Browsing Category

ଦେଶ

ଆଜିଠୁ JEE ମେନ୍‌ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା

ନୂଆଦିଲ୍ଲୀ, ୧୬। ୩ : ଆଜିଠୁ ୧୮ ତାରିଖ ଯାଏ JEE ମେନ୍‌ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି । ଏଥିପାଇଁ ଦେଶର ୩୩୧ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ପରୀକ୍ଷା ହେଉଛି । କୋଭିଡ କଟକଣା ଭିତରେ ରାଜ୍ୟର ୧୭ଟି ସହରରେ…

ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୩୧ ଜୀବନ

ନୂଆଦିଲ୍ଲୀ, ୧୬। ୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୮୫୬କୁ…

କରୋନା ମୁକାବିଲା ପାଇଁ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫ ।୩: କରୋନା ସଂକ୍ରମଣ ମାଲା ବଢିବାରେ ଲାଗିଛି । ଏହାରି ମଧ୍ୟରେ କରୋନା ମୁକାବିଲା ନେଇ ବୈଠକ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ବୈଠକ…

ଯୁବକଙ୍କ ଉଚ୍ଚତା ଦୁଇ ଫୁଟ, ଜୀବନସାଥୀ ଖୋଜି ଖୋଜି ହେଲେ ନୟାନ୍ତ: ମୁଖ୍ୟମନ୍ତ୍ରୀଙ୍କୁ ମାଗିଲେ ସାହାଯ୍ୟ

ଯୁବକଙ୍କର ବୟସ ୨୬ ବର୍ଷ, ଉଚ୍ଚତା ୨ ଫୁଟ । ଉତ୍ତରପ୍ରଦେଶର ମୁଜାଫରନଗରରେ ରହୁଥିବା ଅଜିମ ମନସୁରୀ ମହଜ ନାମକ ଏହି ଯୁବକ ଜଣକ ବିବାହ ପାଇଁ କନ୍ୟା ଖୋଜୁଛନ୍ତି । ସେ ନିଜର ଏକ କସମେଟିକ୍ ଦୋକାନ କରିବା ସହ ଭଲ ଇନକମ୍…

ତିନୋଟି ଛୁଆର ମାଆ ଅଷ୍ଟମ ଶ୍ରେଣୀ ଛାତ୍ର ସହ ଫେରାର୍

ଗୋରଖପୁର, ୧୫ା୩: ଉତ୍ତରପ୍ରଦେଶରୁ ଏକ ଅଜବ ଖବର ସାମନାକୁ ଆସିଛି । ଗୋରଖପୁର ଅଞ୍ଚଳରେ ଜଣେ ତିନି ଛୁଆର ମାଆ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ସହ ଫେରାର ହୋଇଯାଇଛି । ଏନେଇ ଛାତ୍ରର ପରିବାର ଲୋକେ ପୋଲିସରେ ମାମଲା ଦାୟର…

ଆଇଏସଆଇଏସ ଲିଙ୍କ: ୫ ଗିରଫ

ନୂଆଦିଲ୍ଲୀ, ୧୫ା୩: ଆତଙ୍କୀ ସଙ୍ଗଠନ ଆଇଏସଆଇଏସ ଲିଙ୍କ ନେଇ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ପକ୍ଷରୁ ୩ଟି ରାଜ୍ୟରେ ଚଢ଼ାଉ କରାଯାଇଛି । ଦିଲ୍ଲୀ, କେରଳ ଓ କର୍ଣ୍ଣାଟକର ୧୦ଟି ଜାଗାରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି ।…

ବସ୍ ଦୁର୍ଘଟଣା: ଦୁଇ ମୃତ, ୮ ଗୁରୁତର

ଅମରାବତୀ, ୧୫ା୩: ଆନ୍ଧ୍ରପ୍ରଦେଶରେ ଏକ ବସ୍ ଦୁର୍ଘଟଣା ଘଟି ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ଆନ୍ଧ୍ରପ୍ରଦେଶର ସୋମପେଟା ନିକଟରେ ଏକ ଯାତ୍ରୀବାହୀ ବସ୍ ସହ ଏକ ଟିପର ମୁହାଁମୁହିଁ ହେବା…