Browsing Category
ଦେଶ
ମହଙ୍ଗା ପଡିଲା ଟିକ୍ ଟକ୍ ଭିଡିଓ; ସ୍ତ୍ରୀ ଓ ଶାଶୁର ଜୀବନ ନେଲା ଯୁବକ
ନୂଆଦିଲ୍ଲୀ: ସାମାନ୍ୟ ଟିକ୍ ଟକ୍ ଭିଡିଓ ପାଇଁ ନିଜର ସ୍ତ୍ରୀ ଓ ଶାଶୁକୁ ଗୁଳି କରି ହତ୍ୟା କରିଛି ଜଣେ ଯୁବକ । ଟିକ୍ ଟକ୍ ଭିଡିଓ ବନାଇବା ମହିଳା ଜଣଙ୍କୁ ପସନ୍ଦ ଥିବା ବେଳେ ସ୍ୱାମୀ କିନ୍ତୁ ଏହାକୁ ବିରୋଧ କରୁଥିଲେ ।…
ବ୍ଲାକ୍ ଫଙ୍ଗସ୍ ମୁକାବିଲା ପାଇଁ ରାଜ୍ୟମାନଙ୍କୁ ପଠାଗଲା ଅତିରିକ୍ତ ୨ ଲକ୍ଷ ଡୋଜ୍ ଭ୍ୟାକ୍ସିନ୍
ନୂଆଦିଲ୍ଲୀ: ବ୍ଲାକ ଫଙ୍ଗସ୍ ରୋଗୀଙ୍କ ପାଇଁ ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାମାନଙ୍କୁ ଅତିରିକ୍ତ ୨ ଲକ୍ଷ ଡୋଜ୍ ଭ୍ୟାକ୍ସିନ୍ ପଠାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସାର ଓ ରସାୟନ…
ଏନକାଉଣ୍ଟରରେ ଲସ୍କର କମାଣ୍ଡର ସମେତ ୨ ଆତଙ୍କବାଦୀ ନିପାତ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଶ୍ରୀନଗର ଜିଲ୍ଲାର ପରିମପୋରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ନିପାତ ହୋଇଛନ୍ତି ୨ ଆତଙ୍କବାଦୀ । ୨ ମୃତକଙ୍କ ମଧ୍ୟରୁ ଜଣେ ଲସ୍କର…
ଅଟୋକୁ ଧକ୍କା ଦେଲା ଅଡି: ତା’ପରେ କଣ ହେଲା ଜାଣନ୍ତୁ
ହାଇଦ୍ରାବାଦ: ସାଇବରାବାଦ ପୋଲିସ୍ ପକ୍ଷରୁ ମଙ୍ଗଳବାର ଦୁର୍ଘଟଣାର ଏକ ଭୟଙ୍କର ଭିଡିଓ ଶେୟାର କରାଯାଇଛି । ୨୭ ଜୁନ୍ ଭୋର ୫.୩୦ରେ ଘଟିଥିବା ଦୁର୍ଘଟଣାର ଭିଡିଓଟି ଅତ୍ୟନ୍ତ ଭୟଙ୍କର ମନେ ହେଉଛି । ନିଶାସକ୍ତ ଅବସ୍ଥାରେ…
ବିଜୁଳି ମାଗଣାରେ ଦେବି… ଅରବିନ୍ଦ କହିଲେ ଏମିତି
ଚଣ୍ଡିଗଡ: ଆମ୍ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀ ସରକାର ଅରବିନ୍ଦ କେଜ୍ରିୱାଲ୍ ଆଜି ପଞ୍ଜାବ ନିର୍ବାଚନ ପ୍ରଚାର ପାଇଁ ଗସ୍ତ କରିଛନ୍ତି । ରାଜ୍ୟବାସୀଙ୍କୁ ସେ ସମ୍ବୋଧନ କରି ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯଦି…
ଗର୍ଭବତୀମାନେ କେବେ କରୋନା ଟିକା ନେବା ଉଚିତ୍, ଜାଣନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ୍
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ବିଶ୍ୱର ସବୁଠାରୁ ଅଧିକ ଟିକାକରଣ ଦେଶ ମଧ୍ୟରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଛି । ଏହାରି ମଧ୍ୟରେ ଗର୍ଭବତୀ ମହିଳାଙ୍କ ଟିକାକରଣକୁ ନେଇ…
ଭାରତ ଆସିବ ମଡର୍ଣ୍ଣା ଟିକା!
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଦେଶକୁ ଆଉ ଏକ କରୋନା ବିରୋଧୀ ଟିକା ମିଳିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ମଡର୍ଣ୍ଣା ଟିକା ପାଇଁ ଆବେଦନ କରିଛି ଔଷଧ ନିର୍ମାତା କମ୍ପାନୀ ସିପଲା । ଟିକାର ଆମଦାନୀ ପାଇଁ ସିପଲା ଆଜି…
ମେ ୪ ପରଠୁ ୩୨ ଥର ବଢିଲାଣି ତେଲ ଦାମ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧରେ ଯାଚିକା ଦାୟର
ଭୁବନେଶ୍ଵର : ଦେଶରେ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି ତୈଳ ଦର। ଲଗାମ ବିହୀନ ହୋଇ ଯାଇଛି ପେଟ୍ରୋଲ-ଡିଜେଲ ଦାମ। ଏହି କ୍ରମରେ ବିହାରର ମୁଜଫରପୁର ଜିଲ୍ଲାର ଏକ ଅଦାଲତରେ ପେଟ୍ରେଲ-ଡିଜେଲ୍ ମୂଲ୍ୟ ବୃଦ୍ଧିକୁ ନେଇ…
କ୍ୟାନସର ରୋଗୀଙ୍କ ଆଶାର କିରଣ ସାଜିଲେ ବାଲେଶ୍ୱର ଝିଅ ନୁସରତ, ଜଟିଳ ରୋଗର ସରଳ ଉପାୟରେ କରୁଛନ୍ତି ଚିକିତ୍ସା
ବାଲେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ କ୍ୟାନସର ରୋଗ ଏକ ବ୍ୟୟ ବହୁଳ ଚିକିତ୍ସା ହୋଇଥିବା ବେଳେ ଚିକିତ୍ସା ବିଜ୍ଞାନରେ ଆଉ ଗୋଟିଏ ପାଦ ଆଗକୁ ଆସିଛନ୍ତି ବାଲେଶ୍ୱର ଜିଲ୍ଲା ସୋର କାଜି ମହଲାର ଝିଅ ନୁସରତ ସଂଘମିତ୍ରା ।…
ବରିଷ୍ଠ ସାମ୍ବାଦିକ ପି. ସାଇନାଥ ପାଇଲେ ଜାପାନୀ ପୁରସ୍କାର, ଦେଶ ପାଇଁ ଗର୍ବର କଥା, କିନ୍ତୁ…
ନୂଆଦିଲ୍ଲୀ: ଦେଶର ଜଣେ ଆଗଧାଡ଼ିର ସାମ୍ବାଦିକ ପାଲାଗୁମ୍ମି ସାଇନାଥଙ୍କୁ ୨୦୨୧ ବର୍ଷ ପାଇଁ ଫୁକୋକା ଗ୍ରାଣ୍ଡ ପୁରସ୍କାର ପ୍ରଦାନ କରାଯାଇଛି । ଜାପାନର ଫୁକୋକା ସିଟି ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ତରଫରୁ ଏହି ପୁରସ୍କାର…