Browsing Category

ଦେଶ ବିଦେଶ

ଜୁଲାଇରେ ଏହି ସବୁ ଦିନ ବ୍ୟାଙ୍କ ଛୁଟି, RBI ଜାରି କରିଛି ନୋଟିସ୍

ନୂଆଦିଲ୍ଲୀ: ଜୁଲାଇ ମାସରେ ବ୍ୟାଙ୍କରେ ଯଦି ଆପଣଙ୍କର କିଛି ଜରୁରୀ କାମ ରହିଛି, ତେବେ ଜାଣି ନିଅନ୍ତୁ ଚଳିତ ମାସରେ କେତେଦିନ ବ୍ୟାଙ୍କ ଖୋଲା ରହିବ ଆଉ କେତେ ଦିନ ବନ୍ଦ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କ…

Bhaum Pradosh Vrat 2025: ଜୁଲାଇରେ କେବେ ପାଳନ ହେବ ଭୌମ ପ୍ରଦୋଷ, ଜାଣନ୍ତୁ ଏହାର ନିୟମ

ନୂଆଦିଲ୍ଲୀ: ଶିବଭକ୍ତମାନେ ଶାବଣ ମାସକୁ ଉତ୍ସାହର ସହିତ ଅପେକ୍ଷା କରନ୍ତି । କାରଣ ଶ୍ରାବଣ ମାସ ମହାଦେବଙ୍କ ପାଇଁ ଅତ୍ୟନ୍ତ ପ୍ରିୟ, କାରଣ ଏହି ମାସରେ ଭୋଲେନାଥଙ୍କର ବିବାହ ଦେବୀ ପାର୍ବତୀଙ୍କ ସହିତ ହୋଇଥିଲା। ଏପରି…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଦାବି ଭୁଲ! ICMR ଏବଂ AIIMS କଲେ ବଡ଼ ଖୁଲାସା, କହିଲେ କୋଭିଡ୍ ଟୀକା ନୁହେଁ..

ନୂଆଦିଲ୍ଲୀ: ICMR ଏବଂ AIIMS ହୃଦଘାତ ଜନିତ ମୃତ୍ୟୁର କାରଣ କୋଭିଡ୍ ଟିକା ନୁହେଁ ବୋଲି ସମ୍ପୂର୍ଣ୍ଣ ଭାବରେ ମନା କରିଛନ୍ତି । ଗତ କିଛି ଦିନ ମଧ୍ୟରେ କର୍ଣ୍ଣାଟକର ହାସନରେ 22 ରୁ ଅଧିକ ଯୁବକ ହୃଦଘାତରେ ମୃତ୍ୟୁବରଣ…

(Video) କଳିଯୁଗ ଉଦଣ୍ଡ ନାରୀ: ଜେଜେ ମା’ ବୟସର ବୃଦ୍ଧା ମହିଳାଙ୍କ ଚୁଟି ଘୋଷାଡ଼ି ମାଡ଼ ମାରିଲେ ଉଦ୍ଧତ ଯୁବତୀ

କୋଲକାତା: ସୋସିଆଲ ମିଡିଆରେ ନାନା ପ୍ରକାର ଭିଡିଓ ଭାଇରାଲ ହେଉଛି । ଅନେକ ସମୟରେ ଆମେ ଦେଖିଛେ, ମେଟ୍ରୋ ଟ୍ରେନ ଗୁଡ଼ିକରେ ସିଟ୍ ପାଇଁ କିମ୍ବା ଖରାପ ବ୍ୟବହାର ପାଇଁ କଳିଗୋଳ ଲାଗିଥାଏ। ଏବେ କିନ୍ତୁ ଏକ ଭିଡିଓ…

କେମିକାଲ ଫ୍ୟାକ୍ଟ୍ରି ବିସ୍ଫୋରଣରେ ୪ ଓଡ଼ିଆଙ୍କ ମୃତ୍ୟୁ, ୪ ଜଣ ଆହତ

ହାଇଦ୍ରାବାଦ୍: ତେଲେଙ୍ଗାନା କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣରେ ୪ ଓଡ଼ିଆଙ୍କ ମୃତ୍ୟୁ ଘଟିଛି । ଘଟଣାରେ ଆହତମାନଙ୍କ ଭିତରେ ମଧ୍ୟ ୪ ଓଡ଼ିଆ ସାମିଲ ଅଛନ୍ତି । ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।…

