Browsing Category
ଦେଶ
ୠଣ ପରିଶୋଧ ପାଇଁ ନିଜ ସ୍ତ୍ରୀକୁ ବିକିଲା ସ୍ୱାମୀ, ମନା କରିବାରୁ….
ଗୁନା: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ମହିଳା ନିର୍ଯ୍ୟାତନାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ନାରୀକୁ ସମାଜରେ ପ୍ରଥମ ସ୍ଥାନରେ ରଖାଯାଉଥିବା ବେଳେ ଜଣେ ବ୍ୟକ୍ତି ନିଜ ପତ୍ନୀକୁ ବିକ୍ରି କରିବାର ଯୋଜନା କରିଥିଲା ।…
କେତେ ଟଙ୍କା ଅଛି ଆପଣଙ୍କର ପିଏଫ୍ ଆକାଉଣ୍ଟରେ? ଗୋଟିଏ ମିସ୍ କଲ୍ କିମ୍ବା ମେସେଜ କରି ଜାଣନ୍ତୁ
ନୂଆଦିଲ୍ଲୀ: କରୋନା କାଳରେ ଅନେକ ଲୋକ ନିଜର ଚାକିରି ହରାଇଛନ୍ତି । ପରିସ୍ଥିତି ଏମିତି ହେଲା ଯେ, କିଛି ଲୋକ ନିଜର ପ୍ରୋଭିଡେଣ୍ଟ ଫଣ୍ଡ(ପିଏଫ୍)ରୁ ଟଙ୍କା ବାହାର କରିବାକୁ ପଡ଼ିଲା । ହେଲେ ଇତି ମଧ୍ୟରେ କିଛି ଲୋକଙ୍କୁ…
‘ଯୋଗୀଙ୍କୁ କିଛି ଦିନ ପାଇଁ ଦେଶକୁ ଅଣାଯାଉ’- କରୋନା ନିୟନ୍ତ୍ରଣ କରିବା ପାଇଁ ଅଷ୍ଟ୍ରେଲିଆ ସାଂସଦ ଦେଲେ ଏପରି ବୟାନ
ଲକ୍ଷ୍ନୌ: କରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ଉତ୍ତରପ୍ରଦେଶ ସରକାର ସଫଳ ହୋଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏବେ ଦେଶ ବିଦେଶରୁ ଅନେକ ଲୋକ ପ୍ରଶଂସା କରୁଛନ୍ତି । ଇତି ମଧ୍ୟରେ ଅଷ୍ଟ୍ରେଲିଆ…
ଇସ୍ତଫା ଦେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ!
ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଇସ୍ତଫା ଦେବେ! ଏକଥା ଶୁଣିବା ପରେ ଯେ କେହି ଚକିତ ହେବା ସ୍ୱାଭାବିକ । ତେବେ କଥାଟି ହେଉଛି ସତ । ଖୁବଶୀଘ୍ର ଭୂପେଶ ନିଜ ପଦରୁ ଇସ୍ତଫା ଦେବେ । ସେ ଛତିଶଗଡ଼ର ତୃତୀୟ…
ଉତ୍ତରପ୍ରଦେଶ ଏଟିଏସ୍କୁ ମିଳିଲା ବଡ଼ ସଫଳତା, ଲକ୍ଷ୍ନୌରୁ ୨ ସନ୍ଦିଗ୍ଧ ଆତଙ୍କୀ ଗିରଫ, ରାଜ୍ୟରେ ହାଇଆଲର୍ଟ ଜାରି
ଲକ୍ଷ୍ନୌ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶ ଏଟିଏସ୍କୁ ରବିବାର ମିଳିଛି ବଡ଼ ସଫଳତା । ରାଜଧାନୀ ଲକ୍ଷ୍ନୌରେ ଏଟିଏସ୍ ଟିମ୍ ଚଢ଼ଉ କରି ଆତଙ୍କବାଦୀ ସଙ୍ଗଠନ ଅଲକାଏଦାର ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି…
ଜଳ ଜୀବନ ମିଶନ: ଓଡ଼ିଶାକୁ ୩,୩୨୩ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ, ଆର୍ଥିକ ଆବଣ୍ଟନ ପରିମାଣ ଚାରିଗୁଣା ବୃଦ୍ଧି
ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ଦେଶର ପ୍ରତ୍ୟେକ ପରିବାରକୁ ଟ୍ୟାପ ଜରିଆରେ ସ୍ୱଚ୍ଛ ଜଳ ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଙ୍କଳ୍ପ ଅନୁରୂପ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ଜୀବନ ମିଶନରେ ଓଡ଼ିଶାକୁ…
ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା କରିବେ ମହାବାହୁ, ରଥ-ପଥ ସବୁ ପ୍ରସ୍ତୁତ
ପୁରୀ, (ଓଡ଼ିଶା ଭାସ୍କର): ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସବୁଠାରୁ ବଡ ଯାତ୍ରା ତଥା ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଭାଇ, ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ମା’ ଘରକୁ ଯିବେ କାଳିଆ ଠାକୁର ।…
ବିହାରରେ ଆଉ ଏକ ମହାମେଣ୍ଟ!: ଚିରାଗଙ୍କୁ ଭେଟିଲେ ଏହି ଆରଜେଡି ନେତା
ପାଟନା : ବିହାର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଲୋକ ଜନଶକ୍ତି ପାର୍ଟିର ପୂର୍ବତନ ମୁଖ୍ୟ ଚିରାଗ ପାଶ୍ୱାନ ବର୍ତ୍ତମାନ ବିହାର ରାଜନୀତି ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ପୂର୍ବରୁ ରାଜ୍ୟରେ…
ଦେଶରେ ବଢୁଛି ମନ୍ତ୍ରୀଙ୍କ ସଂଖ୍ୟା; ଟିକାକରଣରେ ଫଳ ଶୂନ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ନିକଟରେ ହୋଇଥିବା କେନ୍ଦ୍ର କ୍ୟାବିନେଟ ଅଦଳବଦଳକୁ ସମାଲୋଚନା କରି କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ଏକ ଟ୍ୱିଟ କରିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ‘ ଦେଶରେ ମନ୍ତ୍ରୀଙ୍କ ସଂଖ୍ୟା ବଢୁଛି ହେଲେ ଭାକ୍ିସନ…
ଷ୍ଟାନ ସ୍ୱାମୀଙ୍କୁ ହତ୍ୟା କରିଛି ବିଜେପି ସରକାର: କାହିଁକି ଏମିତ କହିଲେ ସଞ୍ଜୟ ରାଉତ
ମୁମ୍ବାଇ: ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ପୁଣି ଥରେ ବିଜେପିକୁ ଆକ୍ରମଣ କରିଛନ୍ତି । ଫାଦର ଷ୍ଟାନ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ବିଜେପିକୁ ସମାଲୋଚନା କରିଛନ୍ତି ରାଉତ । ଜେଲରେ ଷ୍ଟାନ ସ୍ୱାମୀଙ୍କୁ କେନ୍ଦ୍ର ସରକାର…