Browsing Category

ଦେଶ ବିଦେଶ

ପାକିସ୍ତାନର ଆକ୍ରମଣ ପାଇଁ ଅଧାରୁ ବନ୍ଦ ହେଲା IPL ମ୍ୟାଚ୍

ଧର୍ମଶାଳା: ଆରମ୍ଭ ହେଲା ଯୁଦ୍ଧ। ଭାରତର ବିଭିନ୍ନ ସ୍ଥାନକୁ ଆଟାକ୍ କରୁଛି ପାକିସ୍ତାନ। ଜମ୍ମୁ, ଗୁଜୁରାଟ ଭଳି ଅନେକ ସ୍ଥାନରେ ଡ୍ରୋନ ସହ ମିଜାଇଲ୍ ମାଡ କରିବାକୁ ଚେଷ୍ଟା କରୁଛି ପାକିସ୍ତାନ। ଆଉ ପାକିସ୍ତାନର ଆଟାକକୁ…

ପାକିସ୍ତାନ ଯୁଦ୍ଧ ବିମାନ ମାରି ଖସାଇଲା ଭାରତ, ପାକିସ୍ତାନର ଘାତକ ଯୁଦ୍ଧ ବିମାନ ନଷ୍ଟ

ନୂଆଦିଲ୍ଲୀ: ଉଡ଼ିଲା ଭାରତର ଯୁଦ୍ଧ ବିମାନ। ପାକିସ୍ତାନର ଘାତକ ଯୁଦ୍ଧ ବିମାନକୁ ଖସାଇଲା ଭାରତ। ମିସାଇଲ ଆକ୍ରମଣ କରିଥିଲା ପାକିସ୍ତାନ। ହେଲେ ତାକୁ ବି ନଷ୍ଟ କରିଦେଲା ଭାରତ। ଆଉ ସବୁଠାରୁ ବଡ଼ କଥା ହେଉଛି …

YouTube ଦେଖି ପ୍ରେମିକାଙ୍କ ଡେଲିଭରି କରାଇଲେ ପ୍ରେମିକ, ଆଉ ତା’ ପରେ…

ଚେନ୍ନାଇ,୮ା୫: ବର୍ତ୍ତମାନର ଆଧୁନିକ ଯୁଗରେ, ପ୍ରଯୁକ୍ତିବିଦ୍ୟା ଦ୍ରୁତ ଗତିରେ ବିକଶିତ ହେଉଛି। ପ୍ରଯୁକ୍ତିବିଦ୍ୟା ଏତେ ଉନ୍ନତ ହୋଇଯାଇଛି ଯେ, ଆମେ ଆମ ଫୋନରେ ବିଭିନ୍ନ ଜିନିଷ ଶିଖୁଛୁ। କିଛି ଲୋକ YouTube ଭିଡିଓ…

ଜମ୍ମୁର ଅନେକ ସ୍ଥାନରେ ଡ୍ରୋନ ଆଟାକ୍, ପଞ୍ଜାବରେ ବ୍ଲାକ ଆଉଟ୍

ନୂଆଦିଲ୍ଲୀ: ଆଜି ପାକିସ୍ତାନ ଜମ୍ମୁର ବିମାନବନ୍ଦର ଉପରେ ଆକ୍ରମଣ କରିବାକୁ ପ୍ରୟାସ କରୁଛି । କିନ୍ତୁ ଏଥିରେ ମଧ୍ୟ ବିଫଳ ହୋଇଛି ପାକ୍ । ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପୁଣି ଥରେ ଆକାଶରେ ଏକ ପାକିସ୍ତାନୀ…

ବାହାଘରରେ ତନ୍ଦୁରୀ ରୁଟି ହେଲା କାଳ, ସାମାନ୍ୟ ତନ୍ଦୁରୀ ରୁଟି ପାଇଁ ଚାଲିଗଲା ୨ ଜଣଙ୍କ ଜୀବନ

ଉତ୍ତରପ୍ରେଦେଶ: ସାମ୍ନାକୁ ଆସିଲା ଏକ ଆଶ୍ଚର୍ଯ୍ୟକର ଘଟଣା।  ବିବାହ ଭୋଜିରେ ତନ୍ଦୁରୀ ରୁଟି ପାଇଁ ହତ୍ୟାକାଣ୍ଡ। ପ୍ରଥମେ ଯୁକ୍ତିତର୍କ ଏବଂ ମାରପିଟ୍। ଆଉ ଶେଷରେ ହତ୍ୟା। କୁହାଯାଉଛି ଏହି ଘଟଣାରେ ୨ ଜଣଙ୍କୁ ହତ୍ୟା…

