Browsing Category

ଦେଶ ବିଦେଶ

ରାୟଗଡ଼ା ସମାବେଶକୁ ରାହୁଲ ଗାନ୍ଧୀଙ୍କ ସମ୍ବୋଧନ; ଜନସଭାରେ ଓଡ଼ିଶାବାସୀଙ୍କୁ କହିଲେ ୫ଗ୍ୟାରେଣ୍ଟି କଥା

ଭୁବନେଶ୍ୱର: ଆଜି ରାୟଗଡାର ସମାବେଶକୁ ଭର୍ଚୁଆଲ୍ ମାଧ୍ୟମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ବୋଧନ କରିଛନ୍ତି । ଭର୍ଚୁଆଲ୍ ମାଧ୍ୟମରେ ସେ ତାଙ୍କର ୫ଟି ଗ୍ୟାରେଣ୍ଟି କଥା କହିଛନ୍ତି । ସେ କହିଛନ୍ତି , "କଂଗ୍ରେସ…

ର‌୍ୟାଲି ମଝିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସାଧୁଙ୍କ ଉପରେ ପଡିଲା ନଜର, କଲେ ଏପରି କିଛି କାର୍ଯ୍ୟ ସୋସିଆଲ ମିଡିଆରେ ହେଉଛି ଭାଇରାଲ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବର୍ଦ୍ଧମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ର‌୍ୟାଲିରେ ସମ୍ବୋଧନ କରିଛନ୍ତି । ଏହି ସମୟରେ ସେ ଟିଏମସି ଓ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି । ଏହି ର‌୍ୟାଲିରେ ଏକ ଆଶ୍ଚର୍ଯ୍ୟଜନକ…

ନିର୍ବାଚନ ପାଇଁ ବିପଦ ସାଜୁଛି ଡିପଫେକ୍ ଏବଂ ଭଏସ୍ କ୍ଲୋନିଂ, ଭ୍ରମିତ ଭୋଟରଙ୍କ ବିଶ୍ୱାସ ଜିତିବା ପାଇଁ ରାଜନେତାଙ୍କ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ

ଓଡ଼ିଶା ଭାସ୍କର: ସାରା ଦେଶରେ ବର୍ତ୍ତମାନ ନିର୍ବାଚନୀ ମାହୋଲ । ପ୍ରଚାରରେ କମ୍ପୁଛି ପଲ୍ଲୀରୁ ସହର । ଏଥର ନିର୍ବାଚନୀ ମଇଦାନରେ ମୁହାଁମୁହିଁ ହେବେ ଅଭିଜ୍ଞ ନେତା ଓ ନୂଆ ପ୍ରାର୍ଥୀ । ବିଭିନ୍ନ ରାଜନୈତିକ ଦହ ଭୋଟରଙ୍କୁ…

ଉପନିର୍ବାଚନ ଲଢି ଲୋକସଭାରେ ପହଞ୍ଚିଯିବେ ପ୍ରିୟଙ୍କା, ରାହୁଲଙ୍କୁ ରାୟବରେଲୀରୁ ପ୍ରାର୍ଥୀ କରି କଂଗ୍ରେସ ଦେଲା ବଡ ସଂକେତ

ନୂଆଦିଲ୍ଲୀ:କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ ଆମେଥି ବଦଳରେ ସୋନିଆଙ୍କ ରାୟବରେଲୀ ଆସନରୁ ରାହୁଲ ଗାନ୍ଧୀଙ୍କୁ ଲଢିବାର ନିଷ୍ପତ୍ତିକୁ ନେଇ ବଡ ଇସାରା କରିଛନ୍ତି । ସେ କହିଛନ୍ତି ପ୍ରିୟଙ୍କା ଗାନ୍ଧୀ ତ କୌଣସି ବି…

ମସଲା ତିଆରି କରୁଥିବା କମ୍ପାନୀଗୁଡ଼ିକର ହେବ ଯାଞ୍ଚ, କ୍ୱାଲିଟୀ-ସେଫ୍ଟି ପାରାମିଟର୍ସକୁ ନେଇ କରାଯିବ ତର୍ଜମା

