Browsing Category
ଦେଶ ବିଦେଶ
ଦେବୀ ମନ୍ଦିରକୁ ନବରାତ୍ରୀରେ ଶ୍ରଦ୍ଧାଳୁଙ୍କୁ କରାଯାଏ ବାରଣ, କ’ଣ ରହିଛି କାରଣ ଜାଣନ୍ତୁ
ନାଳନ୍ଦା: ଆଜି ଠାରୁ ଆରମ୍ଭ ହୋଇଯାଇଛି ମା’ ଦୁର୍ଗାଙ୍କ ନବରାତ୍ରୀ ପୂଜା । କିନ୍ତୁ ବିହାରର ନାଳନ୍ଦାରେ ଏପରି ଏକ ମନ୍ଦିର ରହିଛି ଯେଉଁଠି ନବରାତ୍ରୀରେ ୯ ଦିନ ପର୍ଯ୍ୟନ୍ତ ମହିଳା କି ପୁରୁଷ କେହି ବି ମନ୍ଦିରରେ ପ୍ରବେଶ…
ମହିଳାଙ୍କ ଲାଗି ରହିଛି କେନ୍ଦ୍ର ସରକାରଙ୍କ ୨ ଟି ଲାଭଦାୟକ ସଞ୍ଚୟ ଯୋଜନା, ଜାଣିନିଅନ୍ତୁ କେଉଁଥିରେ ଅଧିକ ଫାଇଦା
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏପରି ବହୁ ଯୋଜନା ପରିଚାଳନା କରୁଛନ୍ତି ଯାହାର ସିଧା ଫାଇଦା ମହିଳା କିମ୍ବା ଯୁବତୀଙ୍କୁ ମିଳୁଛି । ଉଦାହରଣ ସ୍ୱରୂପ ଝିଅର ବିବାହ କିମ୍ବା ଉଜ୍ଜ୍ୱଳ ଭବିଷ୍ୟତ ଲାଗି ସୁକନ୍ୟା ସମୃଦ୍ଧି…
ଛୋଟ ଡ୍ରେସ ପିନ୍ଧି ନାଚିବା ଏକ ଅଶ୍ଳୀଳତା ନୁହେଁ… କୋର୍ଟ ଶୁଣାଇଲେ ଏଭଳି ନିଷ୍ପତ୍ତି
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅନେକ ପାର୍ଟି, ବାର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରାଯାଉଛି । ଏଥିରେ କିଛି ମହିଳା ଛୋଟ ଡ୍ରେସ ପିନ୍ଧି ଡାନ୍ସ କରିଥାନ୍ତି, ଯାହାକୁ ଦେଖିବା ପାଇଁ ଅନେକ ଭିଡ଼ ମଧ୍ୟ…
BREAKING NEWS; ରାଜଧାନୀ ଦିଲ୍ଲୀରେ ପୁଣି ଭୂକମ୍ପ ଝଟକା
ନୂଆଦିଲ୍ଲୀ; ରାଜଧାନୀ ଦିଲ୍ଲୀରେ ପୁଣି ଭୂକମ୍ପ ଝଟକା । ନିକଟରେ କିଛି ଦିନ ତଳେ ନୂଆଦିଲ୍ଲୀ ଭୂକମ୍ପର ସମ୍ମୁଖୀନ ହୋଇଥିବା ବେଳେ ଆଜି ପୁଣି ଭୂକମ୍ପର ସମ୍ମୁଖୀନ ହୋଇଛି ନୂଆଦିଲ୍ଲୀ । ଏହି ଭୂକମ୍ପ ଝଟକା ଦିଲ୍ଲୀ…
ପ୍ରେମର ଭୟଙ୍କର ଚିତ୍ର; ଘରକୁ ଡକାଇ ଯୁବକଙ୍କ ଗୁପ୍ତାଙ୍ଗ କାଟିଲା ପ୍ରେମିକାର ଭାଇ
ନୂଆଦିଲ୍ଲୀ: ସମାଜରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧିକ କାର୍ଯ୍ୟକଳାପ । ବେଳେବେଳେ ପୋଲିସ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିହାରର ମୁଜଫରପୁରରୁ ଆସିଛି ଛାତିଥରା ଖବର । ଯୁବକଙ୍କ ଗୁପ୍ତାଙ୍ଗ…
