Browsing Category

ଦେଶ ବିଦେଶ

(Video) ପ୍ରେମିକାକୁ ଖୁସି କରୁକରୁ ଉଡିଗଲା ପ୍ରେମିକଙ୍କ ପ୍ରାଣବାୟୁ, ଝୁଣି ପକାଇଲେ ସିଂହ

ନୂଆଦିଲ୍ଲୀ: ନିଜ ପ୍ରେମିକାକୁ ଖୁସି କରାଇବା ପାଇଁ ସିଂହର ଗୁମ୍ଫାକୁ ଯାଇଥିଲେ । ସ୍ତ୍ରୀକୁ ଭିଡିଓ କରି ସିଂହ ଦେଖାଯାଉଥିବା ବେଳେ ଚାଲିଗଲା ଜୀବନ । ଉଜବେକିସ୍ତାନର ପାରକେଣ୍ଟରୁ ସାମ୍ନାକୁ ଆସିଛି ଏହି ଦୃଦୟ ବିଦାରଣ…

ସିଡନୀ ଟେଷ୍ଟରୁ ବାଦ୍ ପଡ଼ିବା ପରେ ମୁହଁ ଖୋଲିଲେ ରୋହିତ: ରଖିଲେ ଆଶ୍ଚର୍ଯ୍ୟଜନକ ଉତ୍ତର

ନୂଆଦିଲ୍ଲୀ: ସିଡନୀ ଟେଷ୍ଟର ଦ୍ୱିତୀୟ ଦିନରେ ବାଦ୍ ପଡ଼ିବା କଥାରେ ମୁହଁ ଖୋଲିଛନ୍ତି ରୋହିତ ଶର୍ମା। ଖରାପ ଫର୍ମ ପାଇଁ ରୋହିତଙ୍କୁ  ପଞ୍ଚମ ଟେଷ୍ଟରୁ ବାଦ୍ ଦିଆଯାଇଥିଲା। ଯାହା ପରେ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ଯେ…

ଆମେରିକାର ସର୍ଜନ ଜେନେରାଲଙ୍କ ବଡ ଚେତାବନୀ, ମଦ ପିଇଲେ ହୋଇପାରେ କ୍ୟାନ୍ସର!

ନୂଆଦିଲ୍ଲୀ: ମଦ୍ୟପାନ ସହ ଜଡିତ ସ୍ୱାସ୍ଥ୍ୟ ବିପଦ ଉପରେ ଆମେରିକାର ସର୍ଜନ ଜେନେରାଲ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ମଦ ବୋତଲରେ ସିଗାରେଟ ଭଳି କ୍ୟାନ୍ସର ଚେତାବନୀ ଦିଆଯାଇଛି ।  ଏହି ଚେତାବନୀ ସାରା ବିଶ୍ୱରେ ଦ୍ରୁତ…

ଅଧିନାୟକ ହେବା ମାତ୍ରେ ୪୭ ବର୍ଷର ରେକର୍ଡ ଭାଙ୍ଗିଲେ ବୁମ୍ରା, ସୃଷ୍ଟି କଲେ ନୂଆ ଇତିହାସ

ନୂଆଦିଲ୍ଲୀ: ଯଶପ୍ରୀତ ବୁମ୍ରା କ୍ରିକେଟରେ ଆଉ ଏକ ଐତିହାସିକ ରେକର୍ଡ କରିଛନ୍ତି। ଏବେ ସେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ସର୍ବାଧିକ ୱିକେଟ୍ ନେଇଛନ୍ତି। ସ୍ପିନ୍ ବୋଲିଂରେ ସେ ଭାରତୀୟ କିମ୍ବଦନ୍ତୀ…

