Browsing Category

ଦେଶ

ଆତ୍ମନିର୍ଭର ଭାରତ ଫେଲ୍: ବିଦେଶୀଙ୍କ ସାହାଯ୍ୟ ଲୋଡୁଛି ଦେଶ

ନୂଆଦିଲ୍ଲୀ, ୦୭/୦୫(ଓଡିଶା ଭାସ୍କର) : ୨୦୨୦ରୁ ମହାମାରୀ କରୋନା ଠାରୁ ଦେଶରେ ଆତଙ୍କ ଖେଳାଇଛି । ଗତ କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଲକ୍ଷରୁ ଅଧିକ ଟପିବାରେ ଲାଗିଛି । କରୋନା ମୁକାବିଲା କରିବାକୁ ଯାଇ ଏବେ…

କରୋନାର ନୂଆ ରୂପ ‘ମିକୋର ମାଇକୋସିସ୍’, ଯାହାର ପ୍ରଭାବରେ ୧୫ ଦିନରେ ଆଖି ହରାଇଲେଣି ୮ ରୋଗୀ

ନୂଆଦିଲ୍ଲୀ, ୭ା୫: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଜାରି ରହିଛି । ଦୈନିକ ପଜିଟିଭ୍ ଓ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ବର୍ତ୍ତମାନ କରୋନାକୁ ନେଇ ଏକ ନୂଆ ସମସ୍ୟା ଉଭା ହେଉଛି । ଠିକ୍ ସମୟରେ…

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏମକେ ଷ୍ଟାଲିନ୍

ଚେନ୍ନାଇ, ୭ା୫: ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବେ ଦ୍ରାବିଡ଼ ମୁନ୍ନେତ୍ରା କାଝାଗମ (ଡିଏମକେ) ଅଧ୍ୟକ୍ଷ ଏମକେ ଷ୍ଟାଲିନ୍ ଶପଥ ଗ୍ରହଣ କରିଛନ୍ତି । ତାମିଲନାଡ଼ୁ ଗଭର୍ଣ୍ଣର ବନୱାରିଲାଲ ପୁରୋହିତ ଷ୍ଟାଲିନଙ୍କୁ ରାଜଭବନରେ…

ଅସମ୍ଭାଳ ହେଲାଣି ଦେଶର ସ୍ଥିତି: ଆଜି ୩୯୧୫ ମୃତ, ୪.୧୪ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ, ୭ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୯୧୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୪ ହଜାର ୮୩କୁ ବୃଦ୍ଧି…

ଇରଫାନ ପଠାନଙ୍କ ଉପରେ ବୋହୂର ଅବୈଧ ସମ୍ପର୍କ ଅଭିଯୋଗ ଆଣିଲେ ବୃଦ୍ଧ ଦମ୍ପତି, ଜାରି କଲେ ଭିଡିଓ

ଅହମ୍ମଦାବାଦ,୭ ।୫: ଭାରତର ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କ ଉପରେ ଅହମ୍ମଦାବାଦ ପୋଲିସ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ସୟେଦ ଇବ୍ରାହିମ ତାଙ୍କ ବୋହୂ ସହ ଅବୈଧ ସମ୍ପର୍କ ରଖିବା ଅଭିଯୋଗ ଆଣିଛନ୍ତି । ଅଭିଯୋଗକାରୀ…

ଏହି ରାଜ୍ୟରେ କରୋନା ରୋଗୀଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର, ରୋଗୀ ପାଇବେ ୪ ଲକ୍ଷ ପର୍ଯ୍ୟନ୍ତ ବେନିଫିଟ୍

ପାଣାଜି, ୭ା୫: ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ମାଡ଼ି ଚାଲିଛି । ତେବେ ରାଜ୍ୟରେ କରୋନା ରୋଗୀଙ୍କ ଦୂରାବସ୍ଥାକୁ ଦୃଷ୍ଟିରେ ରଖି ଗୋଆ ସରକାର ଏକ ଅଭିନବ ପ୍ରୟାସ କରିଛନ୍ତି । କରୋନା ରୋଗୀଙ୍କ ସମସ୍ତ ଖର୍ଚ୍ଚ ଏଣିକି…

ମେ’ ୯ରୁ ରାଜଧାନୀ, ଶତାବ୍ଦୀ ଏକ୍ସପ୍ରେସ୍‌ ବନ୍ଦ

ନୂଆଦିଲ୍ଲୀ ୬ ।୫: ଦେଶରେ କରୋନା ଭୂତାଣୁ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ଯାହାକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ କଟକଣା ଲଗାଉଛନ୍ତି ସରକାର। ଏହାରି ମଧ୍ୟରେ କରୋନା ସଂକ୍ରମଣକୁ ବୃଦ୍ଧି ଦୃଷ୍ଟିରୁ ବଡ ପଦକ୍ଷେପ…

ମଧ୍ୟପ୍ରଦେଶରେ ମେ’ ୧୫ ପର୍ଯ୍ୟନ୍ତ ବଢିଲା କରୋନା କର୍ଫ୍ୟୁର ଅବଧି

ଭୋପାଳ,୬ ।୫: କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରେ କରୋନା କର୍ଫ୍ୟୁର ଅବଧିକୁ ମେ’ ୧୫ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି । ରାଜ୍ୟରେ ସାପ୍ତାହାନ୍ତ କର୍ଫ୍ୟୁ ପୂର୍ବରୁ ଲାଗୁ…

କୋଭିଡ-୧୯: ଭାରତରୁ ଯାତ୍ରୀଙ୍କ ଆଗମନ ଉପରେ ପ୍ରତିବନ୍ଧ ଳଗାଇଲା ଶ୍ରୀଲଙ୍କା

ନୂଆ ଦିଲ୍ଲୀ, ୦୫/୦୫: ଭାରତରେ କରୋନା ଭାଇରସ ସଂକ୍ରମଣ ମାମଲା ବଢିବା ଯୋଗୁଁ ଶ୍ରୀଲଙ୍କା ଭାରତରୁ ଯାଉଥିବା ଯାତ୍ରୀଙ୍କ ଉପରେ ରୋକ ଲଗାଇଛି । ବ୍ରିଟେନ, ୟୁଏଇ, ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁର ଭଳି ଅନେକ ଦେଶ ପୂର୍ବରୁ…

କରୋନାର ଦ୍ୱିତୀୟ ଲହରରେ ହାହାକାର, ତୃତୀୟକୁ ଭୟ ! କ’ଣ ସମ୍ପୂର୍ଣ୍ଣ ଲକଡାଉନ୍ କରିବେ ମୋଦୀ ସରକାର, ଚାଲିଛି ସମୀକ୍ଷା

ନୂଆଦିଲ୍ଲୀ,୬ ।୫: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କରୋନାର ତୃତୀୟ ମହାମାରୀ ନିଶ୍ଚିତ ଆସିବ ବୋଲି ବୈଜ୍ଞାନିକମାନେ କହିଛନ୍ତି, ଯାହାକୁ ନେଇ ଲୋକେ…