Browsing Category

ଦେଶ ବିଦେଶ

ଆମେଥିରେ ହାରିଲେ ସ୍ମୃତି ଇରାନୀ; ପରାଜୟ ପରେ କହିଲେ ଏପରି କଥା

ଆମେଥି: ଆମେଥିରେ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ୧.୬୫ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ସ୍ମୃତି ଇରାନୀ ପରାଜୟର ନିକଟତର ହୋଇଛନ୍ତି। ସ୍ମୃତି ମଙ୍ଗଳବାର…

(Video) ହାରିବା ପରେ କାନ୍ଦିବାକୁ ଲାଗିଲେ ବିଜେପି ପ୍ରାର୍ଥୀ, ମାତ୍ର ଏତିକି ଖଣ୍ଡ ଭୋଟର ରହିଥିଲା ପ୍ରାର୍ଥକ୍ୟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଲୋକସଭା ନିର୍ବାଚନ ଫଳାଫଳ ଆସିସାରିଛି । ମୁଜଫରନଗର ଲୋକସଭା ସିଟରେ ସପା ପ୍ରାର୍ଥୀ ହରେନ୍ଦ୍ର ମଲ୍ଲିକ ବିଜୟୀ ହୋଇଛନ୍ତି । ହରେନ୍ଦ୍ର ମଲ୍ଲିକଙ୍କ ବିଜୟ ପରେ ବିଜେପି ପ୍ରାର୍ଥୀ ସଞ୍ଜୀବ…

ବାରଣାସୀ ଆସନରୁ ୧.୫୨ ଲକ୍ଷ ଭୋଟରେ ବିଜୟୀ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ବାରଣାସୀ ଆସନରୁ ୧ ଲକ୍ଷ ୫୨ ହଜାର ଭୋଟରେ ବିଜୟୀ ହୋଇଛନ୍ତି। ନରେନ୍ଦ୍ର ମୋଦୀଙ୍କୁ ମୋଟ ୬ ଲକ୍ଷ ୧୨ ହଜାର ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ ୪ ଲକ୍ଷ ୬୦ ହଜାର ଭୋଟ୍ ପାଇ…

ନିର୍ବାଚନ ସରିଛି କି ନାହିଁ ୫୦୦ ଟଙ୍କା ବୃଦ୍ଧି ହେଲା ସୁନା ଦର, ରୂପା ବି ବଢିଛି

ନୂଆଦିଲ୍ଲୀ: ମଙ୍ଗଳବାର ୪ ଜୁନ ୨୦୨୪ ଅର୍ଥାତ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ଦିନ ସୁନା-ରୂପାର ଦର ବଢିଛି । ଗହଣା ବଜାରରେ ଆଜି ସୁନା ଦର ୧୦ ଗ୍ରାମ ପିଛା ୫୦୦ ଟଙ୍କା ବଢି ୭୨ ହଜାର ୨୦୦ ଟଙ୍କାରେ ପହଞ୍ଚିଛି…

ମହାରାଷ୍ଟ୍ରର ନାଶିକରେ ଭାରତୀୟ ବାୟୁସେନାର ସୁଖୋଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ନାଶିକ : ମଙ୍ଗଳବାର ଦିନ ଭାରତୀୟ ବାୟୁସେନାର ଏକ ସୁଖୋଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମହାରାଷ୍ଟ୍ରର ନାଶିକରେ ଏହି ଦୁର୍ଘଟଣା ଘଟିଛି। ନାଶିକ୍ ରେଞ୍ଜ୍ ସ୍ପେଶାଲ୍ ଇନ୍ସପେକ୍ଟର ଜେନେରାଲ୍ ଡି ଆର କରାଲେ…

ଇନ୍ଦୋରରେ ରେକର୍ଡ ସୃଷ୍ଟି କଲା ନୋଟା; ମିଳିଲା ଏକ ଲକ୍ଷ ଆଠ ହଜାରରୁ ଅଧିକ ଭୋଟ୍

ଇନ୍ଦୋର: ଇନ୍ଦୋରର ଭୋଟରମାନେ ନୋଟା ବଟନ ଦବାଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗଣତିରେ ଏପର୍ଯ୍ୟନ୍ତ ନୋଟାକୁ ଏକ ଲକ୍ଷ ଆଠ ହଜାରରୁ ଅଧିକ ଭୋଟ୍ ମିଳିସାରିଛି। ଇନ୍ଦୋର ଲୋକସଭା ଆସନରେ…

