Browsing Category

ଦେଶ ବିଦେଶ

(Video) ଭାରତୀୟ ନ୍ୟାୟ ସଂହିତାର ଭୀଷ୍ମ ପିତାମହ; ୯୨ବର୍ଷ ବୟସରେ ସାଢ଼େ ୪ଘଣ୍ଟା ଛିଡ଼ା ହୋଇ ଲଢ଼ିଥିଲେ କେସ୍

ଓଡ଼ିଶା ଭାସ୍କର: ରାମ ମନ୍ଦିର କେସ ଜିତାଇଥିବା ଇଏ ସେହି ମହାନ ଓକିଲ, ଭାରତୀୟ ନ୍ୟାୟ ସଂହିତାର ଭୀଷ୍ମ ପିତାମହ । ୯୨ ବର୍ଷରେ ସାଢ଼େ ୪ ଘଣ୍ଟା କାଳ ଛିଡ଼ା ହୋଇ ଲଢ଼ିଥିଲେ କେସ। ଭଗବାନ ରାମ ହେଉଛନ୍ତି ମୋ କ୍ଲାଇଣ୍ଟ । ମୁଁ…

ମାଗଣାରେ ପାଆନ୍ତୁ ଶ୍ରୀରାମଙ୍କ ପ୍ରସାଦ! ଜାନୁଆରୀ ୨୨ରେ ଅଯୋଧ୍ୟା ଯାଇ ପାରୁନାହାନ୍ତି କି, ଘରେ ପ୍ରସାଦ ପହଞ୍ଚିବା ନେଇ କ’ଣ ରହିଛି ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାନୁଆରୀ ମାସ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ହେବ । ଏହି ଅବସରରେ ୧୧ ହଜାର ଭିଆଇପି ଯୋଗେଦେବେ । ସମସ୍ତେ ଅଯୋଧ୍ୟାରେ ପହଞ୍ଚିବା ପରେ ସେମାନଙ୍କୁ ଏକ ଖାସ୍…

Ola ଇଲେକ୍ଟ୍ରିକ ସ୍କୁଟି କ୍ରେତାମାନଙ୍କ ପାଇଁ ଖୁସି ଖବର, କମ ମୂଲ୍ୟରେ ଘରକୁ ଆଣିବାର ଶେଷ ସୁଯୋଗ ୧୫ ଜାନୁଆରୀ!

ନୂଆଦିଲ୍ଲୀ: ଘରୋଇ ବଜାରରେ ବୈଦ୍ୟୁତିକ ଦୁଇ ଚକିଆ କମ୍ପାନୀ ଓଲା ଇଲେକ୍ଟ୍ରିକ୍ ଅମଳ ପର୍ବର ଆରମ୍ଭର ଉତ୍ସାହ ପାଇଁ ଅନେକ ଅଫର ଘୋଷଣା କରିଛି। ଯାହାର ଲାଭ ଏହି ମାସର ୧୫ ତାରିଖ ପର୍ଯ୍ୟନ୍ତ ରହିଛି। କମ୍ପାନୀ ଏହାର ଓଲା…

OMG ! ଏହି ଛୋଟ ଦେଶରେ ଜଣେ ବ୍ୟକ୍ତି ଖାଇଥାଏ ୨୦୦କିଲୋ ଆଳୁ

ନୂଆଦିଲ୍ଲୀ: ଆମ ଦେଶରେ ଆଳୁ ଏକ ଅତ୍ୟାବଶ୍ୟକ ପରିବା ହୋଇଥାଏ । କିନ୍ତୁ ବହୁ ସମୟରେ ଆମକୁ ଆଳୁ ଖାଇ ଖାଇ ବିରକ୍ତି ବି ଲାଗିଥାଏ । ଏହା ବ୍ୟତିତ ଆଜିକାଲି ମଧୁମେହ ରୋଗ ବଢୁଥିବାରୁ ଲୋକମାନେ ଆଳୁ ଖାଇବା କମାଇ ବି…

(Video) ପ୍ରତିଷ୍ଠା ଦିନ କିଛି କରି ପାରିବେ ନାହିଁ ଆତଙ୍କବାଦୀ: ବ୍ରାହ୍ଣଣଙ୍କ ମନ୍ତ୍ର ଉଚ୍ଚାରଣରେ ମାଟି ଥରିବ, ରାମ ନାମରେ କମ୍ପି ଉଠିବ ସାରା…

