Browsing Category
ଦେଶ ବିଦେଶ
କେଉଁଠି ଅଛି ଦୁନିଆର ସବୁଠାରୁ ଛୋଟ ଜେଲ୍ ? ଯେଉଁଠାରେ ରହିପାରିବେ ମାତ୍ର ୨ ଜଣ କଏଦୀ
ଯେତେବେଳେ ବି ଭାରତରେ ଜେଲ ବିଷୟରେ ଆଲୋଚନା ହୁଏ, ପ୍ରଥମେ ତିହାଡ଼ ଜେଲର ନାମ ନିଆଯାଏ । କାହିଁକି ତିହାଡ଼ ଜେଲ ହେଉଛି ଭାରତର ସବୁଠାରୁ ବଡ ଜେଲ । କିନ୍ତୁ ଯଦି ଆପଣଙ୍କୁ ପଚରାଯାଏ ଦୁନିଆର ସବୁଠାରୁ ଛୋଟ ଜେଲ କେଉଁଠାରେ…
ଜୈସଲମେର ସୀମାରେ ବିଏସଏଫ୍ ଯବାନ ସହୀଦ, ଅଂଶୁଘାତ କାରଣରୁ ଗଲା ଜୀବନ
ନୂଆଦିଲ୍ଲୀ: ସାରା ଦେଶରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଉତ୍ତର ଭାରତର ଅଧିକାଂଶ ସହରରେ ତାପମାତ୍ରା ୪୫ ଡିଗ୍ରୀ ଉପରକୁ ରହୁଛି । ଭାରତ-ପାକିସ୍ତାନ ସ୍ଥିତ ଜୈସଲମେର ବର୍ଡରରେ ନିୟୋଜିତ ରହିଥିବା…
ବାର୍ ଆସୋସିଏସନର ବଡ ନିଷ୍ପତ୍ତି; କେହି ଓକିଲ ଲଢିବେନି ଗେମିଂଜୋନ୍ ଅଗ୍ନିକାଣ୍ଡ ଅଭିଯୁକ୍ତଙ୍କ କେସ୍
ନୂଆଦିଲ୍ଲୀ: ଗୁଜରାଟ ରାଜକୋଟରେ ହୋଇଥିବା ଗେମିଂ ଜୋନ୍ ଅଗ୍ନିକାଣ୍ଡ ଦୁର୍ଘଟଣାରେ ଅକାଳରେ ୨୭ ଜୀବନ ଚାଲିଯିବା ପରେ ରାଜକୋଟ୍ ବାର୍ ଆସୋସିଏସନ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଆସୋସିଏସନ୍ ଘୋଷଣା କରିଛି କି ଏହି…
ପାଣିପାଗ ବିଭାଗର ବଡ ଆକଳନ, ୫ଦିନ ଭିତରେ କେରଳ ଛୁଇଁବ ମୌସୁମୀ
ନୂଆଦିଲ୍ଲୀ:ଆଗାମୀ ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ । ଭାରତୀୟ ପାଣିପାଗ ବିଭାଗ କହିଛି କି ୫ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିବ । ପାଗ ଅନୁକୂଳ ଥିବାରୁ ମୌସୁମୀ ବାୟୁ ଶୀଘ୍ର ଆସିଯିବ…
ସୁପ୍ରିମକୋର୍ଟରେ ବିଜେପିକୁ ଝଟ୍କା, ଖାରଜ କରିଦେଲେ ଏହି ଯାଚିକା
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ବିରୁଦ୍ଧରେ ପ୍ରଚାରକୁ ନେଇ ବିଜେପିକୁ ସୁପ୍ରିମକୋର୍ଟରୁ ବି ଝଟ୍କା ମିଳିଛି । ଏହା ପୂର୍ବରୁ ଟିଏମସିକୁ ଲଜ୍ଜିତ କରିବା ଲାଗି ବିଜେପିର ବିଜ୍ଞାପନ ଉପରେ କୋଲକତା ହାଇକୋର୍ଟ ପ୍ରତିବନ୍ଧ…