ଯୌନ ଉତ୍ପୀଡ଼ନର ଅଭିଯୁକ୍ତ ପ୍ରଜ୍ଜ୍ୱଳ ରେଭାନ୍ନା ହାସନ ଆସନରୁ ନିର୍ବାଚନ ହାରିଲେ, କଂଗ୍ରେସ ଦେଲା ମାତ୍

ନୂଆଦିଲ୍ଲୀ: ସମସ୍ତ ଆଖି କର୍ଣ୍ଣାଟକର ହାସନ ଲୋକସଭା ଆସନ ଉପରେ ଥିଲା । ବଡ ପ୍ରଶ୍ନ ରାଜନୈତିକ ମହଲରେ ପ୍ରତିଧ୍ୱନିତ ହେଉଥିଲା କି ଏଚଡି ଦେବେଗୌଡାଙ୍କ ନାତି ପ୍ରଜ୍ଜ୍ୱଳ ରେଭାନ୍ନା ଯୌନ ଉତ୍ପୀଡ଼ନ ଅଭିଯୋଗର ସମ୍ମୁଖୀନ…

କେରଳରେ ପ୍ରଥମ ଥର ଇତିହାସ ରଚିଲା ବିଜେପି, ଲୋକସଭା ଆସନରେ ପ୍ରଥମ ଥର ଖାତା ଖୋଲିଲେ ସୁରେଶ ଗୋପି

ନୂଆଦିଲ୍ଲୀ: କେରଲର ଥ୍ରୀସୁର ଲୋକସଭା ଆସନ(Thrissur Loksabha Seat)ରେ ଅଭିନେତାରୁ ନେତା ସାଜିଥିବା ବିଜେପି ପ୍ରାର୍ଥୀ ସୁରେଶ ଗୋପି ବିଜୟୀ ହୋଇଛନ୍ତି । ଦେଶର ଇତିହାସରେ ପ୍ରଥମ ଥର କେରଳରେ ବିଜେପି ଲୋକସଭା ଆସନ…

ଲୋକସଭା ନିର୍ବାଚନ 2024 ଭୋଟଗଣନା ମଧ୍ୟରେ ‘X’ ଡାଉନ୍, ଉପଭୋକ୍ତାମାନେ ନିଜର ପ୍ରୋଫାଇଲ୍ ଦେଖିବାକୁ ଅସମର୍ଥ

ନୂଆଦିଲ୍ଲୀ: ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଡାଉନ୍‌। ଅନେକ ବ୍ୟବହାରକାରୀ ନିଜ ଆକାଉଣ୍ଟକୁ ଖୋଲିପାରୁନାହାନ୍ତି। ଏନେଇ ଡାଉନ୍‌ ଡିଟେକ୍ସର ସୂଚନା ଦେଇଛି। ଖବର ଲେଖାଯିବା ସୁଦ୍ଧା ୩୨୯ଜଣ ଏନେଇ ରିପୋର୍ଟ କରିଛନ୍ତି।…

ନିର୍ବାଚନ ଫଳାଫଳ ପାଇଁ ସେୟାର ବଜାରରେ ଦେଖାଦେଲା ସୁନାମୀ, ନିବେଶକଙ୍କର ବୁଡିଗଲା ୪୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ମଧ୍ୟରେ ଆଜି ସେୟାର ବଜାରରେ ହ୍ରାସ ଘଟିବା ଦେଖିବାକୁ ମିଳିଛି । ଗୋଟିଏ ସମୟରେ ସେନସେକ୍ସ ଏବଂ ନିଫଟି ୬-୬ ପର୍ଯ୍ୟନ୍ତ ଡାଉନ ହୋଇଯାଇଛନ୍ତି । ଗତ ୪ ବର୍ଷରେ…