ଇସ୍ତଫା ଦେବାକୁ ମନା କଲେ ଜଷ୍ଟିସ୍ ଯଶୱନ୍ତ ବର୍ମା, ହୋଇପାରେ ମହାଭିଯୋଗ…

ନୂଆଦିଲ୍ଲୀ,୮ା୫: ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ନଗଦ ଅର୍ଥ କାରବାର ଦୁର୍ନୀତି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଛି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା ଏହି ମାମଲାର ତଦନ୍ତ କରୁଥିବା ୩ ସଦସ୍ୟ…

Operation Sindoor ଭିତରେ ଭାରତର ଆକ୍ରମଣରେ ଟଳିଲେ 150 ଆତଙ୍କୀ

ନୂଆଦିଲ୍ଲୀ: ପାକିସ୍ତାନ ଭାରତ ମଧ୍ୟରେ ଉତ୍ତେଜନା ମଧ୍ୟରେ ଭାରତ ଅପରେସନ ସିନ୍ଦୂର ଅଭିଯାନ ଜାରି ରଖିଛି । ତେବେ ଆତଙ୍କୀଙ୍କ ମୃତ୍ୟୁ ସଂଖ୍ୟା 150 ଟପିଥିବା ନେଇ ରିପୋର୍ଟ କରାଯାଇଛି । ଗୁଇନ୍ଦା ସୂତ୍ରରୁ ମିଳିଥିବା…

ବାଜିଲା ଯୁଦ୍ଧ ସାଇରନ: ଜମ୍ମୁ-କାଶ୍ମୀର ଏୟାରପୋର୍ଟକୁ ଟାର୍ଗେଟ୍ କଲା ପାକିସ୍ତାନ

ଶ୍ରୀନଗର,୮ା୫: ଜମ୍ମୁ-କାଶ୍ମୀରର ଏକାଧିକ ସ୍ଥାନରେ ଗୁରୁବାର ରାତିରେ ଗୁଳି ବର୍ଷଣ କରିଛି ପାକିସ୍ତାନ । ବିଶେଷକରି ଜମ୍ମୁ ଏୟାରପୋର୍ଟକୁ ଟାର୍ଗେଟ୍ କରିଛି ପାକିସ୍ତାନ। ଏହା ପରେ ଜମ୍ମୁ-କାଶ୍ମୀର ଅଖନୁରରେ ବାଜିଛି…

ପ୍ରଥମେ ସ୍ତ୍ରୀକୁ କୁରାଢ଼ୀରେ ହାଣି ହତ୍ୟା କଲା ସ୍ୱାମୀ, ପରେ ସ୍ତ୍ରୀ ଶାଢୀରେ ଫାଶୀ ଦେଇ ଆତ୍ମହତ୍ୟା କଲା

ଉତ୍ତରପ୍ରଦେଶ: ଲୋମହର୍ଷଣକାରୀ ହତ୍ୟା ଘଟଣା। ସ୍ୱାମୀ ସାଜିଲା ପିଶାଚ। ପ୍ରଥମେ ସ୍ତ୍ରୀକୁ କୁରାଢ଼ୀରେ ଅତି ନିର୍ମମ ଭାବେ ହତ୍ୟା କଲା। ତାହା ପୁଣି ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲା। ଯେପରି ସ୍ତ୍ରୀକୁ ମାରି ତା ରାଗ…

ଜମ୍ମୁ-କଶ୍ମୀର ଓ ପଞ୍ଜାବରେ ହାଇଆଲର୍ଟ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ହାଇ ଆଲର୍ଟ। ବଢ଼ାଗଲା ସୁରକ୍ଷା ବ୍ୟବସ୍ଥା। କେବଳ ଜମ୍ମୁ-କଶ୍ମୀର ନୁହେଁ ପଞ୍ଜାବରେ ମଧ୍ୟ ହାଇଆଲର୍ଟ। କେତେବେଳେ ବି ହୋଇପାରେ ଆକ୍ରମଣ। ଆକ୍ରମଣ ଆଶଙ୍କା ଥିବାରୁ ହାଇଆଲର୍ଟ ଜାରି।…