Browsing Category

ଦେଶ

କରୋନା ଭାଇରସ୍, ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ନୂଆଦଲ୍ଲୀ, ୧୬ା୩: କରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଏନେଇ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଛନ୍ତି କେନ୍ଦ୍ର ସରକାର । ଏହାସହ ଜିମ୍, ସିନେମା ହଲ୍, ସଂଗ୍ରହାଳୟ ଓ…

ବିଦେଶୀଙ୍କ ଭାରତ ଯାତ୍ରା ଉପରେ କଟକଣା

ନୂଆଦିଲ୍ଲୀ, ୧୬ା୩: ବିଦେଶୀଙ୍କ ଭାରତ ଯାତ୍ରା ଉପରେ କଟକଣା ଲାଗୁ ହୋଇଛି । ମାର୍ଚ୍ଚ ୧୮ ପରେ ୟୁରୋପୀୟ ସଙ୍ଘରୁ ଭାରତ ଆସିବାକୁ ମନା କରାଯାଇଛି । ସେହିପରି ତୁର୍କୀ ଓ ବ୍ରିଟେନରୁ ମଧ୍ୟ ଭାରତ ଆସିବାକୁ ମନା କରାଯାଇଛି ।…

ନିର୍ଭୟା ମାମଲା, ଆଇସିଜେ ଗଲେ ତିନି ଦୋଷୀ

ନୂଆଦିଲ୍ଲୀ, ୧୬ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଚାରି ଦୋଷୀଙ୍କ ମଧ୍ୟରୁ ତିନି ନିର୍ଭୟା ଦୋଷୀ ଅନ୍ତର୍ଜାତୀୟ ନ୍ୟାୟାଳୟ ଯାଇଛନ୍ତି । ତିନି ଦୋଷୀ ଅକ୍ଷୟ, ପବନ ଓ ବିନୟ ଯାଇଛନ୍ତି ।…

ଆସନ୍ତା ୧୮ରେ ଖୋଲିବ ୟେସ୍ ବ୍ୟାଙ୍କ

ନୂଆଦିଲ୍ଲୀ, ୧୬ା୩: ୟେସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ୟେସ୍ ବ୍ୟାଙ୍କର ସମସ୍ତ ଶାଖା ଆସନ୍ତା ୧୮ରେ ଖୋଲିବ । ମାର୍ଚ୍ଚ ୧୮ରୁ ୟେସ୍ ବ୍ୟାଙ୍କର ୧୧୩୨ଟି ଶାଖା ଖୋଲିବ । ୧୮ରୁ ସବୁ ଶାଖାରେ…

ମଧ୍ୟପ୍ରଦେଶ ବିଧାନସଭା ମୁଲତବୀ, ହୋଇପାରିଲାନି ଆସ୍ଥା ଭୋଟ୍

ଭୋପାଲ, ୧୬ା୩: ମଧ୍ୟପ୍ରଦେଶ ବିଧାନସଭା ମାର୍ଚ୍ଚ ୨୬ ଯାଏ ମୁଲତବୀ ରଖାଯାଇଛି । କରୋନା ସଂକ୍ରମଣ ଦୃଷ୍ଟିରୁ ମୁଲତବୀ ରଖିଛନ୍ତି ବାଚସ୍ପତି । ଆଜି ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଥାନ୍ତେ କମଳ ନାଥ ସରକାର ।…