ପିତାମାତା ହଁ କହିଲେ ହିଁ ସୋସିଆଲ ମିଡିଆ ଚଲାଇ ପାରିବେ ଛୁଆ, କେନ୍ଦ୍ର ସରକାର ଆଣିଲେ ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ନିୟମର ଡ୍ରାଫ୍ଟ ପ୍ରକାଶ କରିଛନ୍ତି ସରକାର । ଅହି ନିୟମ ଅନୁସାରେ, 18 ବର୍ଷରୁ କମ୍ ବୟସର ଛୁଆ ସୋସିଆଲ ମିଡିଆ ବ୍ୟବହର କରିବା ପୂର୍ବରୁ ପରିବାରର…

ଦିଲ୍ଲୀ ନିର୍ବାଚନ ୨୦୨୫: ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ଅଳକା ଲାମ୍ବାଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ନୂଆଦିଲ୍ଲୀ: ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର କଂଗ୍ରେସ ନିଜର ତୃତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ଅଖିଳ ଭାରତୀୟ ମହିଳା କଂଗ୍ରେସ ଅଧ୍ୟକ୍ଷା ଅଳକା ଲାମ୍ବାଙ୍କୁ କାଲକାଜୀ ଆସନରୁ…

ପଞ୍ଜାବ PCS ପରୀକ୍ଷା ପାଇଁ ଜାରି ହେଲା ନୋଟିଫିକେସନ୍‌, ୩୨୨ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଚଣ୍ଡିଗଡ଼: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ପଞ୍ଜାବ ଲୋକସେବା ଆୟୋଗ(PPSC) ଏହାର ଷ୍ଟେଟ୍ ସିଭିଲ ସର୍ଭିସେସ୍ କମ୍ବାଇନ୍‌ଡ କମ୍ପେଟେଟିଭ୍ ପରୀକ୍ଷା(PSCSCCE) ୨୦୨୫ ପାଇଁ ନୋଟିଫିକେସନ୍ ଜାରି କରିଛି ।…

କାହିଁକି ଘାବରାଇଲା ଟିମ୍ ଇଣ୍ଡିଆ: ରହସ୍ୟ ଖୋଲିଲେ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ମାର୍କ ଓ୍ଵା 

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଡ୍ର ଆଶାରେ ଥିବା ଟିମ୍ ଇଣ୍ଡିଆ ପ୍ରଥମ ଦିନରେ ଦୁର୍ବଳ ଦେଖାଯାଉଥିଲା। କିନ୍ତୁ ବୁମ୍ରା ଆଣ୍ଡ୍ କମ୍ପାନି ୨୦୦ରୁ କମ୍ ହୋଇଯାଇଥିଲା। ଅଷ୍ଟ୍ରେଲିଆର ପୂର୍ବତନ…

(Video) ବଲିଉଡ଼ ଗୀତରେ ରିଲ୍ସ କଲେ ଅଜା-ଆଇ, ଭିଡିଓ ଭାଇରାଲ ପରେ ଲୋକେ କଲେ ରିଆକ୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲୋକେ ଅନେକ ପ୍ରକାରର ଭିଡ଼ିଓ କରି ପୋଷ୍ଟ କରୁଛନ୍ତି। ଭିଡ଼ିଓ ଭାଇରଲ ନେଇ ଅନେକ ଲୋକେ କିଛି ବି କରିବାକୁ ପଛାଉ ନାହାନ୍ତି। ତେବେ ଆପଣ ନିଶ୍ଚିତ ଭାବରେ ପ୍ରତିଦିନ ଅନେକ…

ଚୀନ୍‌ର HMPV ଭୂତାଣୁକୁ ନେଇ ଚିନ୍ତିତ ନ ହେବାକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଚୀନ୍‌ର HMPV ଭୂତାଣୁକୁ ନେଇ କେନ୍ଦ୍ରର ପରାମର୍ଶ । ଚିନ୍ତିତ ନ ହେବାକୁ ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ । ଭୟଭୀତ ହେଲା ଭଳି କିଛି ନାହିଁ କହିଲା ମହାନିର୍ଦ୍ଦେଶାଳୟ । 'ଭାରତରେ…