Browsing Category

ଦେଶ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ମୃତ୍ୟୁ ପାଇଁ ଦାୟୀ କିଏ ଥିଲା, ଆସନ୍ତୁ ଜାଣିବା ସେ ରହସ୍ୟ ବିଷୟରେ

ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ଲାଲବାହାଦୁର ଶାସ୍ତ୍ରୀ । ସେ ୧୯୬୪ ମସିହା ଜୁନ ୯ ତାରିଖରୁ ୧୯୬୬ ମସିହା ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ । ସେ…

ମହାପ୍ରଭୁଙ୍କ ଅଣସର ସମୟରେ ପଟିଦିଅଁ ଉପାସନା, ନୀତି-ରୀତି ସମ୍ପର୍କରେ ଜାଣନ୍ତୁ…

ପୁରୀ(ଓଡ଼ିଶା ଭାସ୍କର): ସ୍ନାନ ପୂର୍ଣ୍ଣିମା ରାତିରେ ଶ୍ରୀଜିଉମାନେ ସ୍ନାନବେଦିରୁ ଗଲା ପରେ ଅଣସର ପିଣ୍ଡିରେ ଦଇତାମାନେ ତାଙ୍କ ଶ୍ରୀମୁଖରେ ଲାଗିହୋଇଥିବା ରାହୁରେଖା ଓ ଚିତା ବାହାର କରି ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର…

ଅମୃତସରରୁ ଦୁବାଇ ପର୍ଯ୍ୟନ୍ତ ଏକାକୀ ଯାତ୍ରା କଲେ ଭାରତୀୟ ବ୍ୟବସାୟୀ, କହିଲେ ‘ମହାରାଜା’ ପରି ଲାଗିଲା

ନୂଆଦିଲ୍ଲୀ: ଦୁବାଇରେ ବ୍ୟବସାୟ କରୁଥିବା ଜଣେ ଭାରତୀୟ ବ୍ୟବସାୟୀ ‘ଏୟାର୍‌ ଇଣ୍ଡିଆ’ ଆନ୍ତର୍ଜାତିକ ବିମାନରେ କୌଣସି ସହଯାତ୍ରୀଙ୍କ ବିନା ଏକାକୀ ଯାତ୍ରା କରିଛନ୍ତି । ସେ ଅମୃତସରରୁ ସମ୍ପୂର୍ଣ୍ଣ ଏକାକୀ ଦୁବାଇ ଯାତ୍ରା…

ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ହେବ କୋଭିଡ୍ କେୟାର ସେଣ୍ଟର, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ପ୍ରାୟ ୧୦ ବର୍ଷର ପୁରୁଣା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ହେବ କୋଭିଡ୍ କେୟାର ସେଣ୍ଟର । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଏହି ଘୋଷଣା କରିଛନ୍ତି । କରୋନାର ତୃତୀୟ ଲହର ନିମନ୍ତେ…

ଦେଶରେ କମୁଛି କରୋନା ସଂକ୍ରମଣ: ଆଜି ୧୩୨୯ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

IAS ଅଧିକାରୀ ସ୍ତରରେ ଅଦଳବଦଳ

ନୂଆଦିଲ୍ଲୀ: ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ହିମାଚଳ ପ୍ରଦେଶ ସରକାର ୪୩ ଜଣ ଆଇଏଏସ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି । ଏହି ଅଧିକାରୀଙ୍କ ମଧ୍ୟରେ ୩ ଜଣ…

ଜମ୍ମୁ କଶ୍ମୀର ବିକାଶ ପାଇଁ ପ୍ରୟାସ ଜାରି ରହିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପ୍ରସଙ୍ଗରେ ଅଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଦଳର ରାଜନୈତିକ ଦଳର ନେତାମାନଙ୍କ ସହ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଡକାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ…

୪ ଲଦାଖ ଛାତ୍ର ଅଟକ; ଇସ୍ରାଏଲ ଦୂତାବାସ ବିସ୍ଫୋରଣ ମାମଲାରେ ଧରିଲା ପୋଲିସ୍

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସରେ ବିସ୍ଫୋରଣ ମାମଲାରେ ୪ ଜଣ ଲଦାଖ ଛାତ୍ରଙ୍କୁ ପୋଲିସ୍ ଅଟକ ରଖିଛି । କାର୍ଗିଲରୁ ୪ ଜଣ ଯୁବକଙ୍କୁ ଗୁରୁବାର ଦିନ ପଚରାଉଚୁରା ପାଇଁ ଦିଲ୍ଲୀ…

ନରମିଲେ ଆନ୍ଧ୍ର ସରକାର: ଦ୍ୱାଦଶ ପରୀକ୍ଷା ବାତିଲ

ନୂଆଦିଲ୍ଲୀ(ଓଡିଶା ଭାସ୍କର): ସୁପ୍ରିମକୋର୍ଟଙ୍କ ତାଗିଦା ପରେ ଆନ୍ଧ୍ର ସରକାର କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିଛନ୍ତି । ଶୁକ୍ରବାର ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି…

ଓଡ଼ିଆ ଯୁବକଙ୍କ ‘କୋଟପାଡ଼ ୱିଭିଂ’ ଡକ୍ୟୁମେଣ୍ଟାରି MX Playରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱସ୍ତରରେ ପ୍ରଶଂସିତ ହୋଇଥିବା ଓଡିଆ ଫିଲ୍ମ ନିର୍ମାତା ବିଶ୍ୱନାଥ ରଥଙ୍କ ପ୍ରାମାଣିକ ଚଳଚିତ୍ର(ଡକ୍ୟୁମେଣ୍ଟାରୀ) କୋଟପାଡ ୱିଭିଙ୍ଗ-ଦ ଷ୍ଟୋରୀ ଅଫ୍ ଏ ରେସ୍ ଏଗେନଷ୍ଟ ଟାଇମ୍ ଏମ୍ଏକ୍ସ…