fbpx
Browsing Category

ଦେଶ ବିଦେଶ

କରୋନାକୁ ଦୃଷ୍ଟିରେ ରଖି ଚୀନ୍‌ରୁ ଯାତ୍ରୀଙ୍କ ଆସିବା ଉପରେ କଟକଣା ଲଗାଇବା ଯଥାର୍ଥ – WHO

ନୁଆଦିଲ୍ଲୀ: ଚୀନ୍‌ରେ ବର୍ତ୍ତମାନ କରୋନା ମହାମାରୀ ଭୟଙ୍କର ପସରିସ୍ଥିତି ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସମେତ ଅନେକ ଦେଶ ଚୀନ୍‌ରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଟକଣା ଲଗାଇଛନ୍ତି । ତେବେ ଏହି…

ଆମେରିକା-ବ୍ରିଟେନରେ ହଇଚଇ ସୃଷ୍ଟି କରିବା ପରେ, ଭାରତରେ ଏଣ୍ଟ୍ରି କଲା କରୋନାର XBB.1.5 ଭାରିଆଣ୍ଟ

ନୂଆଦିଲ୍ଲୀ: କରୋନାର ଆଉ ଏକ ପ୍ରକାର ଦେଶରେ ପ୍ରବେଶ କରିଛି। ଏହି ନୂତନ ପ୍ରକାର ନାମ ହେଉଛି XBB.1.5 ଯାହା ଏବେ ଯୁକ୍ତରାଷ୍ଟ୍ର ଏବଂ ବ୍ରିଟେନରେ ହଇଚଇ ସୃଷ୍ଟି କରିଛି। ବର୍ତ୍ତମାନ ଏହା ମଧ୍ୟ ଭାରତରେ ପହଞ୍ଚିଛି।…

RSS ଏବଂ ବିଜେପି ମୋର ଗୁରୁ, ସେମାନେ ମୋତେ ଶିଖାନ୍ତି କଣ ନ କରିବା ଉଚିତ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ସାଂସଦ ରାହୁଲ ଭାରତ ଯୋଡ଼ ଯାତ୍ରାରେ ଶନିବାର ଦିନ ଏକ ପ୍ରେସ କନଫ୍ରେନ୍ସ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ RSS ଏବଂ ବିଜେପିକୁ ଲକ୍ଷ୍ୟ କରିଛନ୍ତି । ଏଥିରେ ସେ କହିଛନ୍ତି, RSS ଏବଂ ବିଜେପି…

BCCIଜାରି କରିଲା ଚଳିତ ବର୍ଷ ଟେଷ୍ଟ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ଖେଳାଳୀଙ୍କ ନାମ

ନୂଆଦିଲ୍ଲୀ :ଆଜି ହେଉଛି ୨୦୨୨ ର ଶେଷ ଦିନ ଏବଂ ଏହି ବର୍ଷ ପାଇଁ ଧାର୍ଯ୍ୟ ହୋଇଥିବା ସମସ୍ତ କ୍ରିକେଟ୍ ମ୍ୟାଚ୍ ମଧ୍ୟ ସମାପ୍ତ ହୋଇଛି। ଏହି ବର୍ଷ ଭାରତୀୟ କ୍ରିକେଟ୍ ଦଳ ପାଇଁ ଏତେ ବିଶେଷ ହୋଇନାହିଁ। ଦଳ ଅନେକ କ୍ରିକେଟ୍…

ପ୍ରଥମ ଥର ପାଇଁ ଛେଳି କ୍ଷୀରରୁ ତିଆରି ହେଉଛି ସାବୁନ, ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ରହିଛି ଏହାର ଚାହିଦା

ବାଡମେର:ସରହଦି ବାଡମେର ଜିଲ୍ଲାର ମହିଳାମାନେ ବର୍ତ୍ତମାନ ଛେଳି କ୍ଷୀରରୁ ସାବୁନ ପ୍ରସ୍ତୁତ କରୁଛନ୍ତି। ଏହି ସାବୁନ ଚର୍ମ ସମ୍ବନ୍ଧୀୟ ଅନେକ ରୋଗର ଚିକିତ୍ସାରେ ବ୍ୟବହୃତ ହେବ । ଏହା ବ୍ୟତୀତ ଚର୍ମର ଶୁଷ୍କତା, ଶୁଷ୍କ…

