନଙ୍କୁ ଗାଁରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି । ପରିବାରରେ ହେବାକୁ ଥିବା ବିବାହଠୁ ନେଇ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ସମାଜର କୌଣସି ବି…

ଆମେରିକା ଜାରି କଲା ଟ୍ରାଭେଲ ଆଡଭାଇଜରୀ, କହିଲା-‘ଭାରତରେ ଏବେ କରୋନା ବିପଦ କମ୍’

ନୂଆଦିଲ୍ଲୀ : ଭାରତରେ କରୋନା  ସଂକ୍ରମଣର ବିପଦ ହ୍ରାସ ପାଇବାରେ ଲାଗିଛି । ପ୍ରତିଦିନ କମ୍ ନୂଆ ମାମଲା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଆମେରିକାର ବୈଦେଶିକ ବିଭାଗ ସୂଚନା ଦେଇଛି ଯେ, ରୋଗ ନିୟନ୍ତ୍ରଣ ଓ ନିରାକରଣ…

ଥରେ ନୁହେଁ କି ଦୁଇଥର ନୁହେଁ, ୧୧୭ ଥର ଚାଲାଣ କଟିଲା ପରେ ବି ଫାଇନ୍ ଭରିଲେନି ସ୍କୁଟି ଚାଳକ, ଏହାପରେ ପୋଲିସ…

ନୂଆଦିଲ୍ଲୀ: ଯଦି ଟ୍ରାଫିକ ନିୟମ ଉଲ୍ଲଂଘନ ନେଇ ଆପଣଙ୍କର ଚାଲାଣ କଟେ, ତେବେ ଆପଣଙ୍କୁ ନିଶ୍ଚିତ ଭାବେ ଏହା ଖୁବ୍ ବାଧିଥାଏ । ଥରେ ଭାବନ୍ତୁ ତ, ଯଦି ଜଣଙ୍କର ୧୧୭ ଥର ଚାଲାଣ କଟିବ, ତେବେ କ୍ଷେତ୍ରରେ କ’ଣ ଘଟିଥିବ ।…

ପ୍ରଥମ ପତ୍ନୀ ଜୀବିତ ଥାଇ ଦ୍ୱିତୀୟ ବିବାହ କରୁଥିବା ବ୍ୟକ୍ତି ଦଣ୍ଡ ପାଇବାକୁ ଯୋଗ୍ୟ, ଜାଣନ୍ତୁ କ’ଣ କହିଲେ ହାଇକୋର୍ଟ

ପ୍ରୟୋଗରାଜ: ପ୍ରଥମ ପତ୍ନୀ ଜୀବତ ଥାଉ ଥାଉ ଦ୍ୱିତୀୟ ବିବାହ କରିଥିବା ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । କୋର୍ଟଙ୍କ ନିୟମ ୨୯ ଅନୁସାରେ, ସରକାରଙ୍କ ଅନୁମତି ବିନା…

ରାଜଧାନୀରେ ସ୍କୁଲ, କଲେଜ ବନ୍ଦ; ଜାଣନ୍ତୁ କ’ଣ ରହିଛି ଅନ୍ୟ କଟକଣା

ନୂଆଦିଲ୍ଲୀ: ଦୀପାବଳି ପରଠାରୁ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ତର ବଢ଼ିବାରେ ଲାଗିଛି । ବାୟୂ ପ୍ରଦୂଷଣ ପାଇଁ ଦିଲ୍ଲୀରେ ସମସ୍ତ ସ୍କୁ. କଲେଜ ବନ୍ଦ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ…

ରେଲୱେରେ ନିଯୁକ୍ତି ପାଇଁ ବଡ ସୁଯୋଗ: ଡିସେମ୍ବର ୧୪ରେ ଶେଷ ହେବ ଆବେଦନ ପ୍ରକିୟା

ନୂଆଦିଲ୍ଲୀ: ରେଳବାଇରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଦକ୍ଷିଣ-ପୂର୍ବ ରେଳବାଇ ବୋର୍ଡରେ ଖାଲିଥିବା ଆପ୍ରେଣ୍ଟିସ ପଦ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଯୋଗ୍ୟ ପ୍ରାର୍ଥୀମାନେ ୨୦୨୧ ଡିସେମ୍ବର ୧୪…

କାମ୍ପାଲାରେ ଆତ୍ମଘାତୀ ସିରିଜ ବିସ୍ଫୋରଣ: ୩ ମୃତ, ୩୦ରୁ ଊଦ୍ଧ୍ୱର୍ ଆହତ, ଭାରତୀୟ ପାରା ବ୍ୟାଡମିଣ୍ଟନ ଖେଳାଳି ସୁରକ୍ଷିତ ଥିବା ସୂଚନା ଦେଲେ…

କାମ୍ପାଲା(ଉଗାଣ୍ଡା): ଉଗାଣ୍ଡା ରାଜଧାନୀ କାମ୍ପାଲାରେ ମଙ୍ଗଳବାର ଦିନ ସକାଳ ପ୍ରାୟ ୧୦ ସମୟରେ ସିରିଜ ଆତ୍ମଘାତୀ ବିସ୍ଫୋରଣ ଘଟିଛି ।  ଆତ୍ମଘାତୀ ବିସ୍ଫୋରଣରେ ୩ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଊଦ୍ଧ୍ୱର୍ ଲୋକ ଆହତ…