Browsing Category

ଦେଶ ବିଦେଶ

ଏଣିକି ପୋଲିସ ପିନ୍ଧିବ ଲାଲ ଟୋପି: ଡ୍ୟୁଟି ସମୟରେ ପିନ୍ଧିବାକୁ ଆସିଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ସାଧାରଣ ଭାବେ ପୋଲିସ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କର ୟୁନିଫର୍ମର ରଙ୍ଗ ଧୂସର ବୋଲି ଆମେ ଭାବିଥାଉ । ମାତ୍ର ଏହା ଭୁଲ୍ ଅଟେ । ବିଭିନ୍ନ ରାଜ୍ୟରେ ପୋଲିସଙ୍କ ପାଇଁ ଅଲଗା ଅଲଗା ପ୍ରକାରର ପୋଷାକ…

ବୃଦ୍ଧାବସ୍ଥାରେ ଫେରି ଆସିବ ଯୌବନ! କକଟେଲ ମିଳିବା ନେଇ ହାଭାର୍ଡ ଗବେଷକଙ୍କ ଦାବି

ନୂଆଦିଲ୍ଲୀ: ଏଣିକି ମଣିଷକୁ ସ୍ପର୍ଶ କରି ପାରିବନି ବାର୍ଦ୍ଧକ୍ୟ ଅବସ୍ଥା । ସବୁବେଳେ ଯୁବାବସ୍ଥାରେ ରହିପାରିବ ମଣିଷ ସମାଜ । ଏଥିପାଇଁ ବୈଜ୍ଞାନିକମାନେ ଏକ ବଡ଼ ସଫଳତା ଖୋଜି ପାଇଛନ୍ତି । ଏମିତି ଏକ କକଟେଲ ପାଇଛନ୍ତି…

ଅନ୍ତର୍ଜାତୀୟ ସ୍ତରର ଗାୟିକା ଓ ଅଭିନେତ୍ରୀ ଜାନେ ବିରକିନଙ୍କ ପରଲୋକ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ଜଣାଶୁଣା ଗାୟିକା ଓ ଅଭିନେତ୍ରୀ ଜାନେ ବିରକିନଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ବିରକିନଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ଇଂରାଜୀ-ଫ୍ରେଚରେ ବିଶେଷ…

ଅଧ ଘଣ୍ଟାରେ ଦୁଇଗୁଣ ଟଙ୍କା! ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଯଦି ଏପରି ଅଫର୍ ଦିଅନ୍ତି ତେବେ ଲାଗିପାରେ ୫୦ ଲକ୍ଷ ଟଙ୍କାର ଜୋରିମାନା

ନୂଆଦିଲ୍ଲୀ: ଆଜିକାଲି ଆମେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନଙ୍କ ବିଷୟରେ ବହୁତ କିଛି ଶୁଣୁ । ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ପରି ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ଫଲୋର୍ସ ଅଛନ୍ତି । ବଲିଉଡ ଏବଂ କ୍ରୀଡା…

Lootera Dulhan… ଜଣେ କନିଆଁ, ୨୦ ପୁରୁଷଙ୍କ ସହ ବାହାଘର: ସମସ୍ତଙ୍କୁ ଲୁଟିନେଲା ‘ଲୁଟେରା ବ୍ରାଇଡ’

ନୂଆଦିଲ୍ଲୀ: ଆଜିକାଲି ଲୋକ ଲୁଟତରାଜ ପାଇଁ ବିଭିନ୍ନ ପ୍ରକାରର ବୁଦ୍ଧି ଚିନ୍ତା କରୁଛନ୍ତି । କିନ୍ତୁ ନିଜ ବାହାଘରରେ କନିଆଁ ଲୁଟ କରିବା ଘଟଣା ସହଜରେ ହଜମ କରି ହେଉନି । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଏହି…