ବିହାର ମଦ ମାମଲା, ଅପରାଧୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ବିହାରରେ ବିଷାକ୍ତ ମଦ ପିଆଇ ୮୦ଲୋକଙ୍କ ଜୀବନ ନେଇଥିବା ଅପରାଧୀକୁ ଗିରଫ କରାଯାଇଥିବା କଥା ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣକ ବିହାରରେ ବିଷାକ୍ତ ମଦ ଯୋଗାଣ କରୁଥିଲେ । ମଦ ବ୍ୟବସାୟୀଙ୍କ ପରିଚୟ ହେଉଛି…

VIDEO: କବାଡିଆରେ କିଣିଲେ ୮୦ଲକ୍ଷ ଟଙ୍କାର ଉଡାଯାହାଜ, ସେଥିରେ ବନାଇଲେ ଘର, ଭଡ଼ା ଦେଉଛନ୍ତି ମାସିକ ୩୦ହଜାର

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ଜୀବନ ଏକ ବଡ଼ କଥା ଏବଂ ଏହି କଥାକୁ ଜଣେ ବ୍ୟକ୍ତି ପ୍ରମାଣ କରି ଦେଖାଛନ୍ତି । ସେ ୮୦ଲକ୍ଷ ଟଙ୍କା ଦେଇ କବାଡ଼ିଆରେ ଏକ ଏରୋପ୍ଲେନ କିଣିଛନ୍ତି ଏବଂ ସେଥିରେ ଘର ବନାଇଛନ୍ତି । ଏହି ଏରୋପ୍ଲେନ…

RBIର ବଡ଼ ଘୋଷଣା: ଜାନୁଆରୀ ୧ରୁ ବଦଳିଯିବ ବ୍ୟାଙ୍କ ସହ ଜଡିତ ଏହି ନିୟମ, ସମସ୍ତ ଲୋକ ହେବେ ପ୍ରଭାବିତ

ନୂଆଦିଲ୍ଲୀ: ବ୍ୟାଙ୍କ ଲକରଗୁଡିକ ବିଷୟରେ ନୂଆ ବର୍ଷର ପ୍ରଥମ ଦିନରୁ ନୂଆ ନିୟମ ଲାଗୁ ହେବ । ଯଦି ଆପଣ ମଧ୍ୟ ବ୍ୟାଙ୍କ ଲକରରେ ସାମଗ୍ରୀ ରଖିଛନ୍ତି କିମ୍ବା ରଖିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହା…

ରାଜଧାନୀରେ ଗୁଳିକାଣ୍ଡ; ଜିମ୍ ମାଲିକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଆଜିକାଲି ରାଜ୍ୟ ତଥା ଦେଶରେ ଚୋରି, ଡକାୟତି, ହତ୍ୟା ପରି ଅପରାଧିକ ମାମାଲା ବୃଦ୍ଧି ପାଇବାର ଲାଗିଛି । ଫଳରେ ପ୍ରତ୍ୟେକ ଦିନ ଏପରି ଖବର ସାମ୍ନାକୁ ଆସୁଛି । ତେବେ କିଏ ପିରବାରିକ କଳହକୁ ନେଇ କାହାକୁ…

ଗୋଟେ ଫଟୋରୁ ହ୍ୟାକ ହୋଇପାରେ ଫୋନ ଏବଂ ହ୍ୱାଟ୍ସଆପ, ଆପଣ ଏହି ସେଟିଂ ଅନ ରଖିନାହାନ୍ତି ତ?

ନୂଆଦିଲ୍ଲୀ: ହ୍ୟାକର୍ସ ମାନେ ଲୋକଙ୍କୁ ନିଜ ଜାଲରେ ଫସେଇବା ପାଇଁ ଅନେକ ଉପାୟ ଅବଲମ୍ବନ କରୁଛନ୍ତି । ତେବେ ଏହି ଉପାୟ ମଧ୍ୟରୁ GIF ଫଟୋ ସହିତ ଜଡ଼ିତ ଅଛି । ଆପଣ ଶୁଣିଥିବେ ଯେ, ହ୍ୟାକର୍ସ ମାନେ ନିଜର ଶିକାର ବନାଇବା…