ଜୟ ଶ୍ରୀରାମ ଧ୍ୱନି ଦେଉଥିବା ଭାରତର କ୍ରିକେଟ୍ ଫ୍ୟାନମାନଙ୍କୁ ନିନ୍ଦା କଲେ ଷ୍ଟାଲିନ, କହିଲେ ଏହା ଆଦୌ ଗ୍ରହଣୀୟ ନୁହେଁ
ନୂଆଦିଲ୍ଲୀ: ତାମିଲନାଡୁ କ୍ରୀଡା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଭାରତର ସେହି କ୍ରିକେଟ୍ ଫ୍ୟାନମାନଙ୍କୁ ନିନ୍ଦା କରିଛନ୍ତି ଯେଉଁମାନେ ଶନିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୱାର୍ଲ୍ଡକପ୍ ମ୍ୟାଚ୍ ଚାଲିଥିବା ବେଳେ…
(video)ମହାକାଶରୁ ସୂର୍ଯ୍ୟପରାଗର ସୁନ୍ଦର ଦୃଶ୍ୟ ଜାରି କଲା ନାସା, ଆଗରୁ ଆପଣ କେବେ ବି ଦେଖି ନ ଥିବେ
ନୂଆଦିଲ୍ଲୀ: ଆମେ ସମସ୍ତେ ତ ସୂର୍ଯ୍ୟପରାଗ ଦେଖିଛୁ । ଗତକାଲି ଏହି ମହାଜାଗତିକ ଘଟଣା ଘଟିଛି । ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକାରେ ଲକ୍ଷ ଲକ୍ଷ ଲୋକ ଏହି ସୂର୍ଯ୍ୟଗ୍ରହଣକୁ…
ବଡ଼ଧରଣର ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ସମେତ ପୁଅ ମୃତ, ଝିଅ ଗୁରୁତର ଆହତ
ନୂଆଦିଲ୍ଲୀ: ଶନିବାର ଦିନ ଆଗ୍ରାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରେ ଏକ ପାଞ୍ଚ ବର୍ଷର ଶିଶୁ ମଧ୍ୟ…
ଯୁଦ୍ଧରେ ଅନାଥ ନବଜାତକଙ୍କ ଲାଗି ୫୦୦୦ମାଇଲ୍ ଦୂରରୁ ଆସୁଛି ମା’ କ୍ଷୀର, ଛାତି ଚିରି ସ୍ନେହ ଅଜାଡି ଦେଇଛନ୍ତି ଆମେରିକାର ଏହି ମା’ମାନେ
ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ବୀଭତ୍ସ ଯୁଦ୍ଧ ମଧ୍ୟରେ ବହୁ ନୀରିହ ଜନତା ଅକାଳରେ ପ୍ରାଣ ହରାଉଛନ୍ତି । ଯୁଦ୍ଧ କ୍ଷେତ୍ରରୁ ବିଭିନ୍ନ ସମୟରେ ଏପରି ଚିତ୍ର ସାମ୍ନାକୁ ଆସୁଛି ଯାହା ସମସ୍ତଙ୍କ ହୃଦୟ…
ଇସ୍ରାଏଲ ମ୍ୟାକଡୋନାଲ୍ଡର ନିଷ୍ପତ୍ତିକୁ ନେଇ କ୍ରୋଧ ପ୍ରକାଶ କଲା ଆରବ ଦେଶ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଆମେରିକାର ଫାଷ୍ଟଫୁଡ୍ ଚେନ୍ କମ୍ପାନୀ ମ୍ୟାକଡୋନାଲ୍ଡଙ୍କୁ ଇସ୍ରାଏଲ୍ ସୈନିକମାନଙ୍କୁ ମାଗଣା ଖାଦ୍ୟ ଯୋଗାଇବା ବିଷୟରେ ସ୍ପଷ୍ଟୀକରଣ ଦେବାକୁ ପଡିବ। ବର୍ତ୍ତମାନ କମ୍ପାନୀର ପ୍ରତିନିଧୀମାନେ ଏହି ନିଷ୍ପତ୍ତି…