ସାବଧାନ! ଓଜନ ହ୍ରାସ ଲାଗି ଖାଉଛନ୍ତି କି ଏହି ମେଡିସିନ୍, ଭୋଗିପାରନ୍ତି ଗମ୍ଭୀର ସମସ୍ୟା
ନୂଆଦିଲ୍ଲୀ: ବିଶ୍ୱର ଏକ ବୃହତ୍ତ ଜନସଂଖ୍ୟା ଲାଗି ବଡ ସମସ୍ୟା ପାଲଟିଛି ଓଜନ ବୃଦ୍ଧି । ତେଣୁ ସମସ୍ତେ ଏବେ ଶୀଘ୍ର ଶୀଘ୍ର ପତଳା ହେବା ପାଇଁ ମାଧ୍ୟମର ସନ୍ଧାନରେ ଲାଗି ପଡିଛନ୍ତି । ଏହି ମାଧ୍ୟମ ହେଉଛି ମୋଟାପାରୁ…
ITR Form; ଅଗ୍ନିବୀରଙ୍କ ପାଇଁ ବଡ଼ ପରିବର୍ତ୍ତନ: ବୀର ଯବାନଙ୍କୁ ମିଳିପାରିବ ଅପୂର୍ବ ସଫଳତା
ନୂଆଦିଲ୍ଲୀ: ଆୟକର ବିଭାଗରେ ଆଇଟିଆର ଫର୍ମ-୧ରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ଅଗ୍ନିବୀର ଯବାନଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ । ଫର୍ମରେ ନୂଆ ଖଣ୍ଡ ଧାରା ସିସିଏଚକୁ ସାମିଲ କରାଯାଇଛି, ଯାହା ଫଳରେ…
Election ପରେ ବୃଦ୍ଧି ପାଇବ LPG Cylinder ଦାମ୍! ଲାଗୁ ହେବ କି ନୂଆ ରେଟ୍? ୪ ତାରିଖରେ ରେଜଲ୍ଟ
ନୂଆଦିଲ୍ଲୀ: ଜୁନ୍ ପହିଲାରୁ ବଦଳିବାକୁ ଯାଉଛି ଅନେକ ନିୟମ । ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ଗୋଷଣା ହେବାକୁ ଥିବା ବେଳେ ଅନେକ କିଛି ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଜନତା ଆଶା ରଖିଛନ୍ତି । ତେବେ ଏହା…
ତାଣ୍ଡବ ଆରମ୍ଭ କଲାଣି ‘ରେମାଲ’: ୧୩୫ କି.ମି ବେଗରେ ପବନ, ଉପକୂଳ ଅତିକ୍ରମ କଲା ବାତ୍ୟା
ନୂଆଦିଲ୍ଲୀ: ଭୀଷଣ ବାତ୍ୟା ରେମାଲ ଏବେ ଉପକୂଳ ଅତିକ୍ରମ କରିସାରିଛି । ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ତାଣ୍ଡବ ରଚୁଛି ଏହି ଭୀଷଣ ବାତ୍ୟା । ସମୁଦ୍ର ଅଶାନ୍ତ ହେବା ସହିତ ପବନର ବେଗ ବି ବଢିବାରେ ଲାଗିଛି ।…
ଭାରତୀୟ ନମ୍ବର ସହିତ ଆସୁଥିବା ଅନ୍ତର୍ଜାତୀୟ ଜାଲ୍ କଲ୍ ରୋକିବାକୁ ସରକାରଙ୍କ ନିର୍ଦ୍ଦେଶନାମା ଜାରି
ନୂଆଦିଲ୍ଲୀ : ସାଇବର ଠକମାନେ ଏବେ ଭାରତୀୟ ନାଗରିକମାନଙ୍କୁ ଜାଲ୍ ନାମରେ ଅନ୍ତର୍ଜାତୀୟ କଲ୍ କରି ସାଇବର ଅପରାଧ କରୁଛନ୍ତି। ଏହି ଠକମାନେ ଭାରତୀୟ ନମ୍ବର ପ୍ରଦର୍ଶନ କରୁଥିବା ଜାଲ୍ ନାମରେ କଲ୍ କରି ସାଇବର ଅପରାଧ କରିବା…