ନୂଆଦିଲ୍ଲୀ: ଏଫଏସଏସଏଆଇ ବର୍ତ୍ତମାନ ଏମଡିଏଚ ଏବଂ ଏଭରେଷ୍ଟ ସମେତ ସମସ୍ତ ମସଲା ତିଆରି କରୁଥିବା କମ୍ପାନୀମାନଙ୍କ ପ୍ରଡକ୍ଟର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି । ଗତ କିଛି ଦିନ ତଳେ କମ୍ପାନୀମାନଙ୍କ ମସଲାରେ…

ଫ୍ରିଜରୁ ପାଣି ବାହାର କରି ସଙ୍ଗେ ସଙ୍ଗେ ପିଉଛନ୍ତି କି? ଏକ୍ସପର୍ଟଙ୍କ ଠାରୁ ଜାଣନ୍ତୁ ଏହା ଲାଭଦାୟକ ନା କ୍ଷତିକାରକ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମଗ୍ର ଦେଶ ତଥା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଖରାରେ ଘରୁ ବାହାରକୁ ବାହାରିବା ମାତ୍ରେ ଏଭଳି ଲାଗୁଛି ଯେପରି ଶରୀରରେ ଆଉ ଶକ୍ତି ନାହିଁ । ଡାକ୍ତରଙ୍କ ମୁତାବକ ପ୍ରତିଦିନ ୩ ରୁ…

ମନୀଷ ସିସୋଦିଆଙ୍କ ଲାଗି ଗୁଡ୍ ନ୍ୟୁଜ୍‌, ହାଇକୋର୍ଟ ପୁରା କଲେ ଏହି ବଡ ଦାବୀ

ନୂଆଦିଲ୍ଲୀ:ଦିଲ୍ଲୀ ହାଇକୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଯାଚିକା ଉପରେ ଶୁଣାଣୀ କରି ତାଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି । କୋର୍ଟ ତାଙ୍କୁ ସପ୍ତାହରେ ଥରେ ପତ୍ନୀଙ୍କୁ ଭେଟିବା ଲାଗି ଅନୁମତି…

ରାହୁଲ ଗାନ୍ଧୀଙ୍କ ରାୟବରେଲିରୁ ନିର୍ବାଚନ ଲଢିବାକୁ ନେଇ ଏପରି ରିଆକ୍ସନ ଦେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ଆମେଥିରେ ବିଜେପି ପ୍ରାର୍ଥୀ ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ରାୟବରେଲୀରେ ନିର୍ବାଚନ ଲଢିବାକୁ ନେଇ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ…

ହୃଦୟ ବିଦାରକ…ପରଲୋକରେ ୨୦ ବର୍ଷୀୟ ପ୍ରତିଭାଶାଳୀ କ୍ରିକେଟର: ମେ ୧ ତାରିଖରେ ନେଇଥିଲେ ୩ଟି ୱିକେଟ୍

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଜଣେ ୨୦ ବର୍ଷୀୟ ଯୁବ କ୍ରିକେଟରଙ୍କର ପରଲୋକ ଘଟିଛି । ଯେଉଁ ବୟସରେ ଜଣେ…

ଆଲମିରା ଭାବି ଯାହାକୁ ଖୋଲିଥିଲେ ତାହା ଥିଲା ଏକ ଭୟାନକ କାଳକୋଠରୀ, ରିଅଲ୍ ଇଷ୍ଟେଟ୍ ଏଜେଣ୍ଟଙ୍କ ସହ ଘଟିଲା ଏପରି କିଛି

ନୂଆଦିଲ୍ଲୀ: ବହୁ ସମୟରେ ବର୍ଷ ବର୍ଷ ତଳର ପୁରୁଣା କୋଠା ବା ଘରୁ ଏପରି ଜିନିଷ ମିଳିଥାଏ ଯାହା ସମସ୍ତଙ୍କୁ ଚକିତ କରିଦେଇଥାଏ । ବହୁ ସମୟରେ ଏହା କୌଣସି ଐତିହାସିକ ଜିନିଷ ହୋଇଥାଏ ତ ଆଉ ଅନେକ ସମୟରେ ଏହା କିଛି ଭୟାନକ…