ନୂଆଦିଲ୍ଲୀ: ଜାନୁଆରୀ ମାସ ୨୨ ତାରିଖ ଯେତିକି ପାଖେଇ ପାଖେଇ ଆସୁଛି ଭାରତ ସହ ବିଶ୍ୱର ସମସ୍ତ ରାମଭକ୍ତଙ୍କ ମନରେ ଏକ ଅପୂର୍ବ ଉତ୍ସାହ ଦେଖିବାକୁ ମିଳୁଛି । ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ…

ଏବେ ଝିଅମାନେ ୨୧ ବର୍ଷ ପୂର୍ବରୁ କରିପାରିବେନି ବିବାହ, କ୍ୟାବିନେଟ ବୈଠକରେ ପାସ ହେଲା ପ୍ରସ୍ତାବ

ନୂଆଦିଲ୍ଲୀ: ଝିଅମାନଙ୍କ ବିବାହର ବୟସକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏବେ ଝିଅମାନଙ୍କ ବିବାହ ବୟସ ୨୧ ହୋଇପାରେ ବୋଲି ଜଣାପଡିଛି । ଏହି ସର୍ବନିମ୍ନ ବୟସ ୨୧ ବର୍ଷ କରିବାର ପ୍ରସ୍ତାବ କ୍ୟାବିନେଟ ବୈଠକରେ ପାସ…

ରାମ ମନ୍ଦିର ମଡେଲର; ୫୦ ହଜାର କୋଟି ବ୍ୟବସାୟ, ୫ ହଜାର ମହିଳାଙ୍କୁ ଦେଇଛି ରୋଜଗାର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ପ୍ରସ୍ତୁତି। ଜାନୁଆରୀ ୨୨ ରେ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ କରିବେ । ରାମ ମନ୍ଦିର ପାଇଁ ଅନେକ ବ୍ୟବସାୟୀଙ୍କୁ ଏକ ବଡ଼ ସୁଯୋଗ ଦେଇଛି।…

ଜାଣିଛନ୍ତି କି ମର୍ତ୍ତ୍ୟରେ କେଉଁଠି ରହିଛି ‘ସ୍ୱର୍ଗର ମନ୍ଦିର’, ପ୍ରଧାନମନ୍ତ୍ରୀ ମୋଦୀ ବି କରିଛନ୍ତି ଦର୍ଶନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ରାମଲଲାଙ୍କ ଭବ୍ୟ ମନ୍ଦିର ୨୨ ଜାନୁୟାରୀରେ ଉଦଘାଟନ ହେବାକୁ ଯାଉଛି । ପୁରା ଭାରତ ଏହି ଉତ୍ସବରେ ସାମିଲ ହେବାକୁ ଉତ୍ସାହର ସହ ଚାହିଁ ରହିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ଆଜି ଠାରୁ…

ରାଜ୍ୟସଭା ନିର୍ବାଚନରେ ଜିତିଲେ ୩ AAP ନେତା: ସଞ୍ଜୟ, ସ୍ୱାତୀ ଓ ଗୁପ୍ତା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆମ୍ ଆଦମୀ ପାର୍ଟି (ଆପ) ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଆପର ୩ ଜଣ ନେତା ରାଜ୍ୟସଭା ନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ଜିତିଛନ୍ତି । ସଞ୍ଜୟ ସିଂହ, ସ୍ୱାତୀ ମାଲୀୱାଲ ଓ ଏନଡି ଗୁପ୍ତା…

ଏହା କ’ଣ ଏକ ସମଲିଙ୍ଗୀ ଯୋଡି ମାମଲା କି? ଉତ୍ତର ହଁ ଆସିବା ପରେ ରାଗିଯାଇ ଏପରି କଲେ ଜଜ୍‌

ନୂଆଦିଲ୍ଲୀ: ଆମ ଦେଶରେ ବହୁ କୋର୍ଟ କଚେରୀ ରହିଛି ଯେଉଁଠି ଦୈନିକ ବହୁ ମାମଲାର ଶୁଣାଣୀ କରାଯାଉଛି । ଏହି ଶୁଣାଣୀ ସମୟରେ ଏପରି କିଛି ଜିନିଷ ସାମ୍ନାକୁ ଆସିଥାଏ ଯାହା ଚର୍ଚ୍ଚାର ବିଷୟ ପାଲଟିଯାଏ । ଏହି କ୍ରମରେ ପଞ୍ଜାବ…