ଆସନ୍ତା ମଙ୍ଗଳବାର ଭୂମି ସମ୍ମାନ ପ୍ରଦାନ କରିବେ ରାଷ୍ଟ୍ରପତି, ୯ଟି ରାଜ୍ୟର ସଚିବ ଓ ୬୮ ଜିଲ୍ଲାପାଳ ସମେତ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମଙ୍ଗଳବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୨୦୨୩ ମସିହା ପାଇଁ ଭୂମି ସମ୍ମାନ ପ୍ରଦାନ କରିବେ । ଏହି ସମ୍ମାନ ୯ଟି ରାଜ୍ୟର ସଚିବ ଓ ୬୮ ଜିଲ୍ଲାପାଳ ସମେତ ସେମାନଙ୍କ…

ଚନ୍ଦ୍ରଯାନ-୩ ମହାକାଶ ଯାନର ପ୍ରଥମ କକ୍ଷ ଉତ୍‍ଥାନ ସଫଳତାର ସହ ସମ୍ପନ୍ନ ହୋଇଥିବା ଇସ୍ରୋର ସୂଚନା

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂଗଠନର ବୈଜ୍ଞାନିକମାନେ ଚନ୍ଦ୍ରଯାନ-୩ ମହାକାଶ ଯାନର ପ୍ରଥମ କକ୍ଷ ଉତ୍‍ଥାନ ସଫଳତାର ସହ ସମ୍ପନ୍ନ କରିଛନ୍ତି । ଅର୍ବିଟ ରାଇଜିଂ ପ୍ରକ୍ରିୟା ସଫଳ ହୋଇଥିବା ନେଇ ଇସ୍ରୋ ପକ୍ଷରୁ…

ବିପକ୍ଷ ଦଳମାନଙ୍କର ବୈଠକରେ ସାମିଲ ହେବେ CM କେଜ୍ରିୱାଲ: AAPର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ନେଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ତା’ର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଭଳି ସ୍ଥିତିରେ ନରେନ୍ଦ୍ର ମୋଦୀଙ୍କୁ ରୋକିବା ପାଇଁ ବିପକ୍ଷ ଦଳମାନେ ଗତ କିଛି ମାସ ଧରି…

ଗର୍ଭାବସ୍ଥାରେ ମହିଳାମାନେ ମୋବାଇଲ ବ୍ୟବହାର କରିବା ଗର୍ଭସ୍ଥ ଶିଶୁ ପାଇଁ ବିପଦ: ଶିଶୁଟିର DNA ନଷ୍ଟ ହୋଇପାରେ

ନୂଆଦିଲ୍ଲୀ: ମାତୃତ୍ୱର ଅଧିକାରିଣୀ ହେବା ପ୍ରତ୍ୟେକ ନାରୀଙ୍କ ପାଇଁ ଏକ ସୁନ୍ଦର ଅନୁଭବ । ଗୋଟିଏ ଶିଶୁକୁ ଜନ୍ମ ଦେବା ପାଇଁ ଜଣେ ମା’ କେତେ ଯେ କଷ୍ଟ ସହିଥାଏ ତାହା ବର୍ଣ୍ଣନା କରିବା ନିହାତି କଷ୍ଟକର ବ୍ୟାପାର । ତେବେ…

ଓଡିଶାର କେଉଁ ରାଜନେତାଙ୍କ ବିରୋଧରେ ଅଛି ଅଧିକ କ୍ରିମିନାଲ ରେକର୍ଡ? ସାମିଲ ଅଛନ୍ତି ଏତିକି ବିଧାୟକ….

ଭୁବନେଶ୍ୱର: ଓଡିଶାର ରାଜନୀତିକୁ ନେଇ ଏବେ ଲୋକମାନେ ନିରାଶା ପ୍ରଦର୍ଶନ କରୁଛନ୍ତି । ଅନେକ ନେତା ତଥା ବିଧାୟକଙ୍କ ବିରୋଧରେ ଅପରାଧୀକ ମାମଲା ଦାୟର ହେଉଥିବାରୁ ସାଧାରଣ ଲୋକଙ୍କ ବିଶ୍ୱାସ ହରାଉଛନ୍ତି ରାଜ୍ୟର ବରିଷ୍ଠ…