Browsing Category

ଦେଶ ବିଦେଶ

ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାର ‘ସଙ୍କଟମୋଚକ’: ଯାତ୍ରୀଙ୍କୁ ଦେଇଥିଲେ ବଞ୍ଚିବାର ଆଶା, ମିଳିବ ସରକାରୀ ଚାକିରି

ଦାର୍ଜିଲିଂ: ପଶ୍ଚିମବଙ୍ଗର ସିଲିଗୁଡ଼ି ଅଞ୍ଚଳରେ ଘଟି ଯାଇଥିବା ଭୟାନକ ଟ୍ରେନ ଦୁର୍ଘଟଣା ସାରା ଦେଶକୁ ଚମକାଇ ଦେଇଛି । ବର୍ଷକ ତଳେ ବାହାନଗା ଏବଂ ଗତକାଲିର ଏହି ଦୁର୍ଘଟଣା ଭାରତୀୟ ରେଳବାଇ ପାଇଁ ଏକ କଳଙ୍କର ଚିହ୍ନ…

ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣର ଧମକପୂର୍ଣ୍ଣ ଇମେଲ, ବଢାଗଲା ସୁରକ୍ଷା

ପଟନା: ବିମାନବନ୍ଦରକୁ ବୋମା ଦ୍ୱାରା ଉଡାଇଦେବା ପାଇଁ ଧମକପୂର୍ଣ୍ଣ ଇମେଲ ମିଳିଛି । ଗତ କିଛି ମାସରେ ବୋମା ଧମକର ଘଟଣା କମିବା ଦେଖାଦେଇଛି । ଏହାପରେ ଆଜି ମଙ୍ଗଳବାର ଦିନ ପାଟଣା ଜୟପ୍ରକାଶ ନାରାୟଣ ଇଣ୍ଟନେସନାଲ…

ପିଏମ୍ କିଷାନ ଯୋଜନାର ୧୭ତମ କିସ୍ତି ଜାରି କଲେ ପ୍ରଧାନମନ୍ତ୍ରୀ: ୯ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେଲା ଅର୍ଥ

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ୯.୨୬ କୋଟି କୃଷକଙ୍କ ଆକାଉଣ୍ଟକୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଟ୍ରାନ୍ସଫର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାରା ଦେଶର କୃଷକଙ୍କ…

ଅଜବ ଘଟଣା! ‘ବୟଫ୍ରେଣ୍ଡ’ ପାଇଁ ବିଜ୍ଞପ୍ତି ଜାରି କଲେ ମହିଳା: ୫ ହଜାର ଜଣ ଯୁବକ ରିଜେକ୍ଟ, ୩ ଜଣ ଫାଇନାଲ ରାଉଣ୍ଡକୁ ସିଲେକ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନର ସୋସିଆଲ ମିଡ଼ିଆରେ ଅନେକ ସମୟରେ କିଛି ଅଜବ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ବୟଫ୍ରେଣ୍ଡ ପାଇଁ ନୋଟିଫିକେସନ ଜାରି…

ଡାଉନ ହେଲା Reliance Jio, ମୋବାଇଲ ଇଣ୍ଟରନେଟ ବ୍ୟବହାର କରିବାରେ ଅସୁବିଧା ଭୋଗିଲେ ଶତାଧିକ ୟୁଜର୍ସ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସାରା ଭାରତର ୟୁଜର୍ସଙ୍କୁ ଏକ ବଡ଼ ନେଟୱର୍କ ଆଉଟେଜର ସାମ୍ନା କରିବାକୁ ପଡିଛି, ଯେଉଁଥିରେ ଅନେକ ଲୋକଙ୍କୁ ଇଣ୍ଟରନେଟରୁ କନେକ୍ଟ ହେବା ଏବଂ କଲ କରିବାରେ ଅସୁବିଧା ହୋଇଛି । ରିୟଲ ଟାଇମ…

