Browsing Category

ଦେଶ

ଆସିଲା ରିଅଲ୍‌ମି ୭ଆଇର ନୂତନ ସଂସ୍କରଣ, ରହିଛି ଅନେକ ସ୍ମାଟ୍ ଫିଚର୍

ନୂଆଦିଲ୍ଲୀ : ରିଅଲ୍‌ମି ଟେଲିକମ୍‌ କମ୍ପାନୀ ଏହାର ଲୋକପ୍ରିୟ ସ୍ମାର୍ଟଫୋନ୍‌ ରିଅଲ୍‌ ୭ଆଇ ପାଇଁ ଆଣ୍ଡ୍ରଏଡ୍‌ ୧୧ ଉପରେ ଆଧାର କରି ରିଅଲ୍‌ ୟୁଏଲ୍‌୨.୦ର ଏକ ନୂତନ ସଂସ୍କରଣ ଆଣିଛି । ଏହି ନୂଆ ଅବତାରରେ କମ୍ପାନୀ…

କେରଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପିନରାୟୀ ବିଜୟନ, ନୂଆ କ୍ୟାବିନେଟ୍‌ରେ ବାଦ୍ ପଡିଲେ ସବୁ ପୁରୁଣା ଚେହେରା

ଥିରୁଭନନ୍ତପୁରମ ୨୦/୦୫: ସିପିଆଇଏମର ବରିଷ୍ଠ ନେତା ପିନରାୟୀ ବିଜୟନ କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେ ରାଜ୍ୟର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। କ୍ରମାଗତ ଭାବେ ଦ୍ଵିତୀୟ…

ବ୍ଲାକ ଫଙ୍ଗସ୍ ପରେ ଏବେ ହ୍ୱାଇଟ ଫଙ୍ଗସ୍

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ରାଜ୍ୟମାନଙ୍କରେ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସମୟରେ ହ୍ୱାଇଟ ଫଙ୍ଗସ ଭଳି ରୋଗ ମଧ୍ୟ…

ଅକ୍ସିଜେନର ପୁନଃ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ଆଇଆଇଟି-ବମ୍ବେ ଆଣିଲା ‘ଦ ରିବ୍ରେଦର୍’

ମୁମ୍ବାଇ : ଦେଶ ବର୍ତ୍ତମାନ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଦେଇ ଗତି କରୁଛି । ଏହି ସମୟରେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ର ଅଭାବ ଦେଖାଦେଇଛି । ଯାହାଫଳରେ ଅନେକ ଆକ୍ରାନ୍ତ ଅକ୍ସିଜେନ୍ ଅଭାବରେ ପ୍ରାଣ…

ମୋଦୀଙ୍କ ପାଇଁ ମୁଖ୍ୟମନ୍ତ୍ରୀମାନେ ଲଜ୍ଜିତ ହୋଇଛନ୍ତି: ମମତା

କୋଲକାତା/ନୂଆଦିଲ୍ଲୀ: ମିଟିଂ ହେଲା ସତ । କିନ୍ତୁ ମୁଖ୍ୟମନ୍ତ୍ରୀମାନଙ୍କୁ କିଛି କହିବାକୁ ସୁଯୋଗ ମିଳିଲାନି । କେବଳ ଯାହା କହିଲେ ପ୍ରଧାନମନ୍ତ୍ରୀ ମୋଦୀ ହିଁ କହିଲେ। ତେଣୁ କରୋନା ପରିପ୍ରେକ୍ଷୀରେ…

ବାର୍ଜ ଜାହାଜରୁ ନିଖୋଜଙ୍କ ସମ୍ପର୍କରେ ସୂଚନା ଦେଉନି Afcon କମ୍ପାନି

ମୁମ୍ବାଇ: ଆରବ ସାଗରରୁ ସୃଷ୍ଟି ହୋଇଥିବା ଅତି ଭୀଷଣ ସାମୁଦ୍ରିକ ଝଡ଼ବାତ୍ୟା ତଉକ୍ତେ ସାଜିଲା କାଳ । ଏଥିପାଇଁ ଦୁର୍ଘଟଣାର ସମ୍ମୁଖୀନ ହେଲା ଜାହାଜ ବାର୍ଜ-୩୦୫ ଏବଂ ବିପଦରେ ପଡ଼ିଗଲେ ମୋଟ ୨୬୧ ଯାତ୍ରୀ । ସେମାନଙ୍କ…

ବ୍ଲାକ୍ ଫଙ୍ଗସକୁ ‘ମହାମାରୀ’ ଭାବେ ଘୋଷଣା କଲେ କେନ୍ଦ୍ରସରକାର

ନୂଆଦିଲ୍ଲୀ : କୋଭିଡ୍ ମହାମାରୀ ମଧ୍ୟରେ ଆଉ ଏକ ସଂକ୍ରମଣ କାୟା ମେଲାଇବାରେ ଲାଗିଛି । ତାହା ହେଉଛି ବ୍ଲାକ୍ ଫଙ୍ଗସ୍ । ତେବେ ଏହି ବ୍ଲକ୍ ଫଙ୍ଗସ୍ କୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ 'ମହାମାରୀ' ଭାବେ ଘୋଷଣା…

ତାଉକ୍ତେ ପ୍ରଭାବ: ଭାଙ୍ଗିଲା ମଇଦାନ, ଟାଇଗର-୩, ଗାଙ୍ଗୁବାଇ କାଥିଆୱାଡି ଫିଲ୍ମ ସେଟ

ମୁମ୍ବାଇ: ବାତ୍ୟା ତାଉକ୍ତେ ମୁମ୍ବାଇ ଉପରେ ଛାଡିଯାଇଛି ଏହାର ପ୍ରଭାବ । ତାଉକ୍ତେ ପ୍ରଭାବରେ ମୁମ୍ବାଇରେ ପ୍ରବଳ ବର୍ଷା ଓ ପବନ ବ୍ୟାପକ କ୍ଷତି କରିଛି । ଏହାର ପ୍ରଭାବରେ ଅନେକ ଘର, ଯାନବାହନ କ୍ଷତିଗ୍ରସ୍ତ ହୋଇଛି ।…

ପୂର୍ବତନ ମହିଳା କ୍ରିକେଟ୍ ତାରକା କେଏସ୍ ଶ୍ରାବନ୍ତୀ ନାଇଡୁଙ୍କ ମା’ଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତାର ହାତ ବଢ଼ାଇଲେ ବିରାଟ

ନୂଆଦିଲ୍ଲୀ : ଦେଶରେ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏଥିରେ ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ଫିଲ୍ମ କଳାକାର ଏବଂ ଖେଳ ସହ ଜଡିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି ।…