Browsing Category
ଦେଶ ବିଦେଶ
ଏହି ଦେଶରେ ବ୍ୟାପିଲା ଏପରି ରହସ୍ୟମୟ ରୋଗ, ଯଦି ଲକ୍ଷଣ ଦେଖାଯାଏ ତେବେ ୪୮ ଘଣ୍ଟା ମଧ୍ୟରେ ରୋଗୀର ମୃତ୍ୟୁ ସୁନିଶ୍ଚିତ
ପୂର୍ବ ଏସୀୟ ଦେଶ ଜାପାନକୁ ଏପରି ଏକ ବିରଳ ରୋଗ ନିଜ ଶିକାର କରିଛି ଯେ ଯଦି କେହି ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ତେବେ ମୃତ୍ୟୁ ସୁନିଶ୍ଚିତ । ରୋଗୀର ମାତ୍ର ୪୮ ଘଣ୍ଟା ମଧ୍ୟରେ ମୃତ୍ୟୁ ହୁଏ । ଡାକ୍ତରମାନେ କହିଛନ୍ତି…
ଦୁଇ ଦିନ ପାଇଁ ଦିଲ୍ଲୀ ମେଟ୍ରୋ ଚାଳନା ସମୟରେ ହେବ ପରିବର୍ତ୍ତନ, ଜାଣନ୍ତୁ ଡିଟେଲ୍ସ
ନୂଆଦିିଲ୍ଲୀ: ପର୍ବପର୍ବାଣୀ ଏବଂ ଛୁଟିକୁୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ଦୁଇ ଦିନ ପାଇଁ ଟ୍ରେନ୍ ଚାଳନା ସମୟରେ ପରିବର୍ତ୍ତନ କରିଛି । ଦିଲ୍ଲୀ ମେଟ୍ରୋର ‘ୟେଲୋ ଲାଇନ୍’ ୪ର୍ଥ ପର୍ଯ୍ୟାୟର ଜନକପୁରୀ ପଶ୍ଚିମରୁ ଆର.…
ହାର୍ଟ ରୋଗକୁ ଭଲ କରୁଛି ‘Bleeding Heart’! ଏହା ଦିଲ୍ ନୁହେଁ ଫୁଲ, ଦେଖିଲେ ଲାଗୁଛି ସତେ ଯେମିତି ହୃଦୟରୁ ରକ୍ତ ଝରୁଛି
ନୂଆଦିଲ୍ଲୀ: ଆମ ଧରିତ୍ରୀ ବକ୍ଷରେ ଲକ୍ଷ ଲକ୍ଷ ପ୍ରକାରର ବୃକ୍ଷଲତା ରହିଛନ୍ତି । ପ୍ରତ୍ୟେକ ବୃକ୍ଷର ଫୁଲ, ଫଳ ଓ ଗୁଣ ଅଲଗା ଅଲଗା ହୋଇଥିବା ବେଳେ ତାହାକୁ ବ୍ୟବହାର କରିବାର କରିବାର ତରିକା ମଧ୍ୟ ଭିନ୍ନ ରହିଥାଏ । ତେବେ…
ପରଲୋକରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଦୁଃଖ ଖବର । ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ଘଟିଛି । ଶ୍ରୀ ଭଣ୍ଡାରେଙ୍କ ବିୟୋଗରେ ଓଡ଼ିଶାର ରାଜ୍ୟପାଳ…
ମଣିପୁରର ସିଏମ୍ ବଙ୍ଗଳା ନିକଟରେ ଥିବା ପୂର୍ବତନ ଆଇଏଏସ୍ ଅଧିକାରୀଙ୍କ ଘରେ ବ୍ୟାପକ ଅଗ୍ନିକାଣ୍ଡ
ଇମ୍ଫାଲ: ମଣିପୁରର ରାଜଧାନୀ ଇମ୍ଫାଲରେ ହାଇସିକ୍ୟୁରିଟି ଜୋନରେ ଥିବା ସଚିବାଳୟ କମ୍ପ୍ଲେକ୍ସ ନିକଟରେ ପୂର୍ବତନ ଆଇଏଏସ୍ ଅଧିକାରୀଙ୍କ ଘରେ ଆଜି ଅଗ୍ନିକାଣ୍ଡ ଘଟିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମୁଖ୍ୟମନ୍ତ୍ରୀ ଏନ୍…
ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଲଢ଼େଇରେ ହଜିଗଲା ଏକ ଲକ୍ଷ ଚାକିରି : କୋଟି କୋଟି ଟଙ୍କାର କ୍ଷତି