ମହାରାଷ୍ଟ୍ର କଂଗ୍ରେସ ସଭାପତିଙ୍କ ପାଦ ଧୋଇଲେ ଦଳର କର୍ମୀ, ଭିଡିଓ ଶେୟାର କରି ଆକ୍ଷେପ କଲା ବିଜେପି

ମୁମ୍ବାଇ: ମହାରାଷ୍ଟ୍ରର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ ପୁଣି ଥରେ ବିବାଦ ମଧ୍ୟରେ ଘେରି ହୋଇଯାଇଛନ୍ତି । କୁହାଯାଉଛି ମହାରାଷ୍ଟ୍ରର ଅକୋଲା ଜିଲ୍ଲା ୱାଡେଗାଓଁ ଗସ୍ତ ସମୟରେ ନାନା ପଟୋଲେଙ୍କ ଗୋଡ଼ କାଦୁଅରେ ଫସି…

ସୋସିଆଲ ମିଡିଆ ଉପରେ ତମାଖୁ ଭଳି ଲାଗୁ ଚେତାବନୀ ଲେବଲ୍: ଆମେରିକୀୟ ଡକ୍ଟର ବିବେକ କହିଛନ୍ତି – ଏହା କିଶୋରମାନଙ୍କ ପାଇଁ କ୍ଷତିକାରକ

ନୂଆଦିଲ୍ଲୀ: ଆମେରିକାର ସର୍ଜନ ଜେନେରାଲ ଡକ୍ଟର ବିବେକ ମୁର୍ତ୍ତୀ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ତମାଖୁ ଉତ୍ପାଦ ଭଳି କ୍ଷତିକାରକ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଆମେରିକା ସଂସଦରୁ ଦାବି କରିଛନ୍ତି ଯେ ସୋସିଆଲ ମିଡିଆ…

ଦିଲ୍ଲୀର ଏହି ଅଞ୍ଚଳରେ ଗୋଟିଏ ସମୟରେ ଆସିବ ପାଣି, ଭିଭିଆଇପି ଏରିୟାରେ ଟ୍ୟାଙ୍କର ମାଧ୍ୟମରେ ହେବ ଜଳ ଯୋଗାଣ

ନୂଆଦିଲ୍ଲୀ: ପ୍ରଚଣ୍ଡ ଗ୍ରୀଷ୍ମ ଲହର ମଧ୍ୟରେ ରାଜଧାନୀ ଦିଲ୍ଲୀରେ ମୁଣ୍ଡ ଟେକିଛି ଜଳ ସଂକଟ । ଏଥିପାଇଁ ଦିଲ୍ଲୀବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାନୀୟ ଜଲର ଅଭାବକୁ ଦୃଷ୍ଟିରେ ରଖି ଦିଲ୍ଲୀ…

୨୪ ବର୍ଷ ଭିତରେ ପ୍ରଥମ ଥର ପାଇଁ ଉତ୍ତର କୋରିଆ ଗସ୍ତରେ ଯିବେ ଋଷ ରାଷ୍ଟ୍ରପତି ପୁଟିନ

ନୂଆଦିଲ୍ଲୀ: ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଉତ୍ତର କୋରିଆ ଗସ୍ତରେ ଯିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପୁଟିନ୍ ଉତ୍ତର କୋରିଆ ରାଜଧାନୀ ପିୟୋଙ୍ଗୟାଙ୍ଗରେ କିମ୍ ଜଙ୍ଗ୍ ଉନ୍ ଙ୍କୁ ଭେଟିବାକୁ ଯାଉଛନ୍ତି। ଗତ…

ଛାତିଥରା ଦୃଶ୍ୟ ବଖାଣିଲେ କଞ୍ଚନଜଙ୍ଗା ଏକ୍ସପ୍ରେସରେ ଥିବା ଲୋକ; କହିଲେ କିପରି ହେଲା ଦୁର୍ଘଟଣା

ନୂଆଦିଲ୍ଲୀ: ସୋମବାର ନ୍ୟୁ ଜଳପାଇଗୁଡ଼ି ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେବାଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । କଞ୍ଚନଜଙ୍ଗା ଏକ୍ସପ୍ରେସରେ…