ବିଦ୍ୟୁତ୍ ବିଲ୍ ଆସିଲା 69 ଲକ୍ଷ… ଦେଖି କରି ବଢ଼ିଗଲା ବୃଦ୍ଧଙ୍କ ରକ୍ତଚାପ, ସିଧା ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଦିଶାରେ ସ୍ଥାପିତ ହେଉଥିବା ସ୍ମାର୍ଟ ମିଟରଗୁଡ଼ିକ ଗ୍ରାହକଙ୍କ ପକେଟ ଉପରେ ଭାରୀ ପଡ଼ିଛି । ବସ୍ତିରେ ରହୁଥିବା ଗରିବ ଲୋକମାନେ ଏବଂ ଗୋଟିଏ ଲାଇଟ୍ ସଂଯୋଗ ଥିବା ଗ୍ରାହକମାନେ ଲକ୍ଷ ଲକ୍ଷ…

ହଠାତ୍ ଯାତ୍ରୀବାହୀ ବିମାନ ୨୬,୦୦୦ ଫୁଟ ତଳକୁ ଖସିଲା, ମନକୁମନ ଖୋଲିଗଲା ଅକ୍ସିଜେନ୍ ମାସ୍କ

ଟୋକିଓ: ଆଉ ଏକ ବଡ଼ ବିମାନ ଦୁର୍ଘଟଣା ହେବାରୁ ଅଟକିଗଲା । ଯାତ୍ରୀଙ୍କୁ ନେଇ ଯାଉଥିବା ଜାପାନ ଏୟାରଲାଇନ୍ସ ଫ୍ଲାଇଟ୍ ହଠାତ୍ ୨୬ ହଜାର ତଳକୁ ଖସିପଡ଼ିଲା । ଯାହାର ଭିଡିଓମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ବେହାରେ ଲାଗିଛି…

ପାକିସ୍ତାନର ପର୍ଦ୍ଦାଫାସ! ପହଲଗାମ ଆକ୍ରମଣ ଉପରେ QUAD ର ବାର୍ତ୍ତା, ଶୁଣିବା ପରେ ଶାହବାଜ ଏବଂ ଅସୀମ ମୁନିର କାନ୍ଦିବେ ରକ୍ତର ଲୁହ

ନୂଆଦିଲ୍ଲୀ: ଭାରତ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି । ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ କ୍ୱାଡ୍ ଗ୍ରୁପର ବୈଦେଶିକ ମନ୍ତ୍ରୀମାନେ ୨୨ ଏପ୍ରିଲରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ…

ମହମ୍ମଦ ଶାମିଙ୍କ ଉପରେ ୭ ବର୍ଷର କରଜ, ଝିଅ ଏବଂ ସ୍ତ୍ରୀଙ୍କୁ ଦେବେ ଏତିକି କୋଟି ଟଙ୍କା, ଜାଣନ୍ତୁ କ’ଣ ପୁରା ମାମଲା

କୋଲକାତା: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ତାଙ୍କ ପତ୍ନୀ ହାସିନ ଜାହାନଙ୍କ ମାମଲା କୋର୍ଟରେ ଚାଲିଛି। ମାମଲାର ନିଷ୍ପତ୍ତି ମଙ୍ଗଳବାର, ୧ ଜୁଲାଇରେ ଆସିଛି। କୋଲକାତା ହାଇକୋର୍ଟ ମହମ୍ମଦ ଶାମିଙ୍କୁ…

ଇରାନ-ଇସ୍ରାଏଲ ପରେ ଟ୍ରମ୍ପଙ୍କ ଆଉ ଏକ ବଡ଼ ଦାବି, ‘ଗାଜାରେ 60 ଦିନର ଅସ୍ତ୍ରବିରତି’

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ପରେ, ଗାଜାରେ ମଧ୍ୟ ଶାନ୍ତି ଆସିବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇସ୍ରାଏଲ ଗାଜାରେ 60 ଦିନିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଛି । ତଥାପି,…