ନୂଆଦିଲ୍ଲଈ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ‘ଲଢ଼େଇ' ଉଭୟ ଦେଶ ଉପରେ ଅଧିକ ପ୍ରଭାବ ପକାଉଛି । ଏହି କାରଣରୁ, ଗତ କିଛି ବର୍ଷ ମଧ୍ୟରେ ୧ ଲକ୍ଷ ଚାକିରି ଚାଲିଯିବା ସହ କୋଟି କୋଟି ଟଙ୍କା କ୍ଷତି ମଧ୍ୟ ହୋଇଛି ।…
କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା: ଜୁନ୍ ୧୮ରେ ଚାଷୀଙ୍କ ଆକାଉଣ୍ଟକୁ ପିଏମ-କିଷାନ ଅର୍ଥ ଟ୍ରାନ୍ସଫର କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପିଏମ୍ ପିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଆସନ୍ତା ୧୮ ତାରିଖରେ ଚାଷୀଙ୍କ ଖାତାକୁ ଏହି ଯୋଜନାର ୧୭ତମ କିସ୍ତି ପଠାଯିବ । ଏନେଇ ସାମ୍ନାକୁ ଆସିଛି ଏକ ବଡ଼…
ଜି-୭ ସମ୍ମିଳନୀର କୃତ୍ରିମ ପ୍ରଜ୍ଞା ଓ ଶକ୍ତି , ଆଫ୍ରିକା ଓ ଭୂମଧ୍ୟସାଗରୀୟ ଆଉଟରିଚ୍ ଅଧିବେଶନରେ ସାମିଲ ହେଲେ ମୋଦୀ
ନୂଆଦିଲ୍ଲୀ : ଇଟାଲିର ଅପୁଲିଆଠାରେ ଆଜି ଆୟୋଜିତ ଜି-୭ ସମ୍ମିଳନୀର କୃତ୍ରିମ ପ୍ରଜ୍ଞା ଓ ଶକ୍ତି , ଆଫ୍ରିକା ଓ ଭୂମଧ୍ୟସାଗରୀୟ ଆଉଟରିଚ୍ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଂଶଗ୍ରହଣ କରିଛନ୍ତି । ଏହି…
(Video) ସଡ଼କ ପଥରୁ ୨୫୦ ଫୁଟ ତଳେ ଥିବା ନଦୀଗର୍ଭକୁ ଖସିଲା ଶ୍ରଦ୍ଧାଳୁ ଗାଡ଼ି: ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ, ୧୪ ଆହତ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବଦ୍ରୀନାଥ ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଗୋଟିଏ ଟେମ୍ପୋ ଟ୍ରାଭେଲର ସଡ଼କ ପଥରୁ ବିଚ୍ୟୁତ ହୋଇ ଅଲକନନ୍ଦା ନଦୀଗର୍ଭରେ ଖସି ପଡ଼ିଥିଲା । ୨୫୦ ଫୁଟ ଖାଇ ମଧ୍ୟକୁ ଖସିବା…
ଏହି ସିଙ୍ଗରଙ୍କ ଗୀତରେ ୪ କିଲୋମିଟର ପର୍ଯ୍ୟନ୍ତ ଥରି ଉଠିଲା ପୃଥିବୀ, ସମସ୍ତେ ଚକିତ
ଓଡ଼ିଶା ଭାସ୍କର: ଆମେରିକାର ସିଙ୍ଗର ଟେଲର ସ୍ୱିଫ୍ଟ ସ୍କଟଲ୍ୟାଣ୍ଡର ରାଜଧାନୀ ଏଡିନବର୍ଗରେ ଏକ ଲାଇଭ୍ ପରଫର୍ମାନ୍ସ ଦେଇଥିଲେ । ତାଙ୍କ ସିଙ୍ଗିଙ୍ଗ୍ କନସର୍ଟରେ ଫ୍ୟାନ୍ସ ଏପରି ନାଚିଲେ ଝୁମିଲେ ଯେ, ପୃଥିବୀ ଦୋହଲିଗଲା ।…